ଟିକା ପାଇଁ ଉତ୍ତେଜନା
ବାଳକାଟୀ,୧୧।୫(ଡି.ଏନ୍.ଏ.): ରାଜ୍ୟର ସବୁ ଟିକା କେନ୍ଦ୍ରରେ ଲୋକେ ଟିକା ନେବା ପାଇଁ ଅସମ୍ଭାଳ ଭିଡ଼ ହେଉଛି। ଟିକା ନେବା ପାଇଁ ରାତି ୩ଟାରୁ ଲୋକେ ଆସି ଲାଇନ୍ ଲଗାଉଛନ୍ତି। ଫଳରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହୁ ନ ଥିବାବେଳେ ପରିସ୍ଥିତି…
ଟଳିପଡିଲେ ୩ ଆତଙ୍କବାଦୀ
ଶ୍ରୀନଗର,୧୧।୫: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏଥିରେ ୩ଜଣ ଲଶ୍କର-ଏ-ତୋଇବାର ଆତଙ୍କବାଦୀଙ୍କୁ ନିହତ ହୋଇଛନ୍ତି। ଜିଲାର କୋକର୍ନାଗ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବିଷୟରେ ସୂଚନା ମିଳିଥିଲା। ଏହାକୁ ଭିତ୍ତି କରି ସୁରକ୍ଷା ବାହିନୀର…
ପପୁ ଯାଦବ ଗିରଫ
ପାଟନା,୧୧।୫: ଜନ ଅଧିକାର ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ ଏମ୍ପି ପପୁ ଯାଦବଙ୍କୁ ପାଟଣାର ଗାନ୍ଧୀ ମଇଦାନରୁ ଗିରଫ କରାଯାଇଛି। ପପୁ ଯାଦବ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ପୋଲିସ ମୋତେ ଗାନ୍ଧୀ…
ଫ୍ରିଜର ଟ୍ରକ୍ରେ ବର୍ଷେ ହେଲା ପଡ଼ି ରହିଛି ୭୫୦ କରୋନା ଆକ୍ରାନ୍ତଙ୍କ ମୃତଦେହ…
ନ୍ୟୁୟର୍କ,୧୧।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଥିବା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ବର୍ଷେ ହେଲା କରାଯାଇ ପାରି ନାହିଁ। ଏଭଳି ଅଭାବନୀୟ ଘଟଣା ଆମେରିକାର ନ୍ୟୁୟର୍କରେ ଘଟିଛି। ଏଠାରେ ଫ୍ରିଜର ଟ୍ରକ୍ରେ ଗତ ଏକ ବର୍ଷ ଧରି ୭୫୦ କରୋନା…
୨ ବର୍ଷ ପର୍ଯ୍ୟନ୍ତ ଘର ଭିତରେ କାନ୍ଦୁଥିଲେ ଏହି କ୍ରିକେଟର: ଏବେ ଦେଖାଇଲେ ଜଲଓ୍ବା
ହରାରେ,୧୧।୭: ପାକିସ୍ତାନ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ହରାରେ ଟେଷ୍ଟରେ ପାକିସ୍ତାନ ଜିମ୍ବାୱେକୁ ଇନିଂସ ଏବଂ ୧୪୭ରନରେ ପରାସ୍ତ କରି ଏହି ସିରିଜକୁ ନିଜ ନାମରେ ନାମିତ କରିଛି। ଦ୍ୱିତୀୟ ଟେଷ୍ଟରେ ପାକିସ୍ତାନ ପ୍ରଥମ ଇନିଂସରେ ୫୧୦ ରନ ସଂଗ୍ରହ କରିଥିଲା…
୨ ଗାଁରେ କରୋନା ତାଣ୍ଡବ: ୨୦ ଦିନରେ ୬୪ ଜଣଙ୍କ ମୃତ୍ୟୁ…
ଆଗ୍ରା,୧୧।୫: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଆଗ୍ରାର ୨ଟି ଗାଁରେ କରୋନା ତାଣ୍ଡବ ରଚିଛି। ଗତ ୨୦ ଦିନ ମଧ୍ୟରେ ଏତ୍ମାଦ୍ପୁର ଏବଂ କୁରଗଓ୍ବାଁ ଗାଁରେ ୬୪ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ଘଟିଛିି। ମୃତକମାନଙ୍କୁ…
ଆଖିବୁଜିଲେ ପୁଣି ଜଣେ କରୋନା ଯୋଦ୍ଧା
ଝାରସୁଗୁଡା ଅଫିସ, ୧୧।୫: ଝାରସୁଗୁଡା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଥିମଧ୍ୟରେ ଆକ୍ରାନ୍ତମାନେ ମଧ୍ୟ ପ୍ରତିଦିନ ପ୍ରାଣ ହରାଉଛନ୍ତି । ଫଳରେ ଜିଲାରେ କରୋନା ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଏଭଳି ସ୍ଥିତିରେ…
ପୁଣି କରୋନା ନେଲା ୧୮ ଜୀବନ
ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନାରେ ୧୮ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୧୫ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୮ ମୃତକଙ୍କ ମଧ୍ୟରୁ ଅନୁଗୋଳରେ ସର୍ବାଧିକ…
୧୦ ହଜାର ତଳକୁ ଖସିଲା କରୋନା ଗ୍ରାଫ୍: ରାଜ୍ୟରେ ଆଜି ୯,୭୯୩ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ମଙ୍ଗଳବାର ରାଜ୍ୟରେ ୯,୭୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୫୫୩୪ ଜଣ କ୍ୱାରାଣ୍ଟାଇନ୍ରେ ଥିଲେ। ବାକି ୪୨୫୯ଟି ହେଉଛି ଲୋକାଲ କେସ। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ…
୧୪ ଯାଏ ଝଡ଼ବର୍ଷା ଆଶଙ୍କା
ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେବ ଝଡବର୍ଷା ଲାଗି ରହିବା ଫଳରେ ଗ୍ରୀଷ୍ମର ପ୍ରକୋପରୁ ରାଜ୍ୟବାସୀଙ୍କୁ ତ୍ରାହି ମିଳିଛି। ପାରଦ ୪୦ ଡିଗ୍ରୀ ତଳେ ରହିଛି। ରବିବାର ମଧ୍ୟରାତ୍ରିରେ ଉପକୂଳ ଓଡିଶାର ଅନେକ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଛି।…
ଆସ୍ଥା ଭୋଟ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ
କାଠମାଣ୍ଡୁ, ୧୧।୫(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ସୋମବାର ପ୍ରତିନିଧି ସଭାରେ ଆସ୍ଥାଭୋଟ ହାରିଯାଇଛନ୍ତି। ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ଙ୍କ ନେତୃତ୍ୱାଧୀନ ସିଏନ୍ପି (ମାଓଇଷ୍ଟ ସେଣ୍ଟର) ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ଏହା ସଂଖ୍ୟାଲଘୁରେ ପରିଣତ ହୋଇଥିଲା। ଆସ୍ଥା ଭୋଟ…
ଯୌନ ଅପରାଧୀଙ୍କ ସହ ଗେଟ୍ସଙ୍କ ଲିଙ୍କ୍
ଓ୍ବାଶିଂଟନ୍, ୧୧ା୫: ବିବାହର ୨୭ ବର୍ଷ ପରେ ବିଶ୍ୱର ଚତୁର୍ଥ ଧନୀ ତଥା ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଓ ମେଲିଣ୍ଡା ଗେଟ୍ସ ପରସ୍ପରକୁ ଛାଡ଼ପତ୍ର ଦେବା ପାଇଁ ଘୋଷଣା କରିବା ପଛର କାରଣ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ ପାଇଛି। ବିଲ୍…

