ଘରୋଇ ହସ୍ପିଟାଲକୁ ମାର୍ଚ୍ଚ ସୁଦ୍ଧା ମିଳିବ କରୋନା ଟିକା: ପୁନାୱାଲା
ନୂଆଦିଲ୍ଲୀ,୪ ।୧: ସରକାର ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ(ସିଆଇଆଇ)ର କରୋନା ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାଦ୍ୱାରା କେବଳ ସ୍ୱାସ୍ଥ୍ୟକର୍ମୀ ନୁହେଁ ବରଂ ସାଧାରଣ ଜନତା ମଧ୍ୟ ଲାଭ ପାଇବେ ବୋଲି କୁହାଯାଉଛି । ସିରମ ଇନଷ୍ଟିଚ୍ୟୁଟ…
ମାଲାୟଲମ ଗୀତିକାର ଅନିଲଙ୍କ ପରଲୋକ: କରୋନାରେ ହୋଇଥିଲେ ଆକ୍ରାନ୍ତ
ଥିରୁଭାନନ୍ତପୁରମ୍,୪।୧: ଲୋକପ୍ରିୟ ମାଲାୟଲମ ଗୀତିକାର ଅନିଲ ପାନାଚୋରାନ୍ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ଗତ ଏକ ସପ୍ତାହ ଧରି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ କୋଲମ୍ ଜିଲାର ଏକ ହସ୍ପିଟାଲରେ…
ଦୁର୍ଘଟଣାର ଶିକାର ହେଲେ ଏହି ଅଭିନେତା
ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍ ବସ୍-୧୪’ର ପ୍ରତିଯୋଗୀ ରହିସାରିଥିବା ଅଭିନେତା ନିଶାନ୍ତ ସିଂହ ମଲଖାନ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେ ମୁମ୍ବାଇରୁ ଜେସଲମେର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମାତ୍ର ନିଶାନ୍ତ ସମ୍ପୂର୍ଣ୍ଣ ସୁରକ୍ଷୀତ ଅଛନ୍ତି, କିନ୍ତୁ…
ବିର୍ଜୁ କୁଲୁଙ୍କ ପତ୍ତା ମିଳୁନି
ସୁନ୍ଦରଗଡ଼,୪।୧(ଡି.ଏନ୍.ଏ.) ୨୦ ବର୍ଷ ପାକିସ୍ତାନ ଜେଲ୍ରେ ସଜା କାଟିବା ପରେ ଗତ ନଭେମ୍ବରରେ ଜନ୍ମମାଟିକୁ ଫେରିଥିବା ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ବିରଙ୍ଗାଟୋଲିର ବିର୍ଜୁ କୁଲୁ (୫୫) ଶନିବାର ରାତିରେ ନିଖୋଜ ହୋଇଯାଇଛନ୍ତି। ଏ ନେଇ ତାଙ୍କ ଭଉଣୀ ଟେଡ୍ରାସ…
ଭବିଷ୍ୟବାଣୀ କଲେ ଏହି ପ୍ରସିଦ୍ଧ କ୍ରିକେଟର୍!
ସିଡନୀ,୪।୧: ଭାରତ ଏବଂ ଅଷ୍ଟ୍ରେଲିଆର ମଧ୍ୟ ଚାଲିଥିବା ବର୍ଡର-ଗାଭାସ୍କର ସିରିଜ ମଧ୍ୟରେ ଏକ ବିବାଦ ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର କିଛି ଖେଳାଳି ମେଲବୋର୍ନର ହୋଟେଲରେ ଖାଇବାକୁ ଯାଇଥିଲେ। ସେଠାରେ ବାୟୋ ବବୁଲ ଭାଙ୍ଗିବାକୁ ନେଇ ବିବାଦ ସାମ୍ନାକୁ ଆସିଥିଲା ଏବଂ…
ଡାଇବେଟିସ୍ ରୋଗୀଙ୍କ ପାଇଁ
ଯଦି ଆପଣ ଡାଇବେଟିସ୍ ଦ୍ୱାରା ଆକ୍ରାନ୍ତ ତେବେ କେତୋଟି ବିଷୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ପଡିଥାଏ। ଖାଦ୍ୟପେୟ ବ୍ୟତୀତ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଆପଣଙ୍କ ରକ୍ତରେ ସୁଗାର ପରିମାଣ କେତେ ରହୁଛି ତାହା ପରୀକ୍ଷା କରାଇ ନେବାକୁ ଭୁଲନ୍ତୁ ନାହିଁ।…
ଆଜି ରାଜ୍ୟରୁ ୧୮୩ ପଜିଟିଭ୍ ଚିହ୍ନଟ, ଆଉ ୨ ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର,୪।୧(ବ୍ୟୁରୋ) : ସୋମବାର ରାଜ୍ୟରେ ୧୮୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୪୯୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୦୬ ଜଣ…
ଆର୍ଡି ବର୍ମନଙ୍କୁ କାହିଁକି ଡାକୁଥିଲେ ପଞ୍ଚମ ଦା’, ଏହା ପଛରେ ରୋଚକ କାହାଣୀ
ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ୭୦ ଦଶକକୁ ସୁବର୍ଣ୍ଣ ଯୁଗ ଭାବେ ବିବେଚନା କରାଯାଏ। ଏହି ଯୁଗରେ ସବୁକିଛି କମାଲ ଥିଲା। ଚଳଚ୍ଚିତ୍ର, ଅଭିନେତା ଏବଂ ଗୀତ ମଧ୍ୟ। ୭୦ ଦଶକର ଗୀତ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥାଏ।…
ଦିନକୁ ୧୧୫ ସିଙ୍ଗଡ଼ା, ୧୨ ଲିଟର କୋଲ୍ଡଡ୍ରିଙ୍କସ୍ ପିଉଥିଲେ ଏହି ବ୍ୟକ୍ତି, ଶେଷରେ ଘଟିଲା ଏମିତି …
ଆଜିର ସମୟରେ ମେଦବହୁଳତା ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇଗଲାଣି। ଅନେକ ଲୋକ ମେଦବହୁଳତା ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଲୋକ ଏହି କାରଣରୁ ପ୍ରସିଦ୍ଧ ମଧ୍ୟ ହୋଇଯାଇଛନ୍ତି। ସେହିପରି ଜଣେ ବ୍ୟକ୍ତି ହେଲେ ବ୍ରିଟେନରେ ରହୁଥିବା ୫୨ ବର୍ଷୀୟ…
ପ୍ରତି ୧୬ ଘଣ୍ଟାରେ ଜଣେ କୃଷକଙ୍କର ହେଉଛି ମୃତ୍ୟୁ: ରାକେଶ ତଇକତ
ନୂଆଦିଲ୍ଲୀ,୪ ।୧: ପ୍ରାୟ ୪୦ ଦିନ ହେବ କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ଶୀତ କାକର ସାଙ୍ଗକୁ ବର୍ଷାରେ ଭିଜି ଥିଲେ ମଧ୍ୟ ଏମାନେ ନିଜ ଜିଦ୍ର ଅଟଳ…
କୋଲେଷ୍ଟରଲ ସମସ୍ୟା ଦୂର କରେ ଉଷୁମ ପାଣି
ଆମ ଶରୀରରେ କୋଲେଷ୍ଟରଲ ପରିମାଣ ସନ୍ତୁଳିତ ରହିବା ନିହାତି ଜରୁରୀ। ଯଦି ଏଥିରେ ଅସନ୍ତୁଳନ ପରିଲକ୍ଷିତ ହୁଏ, ତେବେ ତାହା କେତେକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ। ଏହାଦ୍ୱାରା ରକ୍ତଚାପ (ବ୍ଲଡ ପ୍ରେସର) ଏପରି କି ହୃଦ୍ଘାତ ହେବାର ଆଶଙ୍କା…
ମୋଦିଙ୍କୁ ଦିଆଯାଉ ପ୍ରଥମ କରୋନା ଟିକା: କଂଗ୍ରେସ
ପାଟନା,୪।୧: ଭାରତରେ କୋଭିଶିଲ୍ଡ୍ ଏବଂ କୋଭାକ୍ସିନ୍ କରୋନା ଟିକାକୁ ସାର୍ବଜନୀକ ଭାବେ ଦିଆଯିବା ଲାଗି ମଞ୍ଜୁରୀ ମିଳିଛି। ଏହାକୁ ନେଇ କଂଗ୍ରେସ ପକ୍ଷରୁ ଭାଜପାକୁ ଘେରିବା ଆରମ୍ଭ କରାଯାଇଛି। ବିହାରର କଂଗ୍ରେସ ବିଧାୟକ ଦଳ ନେତା ଅଜିତ୍ ଶର୍ମା କହିଛନ୍ତି ଯେ,…
Archives


