Home Left

ନକ୍‌ ଆଉଟ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ଗମ୍ଭାରୀଗୁଡ଼ା, କର୍ଲାକୋଟ ବିଜୟୀ

କୋକସରା,୬।୧: କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ମିନିଷ୍ଟାଡିୟମରେ ବୁଧବାର ମା’ ଆଦିଶକ୍ତି ନକ୍‌ଆଉଟ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ମ୍ୟାଚ ଗମ୍ଭାରୀଗୁଡ଼ା ଓ କାଶିବାହାଲ ଦଳ ମଧ୍ୟରେ ହୋଇଥିଲା। ଗମ୍ଭାରୀଗୁଡା ବ୍ୟାଟିଂ କରି ନିର୍ଦ୍ଧାରିତ…

ରାଜ୍ୟରେ ସୁସ୍ଥ ହେଲେ ୨୩୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୬।୧- ରାଜ୍ୟରେ ବୁଧବାର ୨୩୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା କରୋନା ଆକ୍ରାନ୍ତଙ୍କ ସଖ୍ୟା ୩,୨୭,୦୦୮ରେ ପହଞ୍ଚିଛି। ସୁନ୍ଦରଗଡ଼ ଜିଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୩୧ ଜଣ। ଅନୁଗୁଳରୁ ୩୦, ବଲାଙ୍ଗୀର ଓ…

ଟ୍ରାକ୍ଟର ଧକ୍କାରେ କକା, ପୁତୁରାଙ୍କ ଜୀବନ ଗଲା

ଜୁନାଗଡ଼,୬।୧:କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ସନ୍ନ୍ୟାସୀକୁଣ୍ଡାମାଲ ଛକ ନିକଟରେ ବୁଧବାର ସାରେ ଟ୍ରାକ୍ଟର ଧକ୍କାରେ କକା, ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତ କକାଙ୍କ ନାମ ଜଗବନ୍ଧୁ ଶବର(୨୮) ଓ ପୁତୁରାଙ୍କ ନାମ ଟିକେମଣି ଶବର(୨୨)। ଉଭୟଙ୍କ ଘର ଧର୍ମଗଡ଼ ବ୍ଲକ ଝାରକୁଣ୍ଡାମାଲ…

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ

ଭବାନୀପାଟଣା,୬।୧: କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଦୁଆରସୁନି ଉପସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟକର୍ମୀ ଅନିଲ କୁମାର ସେନାପତି ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭବାନୀପାଟଣା ଯମୁନାସାଗର ଗ୍ରାମର ଉପେନ୍ଦ୍ର ବେହେରାଙ୍କ ସ୍ତ୍ରୀଙ୍କୁ ଆଶାକର୍ମୀ କରାଇ ଦେବା…

ଫିଲ୍ମ ସେଟ୍‌ରେ ଫୋନ ବାଣ୍ଟିଲେ ସୋନୁ ସୁଦ

ମାନବିକତା ଓ ଉଦାରତା ପାଇଁ ଜଣାଯାଉଥିବା ଅଭିନେତା ସୋନୁ ସୁଦ ଆଚାର୍ଯ୍ୟ ଫିଲ୍ମ ଶୁଟିଂ ଆରମ୍ଭ କରିଛନ୍ତି। ଶୁଟିଂର ପ୍ରଥମ ଦିନ ସେଟ୍‌ରେ ସୋନୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ କ୍ରୁ ମେମ୍ବର। ଏହି ଅବସରରେ ୟୁନିଟ୍‌ ମେମ୍ବରଙ୍କ ମଧ୍ୟରେ ସୋନୁ ବାଣ୍ଟିଛନ୍ତି ୧୦୦…

ୱିକିଲିକ୍ସର ପ୍ରତିଷ୍ଠାତା ଆସେଞ୍ଜଙ୍କ ଜାମିନ ଖାରଜ

ଲଣ୍ଡନ,୬।୧: ଗୁପ୍ତ ସାମରିକ ଦଲିଲ ପ୍ରକାଶନ ଅଭିଯୋଗର ଜେଲରେ ଥିବା ୱିକିଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କ ଜାମିନକୁ ବ୍ରିଟେର ଏକ କୋର୍ଟ ବୁଧବାର ଖାରଜ କରିଛନ୍ତି। ବିଚାରପତି ଭେନେସା ବାରାଏସ୍‌ ଆସେଞ୍ଜଙ୍କ ଜାମିନ ନାମଞ୍ଜୁର କରିବା ସହ କାରାଗାରରେ ରହିବାକୁ ନିର୍ଦ୍ଦେଶ…

ବଦାଉନ ଗଣମଳାତ୍କାର, ହତ୍ୟା ମାମଲା : ୨ ଗିରଫ

ଲକ୍ଷ୍ନୌ,୬।୧- ଉତ୍ତର ପ୍ରଦେଶର ବଦାଉନ ଜିଲାରେ ଘଟିଥିବା ଗଣାବଳାତ୍କାର ଓ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଅନ୍ୟ ଜଣେ ଅପରାଧିକୁ ଧରିବା ପାଇଁ ବଦାଉନ ସିନିୟର ଏସ୍‌ପି ସଙ୍କଳ୍ପ ଶର୍ମା ୨୫ ହଜାର ଟଙ୍କାର ପୁରସ୍କାର ରାଶି…

ହାଇଦ୍ରାବାଦ୍‌: ଅପହରଣ ମାମଲାରେ ପୂର୍ବତନ ମନ୍ତ୍ରୀଙ୍କୁ ପଚରାଉଚୁରା

ହାଇଦ୍ରାବାଦ୍‌,୬।୧- ପୂର୍ବତନ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରବୀଣ ରାଓ ଓ ତାଙ୍କ ଦୁଇ ଭାଇଙ୍କୁ ଅପହରଣ ପରେ ଉଦ୍ଧାର କରିଛି ହାଇଦ୍ରାବାଦ୍‌ ପୋଲିସ। ଏହାର ଘଣ୍ଟାକ ପରେ ପୋଲିସ ଟିଡିପି (ତେଲୁଗୁ ଦେଶମ ପାର୍ଟି) ନେତା ତଥା ପୂର୍ବତନ ମନ୍ତ୍ରୀ ଭୁମା ଅଖିଲା…

ଦେଶରେ ନୂଆ କୋଭିଡ୍‌ ଷ୍ଟ୍ରେନର ମାମଲା ୭୩କୁ ବୃଦ୍ଧି

ନୂଆଦିଲ୍ଲୀ,୬।୧: ଦେଶରେ ୨୪ ଘଣ୍ଟା ମଧ୍ୟରେ କୋଭିଡ୍‌-୧୯ ନୂତନ ଷ୍ଟ୍ରେନର ୨ଟି ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ବୁଧବାର ନୂତନ ଷ୍ଟ୍ରେନ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭୩ରେ ପହଞ୍ଚିବା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୭୩ଟି ମାମଲା…

ପୁରୁଷ ଟେଷ୍ଟ ପରିଚାଳନା କରିବେ ପ୍ରଥମ ମହିଳା ଅଫିସିଆଲ କ୍ଲେର ପୋଲୋସାକ

ସିଡ୍‌ନୀ,୬।୧- ଅଷ୍ଟ୍ରେଲିଆର କ୍ଲେର ପୋଲୋସାକ ପ୍ରଥମ ମହିଳା ମ୍ୟାଚ୍‌ ଅଫିସିଆଲ ଭାବେ ପୁରୁଷଙ୍କ ଟେଷ୍ଟ ମ୍ୟାଚ୍‌ ପରିଚାଳନା କରିବାକୁ ଯାଉଛନ୍ତି। ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ଆରମ୍ଭ ହେବାକୁ ଯାଉଛି ତୃତୀୟ ଟେଷ୍ଟ। ଏହି ମ୍ୟାଚ୍‌ରେ ଚତୁର୍ଥ ଅମ୍ପାୟର…

ବିଷାକ୍ତ ଗ୍ୟାସ୍‌ ଲିକ୍‌ ଘଟଣା: ୨ ଡିଜିଏମ୍‌ ଅଧିକାରୀ ନିଲମ୍ବିତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ରାଉରକେଲା/ ସୁନ୍ଦରଗଡ଼, ୬।୧: ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)ରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ କାରଖାନାର ୨ ଡିଜିଏମ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ଯୋଗୁ ଅଧିକାରୀ…

୬୩ ବର୍ଷରେ ଝାରସୁଗୁଡ଼ା-ପୁରୀ ପଦଯାତ୍ରା: ସୁସ୍ଥ ସମାଜ ଗଠନ ଉଦ୍ଦେଶ୍ୟ

ଲଖନପୁର,୬।୧(ଡି.ଏନ.ଏ.): ନିଶା ମୁକ୍ତ ସୁସ୍ଥ ସମାଜ ଗଠନ ନେଇ ଆଗେଇ ଆସିଛନ୍ତି ୬୩ ବର୍ଷୀୟ ଅବସରପ୍ରାପ୍ତ ବିଦ୍ୟୁତ୍‌ କର୍ମଚାରୀ ଅଭିରାମ ସତପଥୀ। ଅଭିରାମଙ୍କ ଘର ଝାରସୁଗୁଡ଼ା ଜିଲା ଦୁର୍ଲଗା ଗ୍ରାମରେ। ଅବସର ପରେ ସେ ଅସୁସ୍ଥ ହୋଇପଡିଥିଲେ। ଏନେଇ ସେ ଡାକ୍ତରଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri