Home Left

ହାତରୁ ଜାଣନ୍ତୁ କେମିତି କଟିବ ବୈବାହିକ ଜୀବନ

ଜ୍ୟେତିସଶାସ୍ତ୍ର ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ହାତରେ ଏପରି ଅନେକ ରେଖା ଅଛି, ଯାହା ଭବିଷ୍ୟତ, ବର୍ତ୍ତମାନ ଏବଂ ସହିତ ଜଡିତ ଅନେକ କଥା କହିଥାଏ। ସେହି ରେଖା ଏବଂ ଚିହ୍ନଗୁଡିକ ମଧ୍ୟରୁ କେତେକ ଅତ୍ୟନ୍ତ ସ୍ବତନ୍ତ୍ର ବିବେଚନା କରାଯାଏ। ତେବେ ବିବାହ…

ପେଟ୍ରୋଲ ପମ୍ପ୍‌ରେ ବୋମାମାଡ଼: ଦୁର୍ବୃତ୍ତ ଫେରାର

ନୟାଗଡ଼ ଅଫିସ, ୧୫।୧: ସାମାନ୍ୟ ବଚସାରୁ ବିବାଦ। ପରେ ଉତ୍ତେଜିତ ହୋଇ ଦୁର୍ବୃତ୍ତ ଗୁରୁବାର ବିଳମ୍ବିତ ରାତିରେ ନୟାଗଡ ଜିଲା ଖଣ୍ଡପଡା ଥାନା ସିଙ୍ଗାପଡା ଥାନା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ଉପରକୁ ବୋମାବାଡ଼ କରିଛନ୍ତି। ଏଥିରେ ପେଟ୍ରୋଲ ପମ୍ପର ମାପ…

ଭାରତର ଆର୍ଥିକ ନୀତିକୁ ପ୍ରଶଂସା କଲେ ଆଇଏମ୍‌ଏଫ୍‌ ମୁଖ୍ୟ

ୱାଶିଂଟନ,୧୫।୧: କରୋନା ଭାଇରସ ସମୟରେ ଭାରତର ଆର୍ଥିକ ନୀତିକୁ ପ୍ରଶଂସା କରିଛନ୍ତି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ମୁଖ୍ୟ ଖ୍ରୀଷ୍ଟିନା ଜର୍ଜିଆଭା। କରୋନା ଏବଂ ଏହାର ଅର୍ଥନୈତିକ ପ୍ରଭାବକୁ ମୁକାବିଲା କରିବା ପାଇଁ ଭାରତ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି।…

ଆଜି ରାଜ୍ୟରେ ୨୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଉ ୨ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୧୮୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୯୪୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦୮ ଜଣ ଚିହ୍ନଟ…

ରାମମନ୍ଦିର ନିର୍ମାଣ ପାଇଁ ୧୧ କୋଟି ଦେଲେ ବ୍ୟବସାୟୀ

ଅଯୋଧ୍ୟା,୧୫।୧: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ଚାଲିଛି। ଏଥିପାଇଁ ଦେଶ ବିଦେଶରୁ ଅନେକ ଲୋକ ଦାନ ଦେଉଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସର୍ବପ୍ରଥମେ ୫ ଲକ୍ଷ ଏକ ଟଙ୍କା ନିର୍ମାଣ ନିଧିକୁ ଦାନ ଦେଇଥିଲେ। ଏହାପରେ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ…

ଖାଇବା ପରିବର୍ତ୍ତେ ଛତୁ ରସର ଇଞ୍ଜେକ୍‌ସନ ନେଲେ ଯୁବକ, ପରେ ଯାହା ଘଟିଲା…

ଜଣେ ୩୦ ବର୍ଷୀୟ ଯୁବକ ଛତୁରୁ ରସ ବାହାର କରି ମଜାରେ ନିଜ ଶରୀରରେ ଇଞ୍ଜେକ୍‌ସନ ଦେଇଦେଲେ। ଏହା କିଛି ସମୟରେ ତାଙ୍କ ଶରୀରରେ ଛତୁଗଛ ଉଠିବାରେ ଲାଗିଲା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଏପରି ଅଜବ ଘଟଣା ଦେଖିବାକୁ…

କଙ୍ଗନାଙ୍କ ନାମରେ ଚୋରି ଅଭିଯୋଗ

ବଲିଉଡ୍‌ର କୁଇନ୍‌ ଗର୍ଲ କଙ୍ଗନା ରଣାଓ୍ବତ୍‌ଙ୍କୁ ଫିଲ୍ମ ‘ମଣିକର୍ଣ୍ଣିକା’ର ଆଗାମୀ ଫ୍ରାଞ୍ଚାଇଜ୍‌ ‘ମଣିକର୍ଣ୍ଣିକା ରିଟର୍ଣ୍ଣସ: ଦି ଲିଜେଣ୍ଡ ଅଫ୍‌ ଦିଦ୍ଦା’ରେ ଦେଖିବାକୁ ମିଳିବ। ମଣିକର୍ଣ୍ଣିକା’ରେ ଝାନସୀର ରାଣୀ କାହାଣୀ ଦେଖିବାକୁ ମିଳିଥିଲା। ଏବେ ଆଗାମୀ ଫିଲ୍ମରେ କାଶ୍ମୀରର ରାଣୀ ବିଷୟରେ ଦର୍ଶକ…

ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ: ଲେଡି ଗାଗା ଗାଇବେ ଜାତୀୟ ସଙ୍ଗୀତ

ନ୍ୟୁୟର୍କ,୧୫।୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଜାନୁଆରୀ ୨୦ରେ ଶପଥ ନେବେ। ସୁପରଷ୍ଟାର ଆମେରିକୀୟ ଗାୟିକା ଲେଡି ଗାଗା ଶପଥ ଗ୍ରହଣ ସମାରୋହରେ ଜାତୀୟ ସଙ୍ଗୀତ ପରିବେଶଣ କରିବେ। ହଲିଉଡ୍‌ ଷ୍ଟାର୍‌ ଜେନିଫର ଲୋପେଜ୍‌ ମଧ୍ୟ ଏଥିରେ ଅଂଶଗ୍ରହଣ…

୭୫ ବର୍ଷ ପରେ ଭାରତୀୟ କ୍ରିକେଟରେ ଘଟିଲା ଏମିତି

ବ୍ରିସବେନ୍‌,୧୫।୧: ଟେଷ୍ଟ କ୍ରିକେଟରେ ଅଭିଜ୍ଞତାକୁ ଗୁରୁତ୍ୱ ଦିଆଯାଉଛି। ପ୍ରତ୍ୟେକ ଦଳ ଦୀର୍ଘ ଦିନ ଧରି କ୍ରିକେଟର ସବୁଠାରୁ ବଡ ଫର୍ମାଟ ଖେଳୁଥିବା ଖେଳାଳିଙ୍କ ଶ୍ରେଷ୍ଠ ଏକାଦଶରେ ବାଛିବାକୁ ପସନ୍ଦ କରନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ମ୍ୟାଚରେ ଗତ ଦଶନ୍ଧିର ସବୁଠାରୁ ଦୁର୍ବଳ…

ଚାଇନା ତିଆରି କରୁଛି ଏମିତି ଟେଲିସ୍କୋପ, ଯାହା ଦେବ ଏଲିଅନ୍‌ଙ୍କ ବିଷୟରେ ଖବର

ବେଜିଂ,୧୫।୧: ମହାକାଶରେ ଏଲିଅନ୍‌, ଏଷ୍ଟରୟେଡ୍‌ସ ଏବଂ ମେଟିୟୋର୍ସ ଖବର ଦେବା ପାଇଁ ଥିବା ଆର୍ସିବୋ ଟେଲିସ୍କୋପ ଭାଙ୍ଗିଯିବା ପରେ ଚାଇନା ବିଶ୍ୱ ପାଇଁ ନୂଆ ଟେଲିସ୍କୋପ ତିଆରି କରୁଛି। ଚାଇନାର ବଡ଼ ଟେଲିସ୍କୋପ ଦୁନିଆର ସବୁଠୁ ବଡ଼। ନ୍ୟାଶନାଲ ଆଷ୍ଟ୍ରୋନମିକାଲ ଅବ୍‌ଜରଭେଟିବ୍‌ସ…

ଟିଏମ୍‌ସି ଏମ୍‌ପି ଶତାବ୍ଦି ରାୟଙ୍କ ସୋସିଆଲ ମିିଡିଆ ପୋଷ୍ଟକୁ ନେଇ ରାଜନୀତି ସରଗରମ

କୋଲକାତା,୧୫ ।୧: ଚଳିତ ବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ହୋଇଛି ସରଗରମ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଗଡରେ ପୁଣିଥରେ ଶାସନ କ୍ଷମତା ହାତକୁ ଆଣିବାକୁ ପ୍ରସ୍ତୁତି ଜାରି ରଖିଥିବା…

ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡରେ ଏକାକି ନିର୍ବାଚନ ଲଢିବ ବିଏସ୍‌ପି: ମାୟାବତୀ

ନୂଆଦିଲ୍ଲୀ,୧୫ ।୧: କରୋନା ଟିକାକରଣ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ଜାନୁୟାରୀ ୧୬ ଅର୍ଥାତ୍ ଶନିବାର ଆରମ୍ଭ ହେବ ଏହି ଟିକାକରଣ କାର୍ଯ୍ୟକ୍ରମ । ଏହାକୁ ନେଇ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ମୁଖ୍ୟ ସୁଶ୍ରୀ ମାୟାବତୀ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri