ମାର୍ଚ୍ଚ ପହିଲାରୁ ସ୍ପେକ୍ଟ୍ରମ ନିଲାମ
ନୂଆଦିଲ୍ଲୀ: ମାର୍ଚ୍ଚ ପହିଲାରୁ ସ୍ପେକ୍ଟ୍ରମ ନିଲାମ ଆରମ୍ଭ ହେବ। ୩.୯୨ ଲକ୍ଷ କୋଟି ଟଙ୍କାର ରେଡିଓ ଓ୍ବେଭକୁ ଏଥର ନିଲାମ କରାଯିବ ବୋଲି ଜଣାପଡିଛି। ଟେଲିକମ ବିଭାଗ ବୁଧବାର ଏ ନେଇ ବିଧିବଦ୍ଧ ନୋଟିସ ଜାରି କରିଛି। ରେଡିଓ ଓ୍ବେଭର ମୂଳ…
ଓଡ଼ିଶା ଟି୨୦ କ୍ରିକେଟ ଲିଗ୍: ପୁମାସ ୫ ଉଇକେଟରେ ବିଜୟୀ
ଭୁବନେଶ୍ୱର, ୭।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍ଜିଏମ୍ ଟି୨୦ କ୍ରିକେଟ ଲିଗ୍ର ବୁଧବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ପୁମାସ ୫ ଉଇକେଟରେ ଜାଗୁଆର୍ସକୁ ପରାସ୍ତ କରିଛି। ଜାଗୁଆର୍ସ ୨୦ ଓଭରରେ…
କରନଙ୍କୁ ବିବାହ କରିବା ପୂର୍ବରୁ ଜନ୍ ଆବ୍ରାହମ୍ଙ୍କ ସହିତ ୯ ବର୍ଷ ଲିଭ୍ଇନ୍ରେ ଥିଲେ ବିପାଶା…
ମୁମ୍ବାଇ,୭।୧: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ବିପାଶା ବସୁଙ୍କୁ ଗୁରୁବାର ୪୧ ବର୍ଷ ପୂରିଛି। ସେ ୪୨ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୭୯ ଜାନୁୟାରୀ ୭ରେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ବହୁ ଫିଲ୍ମରେ ସେ ନିଜର ଅଭିନୟ ଦକ୍ଷତା ପ୍ରତିପାଦିତ କରି…
ଅର୍ଥନୀତିଜ୍ଞଙ୍କ ସହ ମୋଦିଙ୍କ ଆଲୋଚନା ୮ରେ
ନୂଆଦିଲ୍ଲୀ: ଦେଶର ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆଲୋଚନା କରିବେ। କୋଭିଡ୍-୧୯ ଯୋଗୁ ଘରୋଇ ବଜାର ପ୍ରଭାବିତ ହୋଇଛି। ବଜାରର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ବିଭିନ୍ନ କ୍ଷେତ୍ର ବିଶେଷଜ୍ଞଙ୍କ ସହ ମୋଦି ଏଭଳି ଆଲୋଚନାରେ…
ନିତ୍ୟ ଖାଆନ୍ତୁ ଏହି ଫଳ, ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମିଳିବ ମୁକ୍ତି
କଥାରେ ଅଛି ‘ଆନ୍ ଆପଲ ଏ ଡେ କିପ୍ସ ଦ ଡକ୍ଟର ଆଓ୍ବେ’। ଏହାର ଅର୍ଥ ଯଦି ଜଣେ ପ୍ରତ୍ୟହ ଗୋଟିଏ ସେଓ ଖାଏ ତେବେ ତାକୁ ଜୀବନରେ ଡାକ୍ତରଙ୍କ ଆବଶ୍ୟକତା ପଡ଼େ ନାହିଁ। ବିଶେଷକରି ଏହାକୁ ସକାଳେ ଖାଇବା ଭଲ।…
ହାତରୁ ଚିହ୍ନନ୍ତୁ ଲୋକଙ୍କୁ , ଜାଣନ୍ତୁ କିଏ କିପରି…
ହସ୍ତରେଖା ଶାସ୍ତ୍ର ଅନୁଯାୟୀ, ରେଖା ଗଠନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ରେଖାର ଗଠନ, ଲମ୍ବ ଏବଂ ଘନତାକୁ ଦେଖି ଅନେକ ଜିନିଷ ଆକଳନ କରାଯାଇପାରେ। ଆସନ୍ତୁ ଜାଣିବା କିପରି ରେଖା ଭାଗ୍ୟ ସହିତ ଜଡ଼ିତ । > ଯଦି…
ରିଲ୍ ଲାଇଫ୍ରେ ସଫଳ ଥିବା ରୀନା ରାୟ ରିୟଲ ଲାଇଫ୍ରେ ରହିଥିଲେ ଅସଫଳ…
ମୁମ୍ବାଇ,୭।୧: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ରୀନା ରାୟଙ୍କୁ ଗୁରୁବାର ୬୩ ବର୍ଷ ପୂରିଛି। ସେ ୬୪ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୫୭ ଜାନୁୟାରୀ ୭ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍ରେ ସେ ଅନେକ ଫିଲ୍ମରେ ନିଜ ଅଭିନୟ ଦକ୍ଷତା ଦେଖାଇଛନ୍ତି।…
ଏହି ସମୟରେ କୋଲ୍ଡଡ୍ରିଙ୍କସ୍ ପିଇବା ମନା…
ଗର୍ଭାବସ୍ଥାରେ ମହିଳାମାନେ ଉତ୍ତମ ଖାଦ୍ୟପେୟ ସହିତ ସ୍ବାସ୍ଥ୍ୟର ସଠିକ୍ ଯତ୍ନ ନେବା ଆବଶ୍ୟକତା ପଡ଼ିଥାଏ। ଏହି ସମୟରେ ସାମାନ୍ୟ ଏକ ତ୍ରୁଟି ମା’ ଓ ଛୁଆ ଉଭୟଙ୍କୁ କ୍ଷତି ପହଞ୍ଚାଇଥାଏ । ରକ୍ତ ଶର୍କରା, ବ୍ଲଡ୍ ପ୍ରେସର ଓ ଶରୀରର ଓଜନ…
ଇଣ୍ଡିଆନ ସୁପର ଲିଗ୍: ଇଷ୍ଟ ବେଙ୍ଗଲ- ଗୋଆ ମ୍ୟାଚ୍ ଡ୍ର
ଭାସ୍କୋ, ୭।୧: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ବୁଧବାର ଇଷ୍ଟ ବେଙ୍ଗଲ ଓ ଗୋଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ରହିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମୁକାବିଲାର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଇଷ୍ଟ…
ଖୋଲିଲା ନୀଳଗିରି ଜଗନ୍ନାଥ ମନ୍ଦିର, ପଞ୍ଚଲିଙ୍ଗେଶ୍ୱର ପୀଠ
ସଜନାଗଡ଼,୬।୧: ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ୯ ମାସର ବ୍ୟବଧାନ ପରେ ବୁଧବାର ବାଲେଶ୍ୱର ଜିଲା ନୀଳଗିରିର ତୃତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଏବଂ ଉତ୍ତର ଉଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ପୀଠ ଖୋଲିଛି।…
ବଳାତ୍କାର ଉଦ୍ୟମବେଳେ ହତ୍ୟା କଲେ ଯୁବତି
ଚେନ୍ନାଇ,୬।୧- ତାମିଲନାଡୁର ତିରୁଭାଲୁର ଜିଲାର ଶୋଲାଭରମ ଥାନା ଅଞ୍ଚଳରେ ଜଣେ ଯୁବତି ଆତ୍ମରକ୍ଷା ପାଇଁ ୨୬ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି। ତିରୁଭାଲୁରରେ ବାସ କରୁଥିବା ୧୯ ବର୍ଷୀୟା ଯୁବତି ଶୋଲାଭରମସ୍ଥିତ ମାଉସୀଙ୍କ ଘରକୁ ଆସିଥିଲେ। ସନ୍ଧ୍ୟା ସମୟରେ…
ଆମପାଣି ଘାଟିରେ ବୁଲୁଛି କଳରାପତରିିଆ ବାଘ: ଜଙ୍ଗଲ ଭିତରକୁ ନ ଯିବାକୁ ବନ ବିଭାଗର ପରାମର୍ଶ
କୋକସରା,୬।୧: କଳାହାଣ୍ଡି ଜିଲା ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ସୋମବାର ରାତିରେ ଏକ କଳରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା। ସିଉନୀ ଗାଁର ଆଲୋକ ପାଣିଗ୍ରାହୀ ଓ ତାଙ୍କ ସାଙ୍ଗମାନେ ରାତିରେ ଜୟପୁରରୁ ଗାଁକୁ ଫେରୁଥିଲେ। ସେତିକିବେଳେ ବାଘଟି ଘାଟି ରାସ୍ତାରେ…
Archives


