Posted inଜାତୀୟ

ଶବାଗାରରେ ମହିଳାଙ୍କ ମୃତଦେହ ମୂଷା ଖାଇଗଲେ

ଆଜମଗଡ଼, ୬।୫: ଉତ୍ତରପ୍ରଦେଶର ଆଜମଗଡ଼ ଜିଲାର ଏକ ହସ୍ପିଟାଲ ଶବାଗାରରେ ଜଣେ ମହିଳାଙ୍କ ମୃତଦେହ ୪ ଦିନ ପଡ଼ିରହିବା ଫଳରେ ଏହାକୁ ମୂଷା ଓ ପିମ୍ପୁଡ଼ି ଖାଇଯାଇଛନ୍ତି। ଦୁର୍ଘଟଣାରେ ଆହତ ଅପରିଚିତ ମହିଳାଙ୍କୁ ଗତ ମାସ ୨୯ରେ ବଳରାମପୁର ମଣ୍ଡଲ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତା’ ପରଦିନ ତାଙ୍କର ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ପାଇଁ ମୃତଦେହ ଶବାଗାରକୁ ପଠାଇ ଦିଆଯିବା ସହ ପୋଲିସକୁ ସୂଚନା ଦିଆଯାଇଥିଲା। ମୃତଦେହକୁ ମୂଷା, ପିମ୍ପୁଡ଼ି ଖାଇବା ଘଟଣାରେ ପୋଲିସ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ରାଜ୍ୟରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ,୨୬ା୫ : ଦେଶର କେତେକ ରାଜ୍ୟରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ପ୍ରଥମେ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହି ଭୂକମ୍ପର...

ଦେଶର ସର୍ବୋଚ୍ଚ ପଦବୀ ମିଳିବ ବୋଲି ସ୍ବପ୍ନରେ ବି ଚିନ୍ତା କରି ନ ଥିଲି: ରାଷ୍ଟ୍ରପତି…

ଲକ୍ଷ୍ନୌ/କାନପୁର/ଦେହାତ୍‌,୨୭।୬: ଦେଶର ସର୍ବୋଚ୍ଚ ପଦବୀ ମିଳିବ ବୋଲି ସ୍ବପ୍ନରେ ମଧ୍ୟ ଚିନ୍ତା କରି ନ ଥିଲି। ରବିବାର ଉତ୍ତରପ୍ରଦେଶ କାନପୁରର ଦେହାତ୍‌ ଜିଲାର ନିଜ ଜନ୍ମସ୍ଥଳୀ...

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୨ା୫(ବ୍ୟୁରୋ): ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନରେ ପ୍ରକାଶ ପାଇଛି।  ମୋଟ୍‌ ପାସ୍‌ ହାର ୯୩.୧୨...

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଆଜ ବିକି ନିଆରା ପ୍ରତିବାଦ

ଆଗ୍ରା, ୧୦।୧୨: ବର୍ତ୍ତମାନ ମହଙ୍ଗା ବଜାରରେ ପିଆଜ ଦର ଶହେ ଟଙ୍କାରୁ ଟପିଛି। ପିଆଜର ମୂଲ୍ୟ ବୃଦ୍ଧି ହେବାରୁ ଏହାର ପ୍ରଭାବ ସିଧାସଳଖ ଗରିବ ଓ...

ଲୋକେ ମାସ୍କ୍‌ ନ ପିନ୍ଧିଲେ ପୋଲିସ ପାଇବେ ଦଣ୍ଡ…

ଲକ୍ଷ୍ନୌ,୧୪।୪: କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା...

ପ୍ରେସକ୍ରିପଶନ ଉପରେ ଶ୍ରୀହରି ଲେଖିବାକୁ ଡାକ୍ତରଙ୍କୁ ଶିବରାଜଙ୍କ ପରାମର୍ଶ…

ଭୋପାଳ,୧୫।୧୦ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଭାଜପାର ହିନ୍ଦୀକୁ ସରକାରୀ ଭାଷାରେ ସାମିଲ କରିବା ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ସେ...

ଅଯୋଧ୍ୟା ଯିବେ ମୋଦି, ରାମଲଲା ବିରାଜମାନଙ୍କ ଦର୍ଶନ ସହ ସରଜୁ ଘାଟ ଆଳତୀ-ଦିପୋତ୍ସବରେ ହେବେ ସାମିଲ

ନୂଆଦିଲ୍ଲୀ,୧୮ ।୧୦: ଉତ୍ତର ପ୍ରଦେଶ ଅଯୋଧ୍ୟାରେ ଚଳିତବର୍ଷ ବି ଦିପୋତ୍ସବକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ଅଯୋଧ୍ୟାରେ ୨୩ ଅକ୍ଟୋବରରେ ଦିପୋତ୍ସବ କାର୍ଯ୍ୟକ୍ରମ...

ୟୁସିସିକୁ ନେଇ ପ୍ରତିକ୍ରିୟା ଦେଲେ ଶଶି ଥରୁର, କହିଲେ ହିନ୍ଦୁ କୋଡ ବିଲ ଆଶିବାକୁ ବି ଲାଗିଥିଲା ୯ ବର୍ଷ

ନୂଆଦିଲ୍ଲୀ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ ସମାନ ନାଗରିକ ସଂହିତା ଉପରେ ସାରା ଦେଶରେ ଆଲୋଚନା ଜାରି ରହିଛି। ଅନୁମାନ କରାଯାଉଛି କି ଏହି...

Advertisement
Archives

Model This Week