ପିଆଜ ବଢ଼ାଏ ସୌନ୍ଦର୍ଯ୍ୟ: ଜାଣନ୍ତୁ କିପରି କରିବେ ବ୍ୟବହାର

ପିଆଜର ଅନେକ ଉପକାରୀ ଗୁଣ ରହିଛି। ଅଧିକାଂଶ ମାସକୁ ଥରେ ପାର୍ଲର ଯାଉଥିବା ବେଳେ ଅନେକ ବିୟ୍ୟୁଟି ଟିପ୍ସର ବ୍ୟବହାର କରିଥାନ୍ତି। ଯାହା ଅନେକାଂଶ ସମୟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥାଏ। ମାତ୍ର ପିଆଜର ବ୍ୟବହାରରେ ତ୍ୱଚା ଉଜ୍ଜ୍ୱଳ ହେବା ସହ ସେପରି କିଛି ସମସ୍ୟା ଦେଖାଯାଇ ନ ଥାଏ। ଏଥିରେ ଭିଟାମିନ , ଆଣ୍ଟି – ଅକ୍ସିଡାଣ୍ଟ, ଆଣ୍ଟି ବ୍ୟାକ୍ଟରିଆଲ, ଆଣ୍ଟି ସେଫ୍ଟି, ଆଣ୍ଟି ଇମ୍ଫ୍ଲେମେଟାରୀ ଗୁଣ ରହିଛି, ଯାହା ତ୍ୱଚା ସମସ୍ୟାକୁ ଦୂର କରିଥାଏ।

ଏପରି କରିବେ ବ୍ୟବହାର:

ପିଆଜରୁ ରସ ବାହାର କରି ଚେହେରାରେ ଲଗାଇ ହାଲ୍କା ଭାବରେ ମାଲିସ କରନ୍ତୁ। ପରେ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ପରେ ଥଣ୍ଡାପାଣିରେ ମୁହଁ ଧୋଇ ଦିଅନ୍ତୁ । ଏପରି କିଛି ଦିନ କରିବା ପରେ ଆପଣ ସଫା ଦେଖାଯିବା ସହ ମୁହଁ ଉଜ୍ଜ୍ୱଳ ଦିଶିଥାଏ।

ବ୍ରଣ ସମସ୍ୟା ଥିଲେ ପିଆଜ ରସରେ କିଛି ଅଲିଭ ଅଏଲ ମିଶାଇ ଲଗାନ୍ତୁ। ଦେଖିବେ କିଛିଦିନ ପରେ ଏହି ସମସ୍ୟା ଦୂର ହୋଇଯିବ।

ତିଳ ଚିହ୍ନ ବା କଳାଯାଇ ମୁହଁରେ ହେଲେ ମୁହଁ ସୁନ୍ଦର ଲାଗୁଥିବା ବେଳେ ଅଧିକ ମାତ୍ରାରେ କଳାଯାଇ ଚିନ୍ତାର କାରଣ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ପିଆଜ ପେଷ୍ଟକୁ ତୁଳସୀ ପତ୍ର ସାହାଯ୍ୟରେ ମୁହଁରେ ଲଗାନ୍ତୁ। କିଛି ସମୟ ରଖି ଧୋଇ ଦିଅନ୍ତୁ ଦେଖିବେ ଏହି ସମସ୍ୟା ଦୂର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

କେଶଝଡ଼ା କମାଇବ ଯୋଗ

କେଶ ଝଡ଼ିବା ବର୍ତ୍ତମାନ ଅନେକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଯାଇଛି। ଅସନ୍ତୁଳିତ ଖାଦ୍ୟାଭ୍ୟାସ, କେଶରେ ବ୍ୟବହାର ହେଉଥିବା ବିଭିନ୍ନ ରାସାୟନିକଯୁକ୍ତ ଶ୍ୟାମ୍ପୁ, କଣ୍ଡିଶନର୍‌, ରଙ୍ଗ...

ବର୍ଷାରେ ଗାଡ଼ି ଚଲାଉଥିଲେ …

ବର୍ଷାଦିନେ ଯେକୌଣସି ସମୟରେ, କେବେକେବେ ଦିନ ରାତି ଲଗାଣ ବର୍ଷା ହୋଇଥାଏ। ଏମିତିରେ ପାଠପଢ଼ା ଅବା ଚାକିରି ପାଇଁ ପ୍ରତିଦିନ ବାହାରକୁ ଯାଉଥିବା ଯୁବପିଢ଼ିଙ୍କୁ ବର୍ଷାରେ...

ପ୍ରଫେସର ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ ଥିଲେ ଜଣେ କର୍ତ୍ତବ୍ୟନିଷ୍ଠ ବୈଜ୍ଞାନିକ

ବୈଜ୍ଞାନିକମାନେ ସାଧାରଣତଃ ଉଦାର ମନୋଭାବ ସମ୍ପନ୍ନ ହୋଇଥାନ୍ତି, କିନ୍ତୁ ସେମାନଙ୍କ ସାମାଜିକ ସମ୍ପର୍କ ଥାଏ ସୀମିତ। କାରଣ ସେମାନେ ବିଜ୍ଞାନାଗାରର ଚାରିକାନ୍ଥ ମଧ୍ୟରେ ଗବେଷଣାରତ ରହିବାକୁ...

ସହଜରେ ମନେରହିବ

ପାଠ ମନେରହୁନି ବୋଲି ପିଲାଙ୍କ ଉପରେ ରାଗନ୍ତୁ ନାହିଁ। ବରଂ ପିଲାଙ୍କ ଏଭଳି ସ୍ଥିତିରେ କିପରି ସାହାଯ୍ୟ କରିହେବ ସେଥିପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। -ପ୍ରଥମେ...

ଫ୍ଲ ଲେସ୍‌ ସ୍କିନ୍‌ ପାଇଁ ଅଣ୍ଡା

ଅଣ୍ଡାରେ ପ୍ରସ୍ତୁତ ବିଭିନ୍ନ ଆଇଟମ୍‌ ପ୍ରାୟ ଅନେକେ ପସନ୍ଦ କରନ୍ତି। ହେଲେ ଆପଣ ଜାଣନ୍ତି କି ଏଥିରେ ଭରି ରହିଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଗୁଣ ତ୍ୱଚା...

ସିଝା କଦଳୀ ସ୍ବାସ୍ଥ୍ୟପାଇଁ ଭଲ

କଦଳୀ ଖାଇଲେ ଅନେକ ଲାଭ ମିଳିଥାଏ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି।  ୟୁରୋପିଆନ ଏକାଡେମୀ ଅଫ୍‌ ଆୟୁର୍ବେଦର ସୂଚନା ଅନୁଯାୟୀ, ସିଝା କଳଦୀ ରାତିରେ ଖାଇଲେ...

ଘର ସଜାନ୍ତୁ ଏମିତି

ଘରକୁ ସୁନ୍ଦରଭାବେ ସଜାଇବା ପାଇଁସମସ୍ତଙ୍କର ଇଚ୍ଛାରହିଥାଏ। ଏଥିପାଇଁ କିଏ ଇଣ୍ଡୋର ପ୍ଲାଣ୍ଟ ଉପରେ ଗୁରୁତ୍ୱ ଦିଅନ୍ତି ତ କିଏ ବିଭିନ୍ନ ଆସବାବପତ୍ର କିଣି ଘରେ ରଖନ୍ତି।...

ମ୍ୟାଙ୍ଗୋ ଶେକ୍‌

ଆବଶ୍ୟକ ସାମଗ୍ରୀ ପାଚିଲା ଆମ୍ବ- ୨ଟି (ବଡ଼), କ୍ଷୀର- ୪ କପ୍‌, ଚିନି- ୪ ଛୋଟ ଚାମଚ, ଗୁଜୁରାତି- ୧ଟି, ବରଫ କ୍ୟୁବ- ୮-୧୦ ଖଣ୍ଡ...

Advertisement
Archives

Model This Week