ବିବାହ ପୂର୍ବରୁ ଜୀବନସାଥିଙ୍କୁ ପଚାରନ୍ତୁ ଏହି ସବୁ ପ୍ରଶ୍ନ

 

ପ୍ରାୟ ସମସ୍ତଙ୍କ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ବିବାହ କେବଳ ଦୁଇଟି ଦୃଦୟର ମିଳନ ନୁହେଁ ମାତ୍ର ଏହା ୨ ପରିବାର ମିଶ୍ରଣ। ତେଣୁ ଏହା ସହିତ ଜଡିତ କୌଣସି କଥା ପ୍ରତି ଅଣଦେଖା କରିବା ଅନୁଚିତ। ଏ ନେଇ ଉଭୟ ପକ୍ଷ ଉଭୟଙ୍କ ସମ୍ପର୍କରେ ଜାଣିବା ଉଚିତ ଯେପରି ଭବିଷ୍ୟତରେ କୌଣସି ବିଘ୍ନ ନ ଘଟେ। ଏ ନେଇ ମନରେ ଉଙ୍କିମାରୁଥିବା ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିବା ଉଚିତ। ଏହା ତୁର ଭାବି ପତ୍ନୀ ସ୍ବାମୀଙ୍କ ବିଷୟରେ ଜାଣିବାକୁ ତୁମକୁ ସାହାଯ୍ୟ କରିବ।

ତେବେ ଜାଣନ୍ତୁ ବିବାହ ପୂର୍ବରୁ ପାର୍ଟନରଙ୍କୁ ପଚାରିବାକୁ ଥିବା ଏହି ପ୍ରଶ୍ନଗୁଡିକ ସମ୍ପର୍କରେ

ବିବାହ ପାଇଁ ଚାପ ଅଛିକି ନାହିଁ
ଅନେକ ସମୟରେ ମନ ଆଉ କାହା ପାଖରେ ଥିଲେ ମଧ୍ୟ ପରିବାର ଲାଗି ଅନ୍ୟତ୍ର ବିବାହ କରିବାକୁ କେହି କେହି ବାଧ୍ୟ ହୋଇଥାନ୍ତି। ଏଭଳି ସ୍ଥଳେ ଚାପରେ ବିବାହ କରିବା ଅପେକ୍ଷା ମନର କଥା ଖୋଲି କହିଦେବା ଭଲ।

ରୋମାନ୍ସ:
ପ୍ରାୟତଃ ବିବାହ ପୂର୍ବରୁ ଏସବୁ ସମ୍ପର୍କରେ କଥା ହେବାକୁ ଲଜ୍ଜା ବୋଧ କରିଥାନ୍ତି। ମାତ୍ର ଏନେଇ ଉଭୟଙ୍କ ମତାମତ ଜାଣି ନେବା ଉଚିତ।

ଫ୍ୟାମିଲ ପ୍ଲାନିଂ

ବିବାହ ପରେ ଅନେକାଂଶ ଘରେ ସନ୍ତାନ ଟିଏ ଚାହିଥାନ୍ତି। ଏ ନେଇ ଉଭୟ ପାର୍ଟନର କ’ଣ ଚିନ୍ତା କରନ୍ତି ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡ଼ିବ। ଉଭୟଙ୍କ ଚିନ୍ତାଧାରା ଏ ସମ୍ପର୍କରେ କେତେ ମିଶୁଛି ତାହା ସହଜରେ ଜାଣି ହେବ।

ଚାକିରି ପାଇଁ ଅନୁମତି
ବିବାହ ପରେ ସ୍ବାମୀ ବା ତାଙ୍କ ଘର ଲୋକ ଆପଣଙ୍କୁ ଚାକିରି ଅନୁମତି ଦେବେ କି ନାହିଁ ସେ ସମ୍ପର୍କରେ ବୁଝି ନେବା ଜରୁରୀ। କାରଣ କେତେକଙ୍କ ପରିବାରରେ ମହିଳାଙ୍କୁ ଚାକିର ଲାଗି ଅନୁମତି ମିଳି ନ ଥାଏ। ଏହି କଥା ବିବାହ ପରେ ଜଣା ପଡ଼ିଲେ ବେଶି କଷ୍ଟ ଲାଗିଥାଏ।

ପସନ୍ଦ ନା ପସନ୍ଦ :
ବିବାହ ପୂର୍ବରୁ ପାର୍ଟନରଙ୍କ ପସନ୍ଦ ନାପସନ୍ଦ ସମ୍ପର୍କରେ ପଚାରି ଜାଣନ୍ତୁ। ଅନେକ ସମୟରେ ଏହା ତାଙ୍କୁ ବା ତାଙ୍କ ସମ୍ପର୍କିତ ଅନେକ ତଥ୍ୟ ଜାଣିବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri