Posted inଜାତୀୟ

ଧ୍ୟାନ ଦିଅନ୍ତୁ : କୋଓ୍ବିନ ପଠାଇବ କୋଡ୍‌

ନୂଆଦିଲ୍ଲୀ, ୭ା୫ : କୋଭିଡ୍‌-୧୯ ଟିକା ପାଇଁ ରେଜିଷ୍ଟ୍ରେଶନ ବେଳେ ହେଉଥିବା ଅସୁବିଧାକୁ କମ୍‌ କରିବାକୁ କୋଓ୍ବିନ ସିଷ୍ଟମରେ ସାମିଲ ହେବାକୁ ଯାଉଛି ନୂଆ ଫିଚର। ଶନିବାରଠାରୁ କୋଓ୍ବିନ ସିଷ୍ଟମ ୪ ଟିକିଆ ସିକୁରିଟି କୋଡ୍‌ ବ୍ୟବସ୍ଥା ଆରମ୍ଭ କରିବ। ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି।

କେତେକ ୟୁଜର ଆପଏଣ୍ଟମେଣ୍ଟ ବୁକ୍‌ କରିଥିଲେ। କିନ୍ତୁ ଟିକାକରଣ ପାଇଁ ପହଞ୍ଚି ନ ଥିଲେ ବାଛିଥିବା କେନ୍ଦ୍ରରେ। ଏହାସତ୍ତ୍ୱେ ସେମାନଙ୍କ ନିକଟରେ ପହଞ୍ଚୁଥିଲା ଟିକାକରଣ ହୋଇସାରିଥିବା ନୋଟିଫିକେଶନ। ତଦନ୍ତରୁ ଜଣାପଡ଼ିଥିଲା, ଏହା ଟିକା ନେବାକୁ ଥିବା ବ୍ୟକ୍ତିଙ୍କ ତ୍ରୁଟି, ଯାହା ତଥ୍ୟ ପ୍ରଦାନ ବେଳେ ହୋଇଥିଲା। ଏଭଳି ତ୍ରୁଟିକୁ କମ କରିବା ପାଇଁ କୋଓ୍ବିନ ସିଷ୍ଟମ ୪ ଟିକିଆ ସିକୁରିଟି ବ୍ୟବସ୍ଥା ୮ ତାରିଖରୁ ଆରମ୍ଭ କରିବାକୁ ଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ଟିକାକଟଣ ସ୍ଲଟ ପାଇଁ ଅନଲାଇନ ବୁକିଂ କରିଥିବା ନାଗରୀକଙ୍କ ପାଇଁ ଏହି ଫିଚର ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁଣ୍ଟିରେ ମୋଦିଙ୍କ ବିଧାନସଭା ନିର୍ବାଚନ ପ୍ରଚାର: ୨ ବର୍ଷ ତଳେ ଭାଜପା ସରକାର ୧୦ ହଜାର ଲୋକଙ୍କ ଉପରେ ଆଣିଥିଲେ ଦେଶଦ୍ରୋହ ଅଭିଯୋଗ

ରାଞ୍ଚି,୩।୧୨: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁଣ୍ଟିରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବିକାଶ ଲାଗି...

ଡେଲ୍‌ଟାକୁ ଟପିବ ଓମିକ୍ରନ୍‌ ସଂକ୍ରମଣ

ନୂଆଦିଲ୍ଲୀ, ୧୬।୧୨: ଆସନ୍ତାବର୍ଷ ଜାନୁୟାରୀ-ଫେବୃୟାରୀ ବେଳକୁ କୋଭିଡ୍‌-୧୯ର ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣ ଭାରତରେ ଶୀର୍ଷ ଛୁଇଁପାରେ। ସେତେବେଳକୁ ଏହା ଡେଲ୍ଟା ଭାରିଆଣ୍ଟର ସଂକ୍ରମଣକୁ ଟପିଯିବ ବୋଲି...

ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୧୫।୧୧: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ନାଁରେ ହୋଇଥିବା ମନି ଲଣ୍ଡରିଂ ମାମଲାରେ...

କ୍ଷମା ମାଗିଲେ ଜାୱେଦ

ନୂଆଦିଲ୍ଲୀ,୭ ।୧: ଶେଷରେ କ୍ଷମା ମାଗିଲେ ହେୟାର ଷ୍ଟାଇଲିଷ୍ଟ ଜାୱେଦ ହବିବ । ଏକ ଭିଡିଓ ଜାରି କରି ସେ କହିଛନ୍ତି, ପ୍ରକୃତରେ ଆମ ଶୋ’ର...

ଜଳ-ଜୀବନ-ସବୁଜିମା ସଚେତନତା: ତିଆରି ହେଲା ୧୬ ହଜାର ୪ଶହ ୪୩ କିମି ମାନବ ଶୃଙ୍ଖଳ

ପାଟନା,୧୯।୧: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାରଙ୍କ ପକ୍ଷରୁ ରବିବାର ଏକ ନିଆରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଜଳ-ଜୀବନ-ସବୁଜିମା ସମ୍ପର୍କିତ ସଚେତନତା, ମଦ୍ୟପାନ ତଥା ବାଲ୍ୟ...

ମନେ ପଡିଲେନି ମମତା

କୋଲକାତା,୧୩।୨: ପଶ୍ଚିମବଙ୍ଗର ସତ୍‌ ଲେକ୍‌ ସେକ୍ଟର-୫ ଓ ସତ୍‌ ଲେକ୍‌ ଷ୍ଟାଡିୟମ ମଧ୍ୟରେ ଉଦ୍‌ଘାଟନ ହେବାକୁ ଥିବା ମେଟ୍ରୋ କରିଡରର ଉଦ୍‌ଘାଟନ ଉତ୍ସବ ପାଇଁ ଯେଉଁ...

‘ବିଦ୍ରୋହୀ ବିଧାୟକଙ୍କୁ ଅଟକ ରଖାଯାଇପାରିବନି’

ନୂଆଦିଲ୍ଲୀ,୧୯ା୩(ପି.ଟି.): ମଧ୍ୟପ୍ରଦେଶରେ ରାଜନୈତିକ ଅଚଳାବସ୍ଥା ଲାଗି ରହିଥିବାବେଳେ ବିଦ୍ରୋହୀ ୧୬ ବିଧାୟକଙ୍କୁ ଚାମ୍ବରରେ ହାଜର ପାଇ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଇସ୍ତଫା ଦେଇଥିବା ବିଧାୟକମାନେ ବିଧାନସଭାରେ...

ବାଜା ବଜାଇ ଶିନ୍ଦେଙ୍କୁ ସ୍ବାଗତ କଲେ ସ୍ତ୍ରୀ

ମୁମ୍ବାଇ,୬।୭: ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ହେବାପରେ ଏକନାଥ ଶିନ୍ଦେ ପ୍ରଥମ ଥର ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।...

Advertisement
Archives

Model This Week