ଓଡ଼ିଶା ଟି୨୦ କ୍ରିକେଟ ଲିଗ୍: ଲାୟନ୍ସକୁ ହରାଇଲା ପାନ୍ଥର୍ସ
ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ଏମ୍ଜିଏମ୍ ଟି୨୦ କ୍ରିକେଟ ଲିଗ୍ର ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ପାନ୍ଥର୍ସ ୭ ଉଇକେଟରେ ଲାୟନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଲାୟନ୍ସ ୨୦ ଓଭରରେ ୯…
ପ୍ରଶଂସକଙ୍କୁ ଘାଇଲା କରୁଛି ଦିଶାଙ୍କ ଫଟୋ
ନୂଆଦିଲ୍ଲୀ,୩୦।୧୨: ଦିଶା ପଟାନିଙ୍କ ଅନ୍ତିମ ଇନ୍ଷ୍ଟାଗ୍ରାମ ପୋଷ୍ଟ ପାଇଁ ପ୍ରଶଂସା ବ୍ୟବହାର ହେଉଥିବା ଶ୍ରେଷ୍ଠ ଶବ୍ଦ ମଧ୍ୟ କମ୍ ପଡ଼ିପାରେ। ଫଟୋଟି ହିଁ କିଛି ଏମିତି। ଦିଶା ମଙ୍ଗଳବାର ଇନ୍ଷ୍ଟାଗ୍ରାମ ପ୍ରୋଫାଇଲ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କୁ ଦେଖିବାକୁ ମିଳୁଛି…
ଏହି ବାଳକଙ୍କ ବେଲି ଡ୍ୟାନ୍ସ ଆଗରେ ଫେଲ୍ ମାରିଯିବେ ବଡ଼ବଡ଼ ଡ୍ୟାନ୍ସର
ପ୍ରସିଦ୍ଧ ଗାୟିକା ତଥା ବେଲି ଡ୍ୟାନ୍ସର ଶକିରାଙ୍କ ନୃତ୍ୟ ଆପଣ ନିଶ୍ଚିତ ଦେଖିଥିବେ। ମାତ୍ର ପ୍ରତିଭା କାହା ପାଖରେ କେମିତି ବି ଥାଇପାରେ। ବିହାରର କାଟିହାରରେ ମଧ୍ୟ ଏପରି କିଛି ଘଟିଛି। ଯେଉଁଠାରେ ଜଣେ ବାଳକ ଏପରି ବେଲି ଡ୍ୟାନ୍ସ କରୁଛନ୍ତି…
ସୂର୍ଯ୍ୟାସ୍ତ ପରେ ସେଓ ଖାଇବା ମନା…
ସେଓ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ତେବେ ଏହାକୁ ଦିନର କେତେକ ନିର୍ଦ୍ଦିଷ୍ଟ ସମୟରେ ଖାଇବା ଆବଶ୍ୟକ। କିଛି ଲୋକ ଦିନରେ ଖାଦ୍ୟ ଖାଇ ସାରିବାର ଅଧଘଣ୍ଟା କିମ୍ବା ଘଣ୍ଟେ ପରେ ସେଓ ଖାଇଲେ ହଜମ ପ୍ରକ୍ରିୟା ଭଲ ହୋଇଥାଏ। ସେଓରେ…
କରନ୍ତୁ ଏପରି, ଘରୁ ପଳାଇବେ ମୂଷା-ଚୁଚୁନ୍ଦ୍ରା…
କେତେକଙ୍କ ଘରେ ମୂଷା ଏବଂ ଚୁଚୁନ୍ଦ୍ରା ରହିଥାନ୍ତି। ତେବେ ସେମାନଙ୍କ ଯୋଗୁ ବିଭିନ୍ନ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ମୂଷା ଏବଂ ଚୁଚୁନ୍ଦ୍ରାଙ୍କୁ ଘରୁ ତଡ଼ିବା ପାଇଁ କେହି କେହି ବିଷର ପ୍ରୟୋଗ କରିଥାନ୍ତି। ମାତ୍ର ଏଥିରେ ମୁହଁ ମାରି…
ଜରୁରୀକାଳିନ ସର୍ଜରୀ କରାଇଲେ ଶ୍ରୁତି
ନୂଆଦିଲ୍ଲୀ,୩୦।୧୨: ବଲିଉଡ୍ ଅଭିନେତ୍ରୀ ଶ୍ରୁତି ସେଠ ମଙ୍ଗଳବାର ମେଡିକାଲରୁ ଏକ ଫଟୋ ଶେୟାର କରିଛନ୍ତି। ନିଜ ପୋଷ୍ଟରେ ଜରୁରୀକାଳିନ ଅସ୍ତ୍ରୋପଚାର କରାଇଥିବା ସୂଚନା ଦେଇଛନ୍ତି ୪୩ ବର୍ଷୀୟା ଅଭିନେତ୍ରୀ। ଆଉ ସେ କହିଛନ୍ତି ସ୍ବାସ୍ଥ୍ୟଠାରୁ ଅନ୍ୟ କିଛି ଗୁରୁତ୍ୱ ନୁହେଁ। ଜୀବନର…
ଏହି ସବୁ ସମସ୍ୟାରୁ ମୁକ୍ତି ଦିଏ ଜାଇଫଳ
ସ୍ବାସ୍ଥ୍ୟ ହିଁ ସମ୍ପଦ। ନିଜକୁ ସୁସ୍ଥ ରଖିବା ଲାଗି ମଣିଷ ସର୍ବଦା ତତ୍ପର। ତେବେ ଏପରି କିଛି ଜିନିଷ ଅଛି, ଯାହାକୁ ଖାଇବା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ସେହିପରି ଜାଇଫଳ ମଧ୍ୟ ଗୁଣକାରୀ ଏବଂ ସ୍ବାସ୍ଥ୍ୟ ଉପକାରୀ…
ବିଡିସିସି ଆକାଉଣ୍ଟ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବଲାଙ୍ଗୀର ଅଫିସ,୨୯।୧୨: ବଲାଙ୍ଗୀର ଜିଲା କେନ୍ଦ୍ର ସମବାୟ (ବିଡିସିସି) ବ୍ୟାଙ୍କ ଆକାଉଣ୍ଟ ମ୍ୟାନେଜର ସୁଧୀର କୁମାର ନନ୍ଦଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ସମ୍ବଲପୁର ଭିଜିଲାନ୍ସ ଡିଏସ୍ପି ଦାଶରଥି ସେଠୀଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ ନନ୍ଦଙ୍କ ବଲାଙ୍ଗୀର ପ୍ୟାଲେସ…
କୃଷକଙ୍କ ସହ ବୈଠକ ପୂର୍ବରୁ ଶାହାଙ୍କୁ ଭେଟିଲେ ନରେନ୍ଦ୍ର ତୋମାର, ପିୟୂଷ ଗୋୟଲ
ନୂଆଦିଲ୍ଲୀ,୨୯।୧୨: ନୂଆ କୃଷି ଆଇନକୁ ବିରୋଧ କରୁଥିବା କୃଷକ ସଂଘ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହେବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ୬ଷ୍ଠ ରାଉଣ୍ଡର ବୈଠକ । ଏହାର ଗୋଟିଏ ଦିନ ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଛନ୍ତି କେନ୍ଦ୍ର କୃଷି…
ପ୍ରଶିକ୍ଷକ ଦୀପ୍ତିରଞ୍ଜନଙ୍କୁ ୧୦ ଡାନ ରେଡ୍ ବେଲ୍ଟ
ଭୁବନେଶ୍ୱର,୨୯।୧୨(ସ୍ପୋଟର୍ସ ବ୍ୟୁରୋ): ପ୍ରଶିକ୍ଷକ ଦୀପ୍ତିରଞ୍ଜନ ମହାପାତ୍ର କୁମ୍ଫୋ କରାଟେରେ ସମ୍ମାନଜନକ ୧୦ ଡାନ ରେଡ୍ ବେଲ୍ଟ ପାଇଛନ୍ତି। ଆତ୍ମରକ୍ଷା କୌଶଳ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ଆଧାରରେ ବିଶ୍ୱ ଗ୍ରାଣ୍ଡମାଷ୍ଟର ପରିଷଦ ପକ୍ଷରୁ ବିଶ୍ୱର ୫ ଜଣ ଗ୍ରାଣ୍ଡମାଷ୍ଟରଙ୍କୁ ଏହି ଉପାଧି…
ପେନ୍ସନ୍ ଟଙ୍କା ଆତ୍ମସାତ୍ ମାମଲା: କନିଷ୍ଠ କିରାଣି ପ୍ରମୋଦ ରଥ ଗିରଫ
ବଲାଙ୍ଗୀର ଅଫିସ,୨୯।୧୨: ପେନ୍ସନ୍ ଟଙ୍କା ହଡପ୍ ମାମଲାରେ ବଲାଙ୍ଗୀର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ(ବିଇଓ) ଅଫିସର ନିଲମ୍ବିତ କନିଷ୍ଠ କିରାଣି ପ୍ରମୋଦ ରଥଙ୍କୁ ଭିଜିଲାନ୍ସ ମଙ୍ଗଳବାର ଗିରଫ କରିଛ। ଭିଜିଲାନ୍ସ ଟିମ୍ ମଙ୍ଗଳବାର ହାତୀଶାଳପଡ଼ା ସ୍ଥିତ ସରକାରୀ କ୍ୱାର୍ଟରରୁ ତାଙ୍କୁ ଗିରଫ କରିଥିଲା।…
ଭାଜପା ସରକାର ଭାଙ୍ଗିଦେବ କୃଷକ ଆନ୍ଦୋଳନ : ଅଖିଳେଶ
ଲକ୍ଷ୍ନୌ,୨୯।୧୨: ଭାଜପା ସରକାର କୃଷକଙ୍କୁ ସର୍ବଦା ଅସମ୍ମାନିତ କରିଛି। ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ହିଁ କେନ୍ଦ୍ରରୁ ଭାଜପା ସରକାର ଓପାଡ଼ି ଫୋପାଡିବ। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଏଭଳି କହିଛନ୍ତି ପୂର୍ବତନ ଉତ୍ତରପ୍ରଦେଶ(ୟୁପି) ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ଉର୍ଦ୍ଦୁ…
Archives


