ଅବକାରୀ ବିଭାଗର ଚଢ଼ାଉ: ୨ଗିରଫ

ପଦ୍ମପୁର,୨୦।୫(ଡି.ଏନ୍‌.ଏ): ଭଦ୍ରକ ଜିଲାରେ ଅବକାରୀ ବିଭାଗ ଚଢ଼ାଉ କରିଛି। ସାବରଙ୍ଗ ଥାନା ଅନ୍ତର୍ଗତ ଏରଡା ବଜାର ଓ ସାବରଙ୍ଗ ଛକରେ ଥିବା ଚୋରା ମଦ ଦୋକାନ ଉପରେ ଏହି ଚଢ଼ାଉ କରାଯାଇଛି। ଅବକାରୀ ବିଭାଗର ଏହି ଚଢ଼ାଉ ସମୟରେ ୧୫୦ ଲିଟର ଦେଶୀମଦ ଜବତ କରାଯିବା ସହ ୨ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୋରାମାଟିର ରାଜକିଶୋର ଜେନା ଓ ପାଳିଆବିନ୍ଧାର ଭକ୍ତରଞ୍ଜନ ଦାସ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ସାମ୍ନାରେ ବାପାଙ୍କୁ ହାଣିଲେ

ପଦ୍ମପୁର,୨୯ା୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆନ୍ଦଲା ପଞ୍ଚାୟତର ଜୋରଗଡ଼ିଆ ଗ୍ରାମର କରୁଣାକର ପ୍ରଧାନ(୫୦)ଙ୍କୁ ଗ୍ରାମର କିଛି ଦୁର୍ବୃତ୍ତ ସଙ୍ଗବଦ୍ଧ ଆକ୍ରମଣ କରିଛନ୍ତି। ଏହି...

ବଳାତ୍କାର ଉଦ୍ୟମ ପାଇଁ ଗିରଫ ହେଲେ ଅଗ୍ନିଶମ କର୍ମଚାରୀ

କୁଚିଣ୍ଡା,୧୦ା୧(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳର ଜନୈକା ୧୦ ବର୍ଷର ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ...

କଟକରୁ ୧୫୪୦ କିଲୋ ନକଲି ଡିଟରଜେଣ୍ଟ ପାଉଡର ଜବତ

କଟକ ଅଫିସ,୧୯।୪: କଟକରୁ ପୁଣି ନକଲି ଡିଟରଜେଣ୍ଟ ପାଉଡର ଜବତ ହୋଇଛି। ଟାଙ୍ଗି ଓ ମାହାଙ୍ଗା ଅଞ୍ଚଳରେ ମାଲଗୋଦାମ ଥାନା ପୋଲିସ ମଙ୍ଗଳବାର ଚଢାଉ କରି...

କାଗଜକଲମରେ ରାସ୍ତା ନିର୍ମାଣ

ଝୁମ୍ପୁରା, ୨୯।୧ (ଡି.ଏନ.ଏ.)- ଝୁମ୍ପୁରା ବ୍ଲକର ଗ୍ରାମାଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ହେଉଥିବା ରାସ୍ତାକୁ ନେଇ ଅଭିଯୋଗର ଫର୍ଦ୍ଦ...

ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି, ୨ ଫଟୋ ସାମ୍ବାଦିକଙ୍କୁ କରୋନା

ବ୍ରହ୍ମପୁର ଅଫିସ,୧୧ା୭- ବ୍ରହ୍ମପୁର ମହାନଗର ଅଞ୍ଚଳରେ କାର୍ଯ୍ୟରତ ଏକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଓ ୨ଜଣ ଫଟୋ ସାମ୍ବାଦିକ କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତଙ୍କୁ ଶୀତଳାପଲ୍ଲୀସ୍ଥିତ...

ବଗପାଳ କ୍ଷୁଦ୍ର ଜଳସେଚନ ଡ୍ୟାମ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଛତିଆ,୩୦-୮(ଡି.ଏନ୍‌.ଏ.)- ବଡ଼ଚଣା ବ୍ଲକ ଅଧୀନସ୍ତ ବୈରୀ ଥାନା ଅନ୍ତର୍ଗତ ସମିଆ ପଞ୍ଚାୟତରେ ଥିବା ବଗପାଳ କ୍ଷୁଦ୍ର ଜଳସେଚନ ଡ୍ୟାମ୍‌ରୁ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ...

ଝନେ କୁଷ୍ଠ ରୁଗୀକଁର ଅଁତରର କଥା

ଅତାବିରା,୨୮ା୮ (ଡି.ଏନ୍‌.ଏ): ଦେଶରୁ କୁଷ୍ଠ ରୋଗ୍‌ର ମୂଲ ମେଟାବାକେ କେନ୍ଦ୍ର ଆର ରାଏଜ୍‌ ସରକାର ଅନେକ ଯୋଜନା କାଯ୍‌କାରି କରି ସଚେତନତା ସୁରୁଷ୍‌ଟି କରୁଛନ୍‌। ସେନ୍‌ତା...

ସିସି କ୍ୟାମେରା ଲଗାଇବାରେ ବିଳମ୍ବ

ଛତ୍ରପୁର,୩୧ା୧୦(ଡି.ଏନ.ଏ)-ଗଞ୍ଜାମ ଜିଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ବୁଧବାର ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା...

Advertisement
Archives

Model This Week