ମେଡିଟେସନ ନିଶ୍ଚୟ କରନ୍ତୁ

ବ୍ୟସ୍ତବହୁଳ କାମ ମଧ୍ୟରେ ଦିନକୁ ଅତି କମରେ ୧୫ ମିନିଟ ମେଡିଟେସନ
ନିଶ୍ଚୟ କରନ୍ତୁ…
ମେଡିଟେସନ ନିମନ୍ତେ ନିଜ ସୁବିଧା ଅନୁସାରେ ସବୁ କାମ ସାରିବା ପରେ ସମୟ ବାହାର କରନ୍ତୁ।
ବାଲକୋନିରେ ଥିବା ଗଛ କିମ୍ବା ବଗିଚାରେ ପ୍ରକୃତି ସହ କିଛି ସମୟ ବିତାନ୍ତୁ।
ଖାଲିପେଟରେ ଧ୍ୟାନ କରନ୍ତୁ ନାହିଁ। ଫଳ କିମ୍ବା ଜୁସ୍‌ ଆଦି କିଛି ଖାଦ୍ୟ ଖାଇବା ପରେ ହିଁ ମେଡିଟେସନ୍‌ କରନ୍ତୁ। ଏକାଠି କିମ୍ବା ଗ୍ରୁପରେ କୌଣସି ସ୍ଥାନରେ ବସି ଧ୍ୟାନ କରନ୍ତୁ, ବହୁତ ଭଲ ଲାଗିବ।
ମାନସିକ ଦୁଶ୍ଚିନ୍ତା ଥିଲେ ଧ୍ୟାନ ଅବଶ୍ୟ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ରାତ୍ରିଭୋଜନ ବିଳମ୍ବରେ କରୁଥିଲେ

କାର୍ଯ୍ୟବ୍ୟସ୍ତତା ଲାଗି ହେଉ ଅବା ଅନ୍ୟାନ୍ୟ କାରଣରୁ ଅନେକେ ରାତ୍ରିଭୋଜନ ବିଳମ୍ବରେ କରିଥା’ନ୍ତି। ହେଲେ ଏହା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିବାର ଆଶଙ୍କା ରହିଛି।...

ପିଲାଙ୍କ ପଢ଼ାରେ ମନ ଲାଗିବା ପାଇଁ ମାନନ୍ତୁ କିଛି ନିୟମ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ବାତାବରଣ ଯେତେ ସକାରାତ୍ମକ ରହିବ, ପିଲାଙ୍କର ପଢ଼ାରେ ସେତେ ଆଗ୍ରହ ବଢ଼ିବ। ସେଥିପାଇଁ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ଥିବା କିଛିଟା ନିୟମ ମାନିଲେ...

ପଇଡ଼ ପାଣିର ଔଷଧୀୟ ଗୁଣ

ପଇଡ଼ ପାଣି ସ୍ବାସ୍ଥ୍ୟ ଲାଗି ଅନେକ ଉପକାରୀ। କେବଳ ସେତିକି ନୁହେଁ, ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ। ଏହା ରୋଗ ପ୍ରତିରୋଧ ଶକ୍ତିକୁ...

ପାର୍ଟନର କରୁଛନ୍ତି କି ଅଣଦେଖା, ଏହି ସହଜ ଉପାୟ ବଡ଼ ସମସ୍ୟାର କରିବ ସମାଧାନ

କୁହାଯାଏ ପ୍ରେମ ହେଉଛି ଏକ ଅନୁଭବ, ଯାହାକୁ କେବଳ ଅନୁଭବ କରିହୁଏ। ଯେତେବେଳେ ତୁମେ କାହା ସହିତ ସମ୍ପର୍କ ରଖୁଛ, ତୁମର ଅନେକ ଦାୟିତ୍ୱ ବଢ଼ିଥାଏ।...

ସହକର୍ମୀଙ୍କ ସହ ଏକତ୍ରଭୋଜନ କରିବା ଦ୍ୱାରା ବଢ଼ିଥାଏ କାମ କରିବାର ଆଗ୍ରହ

ଅଫିସକୁ ଦ୍ୱିତୀୟ ଘର କହିଲେ କିଛି ଭୁଲ୍‌ ହେବ ନାହିଁ। କାରଣ କର୍ମଜୀବୀମାନଙ୍କର ଅଧିକାଂଶ ସମୟ ଘର ଅପେକ୍ଷା ଅଫିସରେ ବିତିଥାଏ। ପ୍ରତିଦିନ ୯ ଘଣ୍ଟାରୁ...

ଭୁଲାପଣ ସମସ୍ୟାରୁ ଦୂରେଇ ରହିବା ଲାଗି ଆପଣାନ୍ତୁ ଏହି ସହଜ ଉପାୟ…

ସାନ୍‌ ଫ୍ରାନ୍ସିସ୍‌କୋ, ୨୬।୭: ପରିବର୍ତ୍ତିତ ଜୀବନ ଶୈଳୀରେ କେତେକଙ୍କଠାରେ ଭୁଲାପଣ ସମସ୍ୟା ଦେଖାଦେଇଥାଏ। ଏହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ଜଣକ କୌଣସି କଥା ମନେ ରଖିପାରନ୍ତି ନାହିଁ।...

ଶୀତଦିନେ ରାତିରେ ଶୋଇବା ପୂର୍ବରୁ ଏହାକୁ ପାଦରେ କରନ୍ତୁ ମାଲିସ୍‌ …

ଶୀତଦିନେ କେତେକଙ୍କର ପାଦ ଫାଟିଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ରାତିରେ ଶୋଇବା ପୂର୍ବରୁ ପାଦରେ ମଏଶ୍ଚର ମାଲିସ କଲେ ସୁଫଳ ମିଳିଥାଏ। ସୋରିଷ...

ଇନ୍‌ସୁଲିନ୍‌ ନେଉଛନ୍ତି? ଏହି ୪ଟି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ

ଆଜିକାଲି ସମୟରେ ଡାଇବେଟିସ୍‌ ବା ମଧୁମେହ ଏକ ସାଧାରଣ ରୋଗ କହିଲେ ଭୁଲ ହେବ ନାହିଁ। ଥରେ ଏହି ରୋଗ ହେବା ମାତ୍ରେ ରୋଗୀଙ୍କୁ ନିଜର...

Advertisement
Archives

Model This Week