ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଗ୍ୟାସ୍ ଲିକ୍: ଆଉ ଜଣେ ଅଧିକାରୀ ନିଲମ୍ବିତ
ରାଉରକେଲା ଅଫିସ, ୭।୧: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆର୍ଏସ୍ପି) ଗ୍ୟାସ୍ ଦୁର୍ଘଟଣା ନେଇ ଗୁରୁବାର ଆଉ ଜଣେ ଆର୍ଏସ୍ପି ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସେ ହେଉଛନ୍ତି କାରଖାନା ସୁରକ୍ଷା ବିଭାଗ ଅଧିକାରୀ ସ୍ମୃତିରଞ୍ଜନ ସାହୁ। ବୁଧବାର ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା…
କପିଲ ଶର୍ମାଙ୍କ ବୟାନ ରେକର୍ଡ କଲା ସିଆଇୟୁ
ମୁମ୍ବାଇ,୭।୧- ମୁମ୍ବାଇର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍ (ସିଆଇୟୁ) ଗୁରୁବାର ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ଡକାଇଥିଲା। ମୁମ୍ବାଇ ପୋଲିସ ଦ୍ୱାରା ଜବତ ହୋଇଥିବା ନକଲି ରେଜିଷ୍ଟ୍ରେଶନ କାର ସମ୍ପର୍କରେ ‘ଦ କପିଲ ଶର୍ମା ଶୋ’ ହୋଷ୍ଟଙ୍କୁ ଡକିଥିଲା ସିଆଇୟୁ। କପିଲ…
ମଣ୍ଡପରୁ ଖସି ପଳାଇଲା ବର, କନ୍ୟାଙ୍କ ହାତ ଧରିଲେ ଅତିଥି
ବାଙ୍ଗାଲୁରୁ,୭।୧- କର୍ନାଟକର ଚିକାମାଗାଲୁରୁ ଜିଲାରେ ଆୟୋଜିତ ଏକ ବିବାହ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ଦେଖିବାକୁ ପାଇଛନ୍ତି ବଲିଉଡ୍ର ପୁରୁଣା ଫିଲ୍ମ ଭଳି ଦୃଶ୍ୟ। ମଣ୍ଡପରେ କନ୍ୟାକୁ ଛାଡ଼ି ପଳାଇଲା ବର। କନ୍ୟା ଓ ତା’ ପରିବାରର ସମ୍ମାନ ବଞ୍ଚାଇବା ଲାଗି ଅତିଥିଙ୍କ…
କେଦାର ଯାଦବଙ୍କୁ ଛାଡ଼ିବ ସିଏସ୍କେ
ଚେନ୍ନାଇ,୭।୧- ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ରୁ ବିଦା ହେବାକୁ ଯାଉଛନ୍ତି ଅଲରାଉଣ୍ଡର କେଦାର ଯାଦବ। ୨୦୨୧ ଆଇପିଏଲ ଲାଗି ହେବାକୁ ଥିବା ମିନି ଅକଶନ (ଖେଳାଳିଙ୍କ ନିଲାମ ପ୍ରକ୍ରିୟା) ପୂର୍ବରୁ କେଦାରଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛି ସିଏସ୍କେ। ଏ…
ରାଜ୍ୟରେ ୨୮୨ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର,୭।୧- ରାଜ୍ୟରେ ଗୁରୁବାର ୨୮୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୨୯୦ରେ ପହଞ୍ଚିଛି। ବଲାଙ୍ଗୀର ଜିଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୪୦ ଜଣ। ସୁନ୍ଦରଗଡ଼ରୁ ୩୪, ମୟୁରଭଞ୍ଜରୁ ୨୬,…
ସିଦ୍ଧମଠ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ୍ ପଥର ଜବତ
ଯୋଡ଼ା,୭।୧: କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ୍ ଅନ୍ତର୍ଗତ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ ପଥର ବନବିଭାଗ ଜବତ କରିଛି। ଜବତ ହୋଇଥିବା ସ୍ଥାନଟି ଏକ ଖଣି କମ୍ପାନୀର ଲିଜ୍ ଅଞ୍ଚଳ ବୋଲି ଜଣାପଡିଛି। ମାଙ୍ଗାନିଜ ପଥର ଚୋରା ଚାଲାଣ…
ମାସୁଦ ଆଝାରଙ୍କ ନା’ରେ ଗିରଫ ଓ୍ବାରେଣ୍ଟ ଜାରି
ଲାହୋର,୭।୧: ଜୟଶ-ଇ-ମହମ୍ମଦ (ଜେଇଏମ୍) ମୁଖ୍ୟ ମାସୁଦ ଆଝାରଙ୍କୁ ଗିରଫ କରିବା ପାଇଁ ଗୁରୁବାର ଓ୍ବାରେଣ୍ଟ ଜାରି କରିଛନ୍ତି ପାକିସ୍ତାନର ଆଣ୍ଟି ଟେରରଜିମ୍ କୋର୍ଟ। ଆତଙ୍କବାଦୀ କାର୍ଯ୍ୟକଳାପକୁ ଆର୍ଥିକ ସହାୟତା ଯୋଗାଇବା ମାମଲାର ଶୁଣାଣି କରି ଆଣ୍ଟି ଟେରରିଜମ କୋର୍ଟ (ଏଟିସି)ର ବିଚାରପତି…
ଘର ଭାଙ୍ଗି ଫସଲ ନଷ୍ଟ କଲେ ହାତୀ
ତେଲକୋଇ,୭।୧: କେନ୍ଦୁଝର ଜିଲା ହାଲପୋଡି ଗ୍ରାମରେ ଏକ ଦନ୍ତା ହାତୀ ଘର ଭାଙ୍ଗି ଫସଲ ନଷ୍ଟ କରିଛି। ଦନ୍ତାଟି ବୁଧବାର ରାତିରେ ହାଲପୋଡି ଗ୍ରାମରେ ପଶି ପ୍ରଥମେ ଗୀତା ନାଏକଙ୍କ ଘର ଭାଙ୍ଗି ଧାନ, ଚାଉଳ ଖାଇ ଦେଇଥିଲା। ଅନ୍ୟପକ୍ଷରେ ଗୀତା…
ଦମ୍ପତିଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ, ସ୍ବାମୀ ଗୁରୁତର
ଚିତ୍ରଡ଼ା,୭ା୧: ମୟୂରଭଞ୍ଜ ଜିଲା ବାରିପଦା-ଚିତ୍ରଡ଼ା ରାସ୍ତାର ଗୁଞ୍ଜୁସାହି ଛକ ନିକଟରେ ଗୁରୁବାର ୪ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଦମ୍ପତିଙ୍କଠାରୁ ସୁନା ଗହଣା ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ବାମୀ ଦୀନକୃଷ୍ଣ ମାହାନା ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ବାରିପଦା ନିକଟ ଭାରବାଡ଼ି…
ଡ୍ରଗ୍ ଲାଇସେନ୍ସ ପାଇଁ ଲାଞ୍ଚ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଜଣାଇଲେ ଜିଲାପାଳ
ଛତ୍ରପୁର,୭।୧(ଡି.ଏନ୍.ଏ.)- ଡ୍ରଗ ଲାଇସେନ୍ସ କରାଇ ଦେବାକୁ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ବନମାଳୀ ଶତପଥୀ ୨ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଗତ ସପ୍ତାହରେ ଜିଲାପାଳଙ୍କ କୋର୍ଟରେ ଉକ୍ତ ମାମଲାର ଶୁଣାଣି ହୋଇସାରିଛି । ଆସିଷ୍ଟାଣ୍ଟ…
ଗୋଟିଏ ବେଦିରେ ଦୁଇ କନ୍ୟାଙ୍କୁ ବିବାହ କଲା ବର, ଖୁସିରେ ଅଛନ୍ତି ଉଭୟ ପତ୍ନୀ
ବିଳାଶପୁର,୭।୧- ପ୍ରେମରେ ପଡ଼ି ବିବାହ କରିବା କିଛି ନୂଆ କଥା ନୁହେଁ। କିନ୍ତୁ ଦୁଇ ଜଣଙ୍କୁ ପ୍ରେମ ଓ ଗୋଟିଏ ବେଦିରେ ଏକାଥରେ ବିବାହ କରିବା ନିଶ୍ଚିତ ଅବିଶ୍ୱସନୀୟ। ଏଭଳି ଏକ ଘଟଣାର ଭିଡିଓ ଗତ ବୁଧବାର ସୋସିଆଲ ମିଡିଆରେ ଭାଇରାଲ…
ଚାଷୀଙ୍କଠୁ ଲୁଟି ନେଲେ ୧.୨୫ ଲକ୍ଷ ଟଙ୍କା
ଅତାବିରା,୭।୧: ବରଗଡ଼ ଜିଲା ଅତାବିରା ଥାନା ଗୋଡଭଗା ଫାଣ୍ଡି ଅଧୀନ ଗୋଡଭଗାରେ ଜଣେ ଚାଷୀଙ୍କଠାରୁ ଗୁରୁବାର ଦିନ ଦ୍ୱିପ୍ରହରରେ ୧ଲକ୍ଷ ୨୫ ହଜାର ଟଙ୍କା ଲୁଟ୍ ହୋଇଛି। ଖବର ପାଇ ଗୋଡଭଗା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଥିଲେ ମଧ୍ୟ…
Archives


