ପୁଣି କଟକରୁ ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ
କଟକ ଅଫିସ, ୧୫।୧: ବିଭିନ୍ନ ନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ ସହର। ପୁଣି ଥରେ କଟକ ସଦର ଅଞ୍ଚଳରୁ ବିପୁଳ ପରିମାଣର ଅପମିଶ୍ରିତ ଗୁଣ୍ଡି ଜବତ ହୋଇଛି। ସାଶୋଳ ଗାଁରୁ ୪ କୁଇଣ୍ଟାଲ ଗୁଣ୍ଡି, ଜର୍ଦ୍ଦା ଜବତ ହୋଇଛି।…
ଯୌନ ଶୋଷଣ ମାମଲାରେ ଫସିଗଲେ କ୍ରିକେଟ୍ ଦଳର ଅଧିନାୟକ
ଲାହୋର,୧୫।୧: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ଯୌନ ଶୋଷଣ ମାମଲାରେ ଫସିଯାଇଛନ୍ତି। ଲାହୋରର ଏକ ଅଦାଲତ ତାଙ୍କ ନାଁରେ ମାମଲାରେ ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲାହୋର ବାସିନ୍ଦା ହମିଜା ମୁଖତାର୍ ନାମକ ଯୁବତୀ ବାବରଙ୍କ ନାଁାରେ ଯୌନ…
ତାଲିମପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ପଦକ୍ଷେପ ନିଅ: ହାଇକୋର୍ଟ
କଟକ ଅଫିସ,୧୫।୧: କୋଭିଡ୍ ମହାମାରୀ ସମୟରେ ଅସ୍ଥାୟୀ ନିଯୁକ୍ତି ପାଇଥିବା ଏବଂ ରାଜ୍ୟରେ ଥିବା ଅନ୍ୟ ତାଲିମପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ଗାଇଡ୍ଲାଇନ ଅନୁଯାୟୀ ନିଯୁକ୍ତି ଦେବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବାକୁ ଓଡ଼ିଶା ଉଚ୍ଚ…
ଆମାଜନ ଷ୍ଟୋରରେ ନିଆଁ: ୨ ମୃତ, ୩ ଆହତ
ନୂଆଦିଲ୍ଲୀ,୧୫ ।୧: ରାଜଧାନୀ ଦିଲ୍ଲୀର ରୋହିଣି ସେକ୍ଟର-୬ରେ ଥିବା ଏକ ଆମାଜନ ଷ୍ଟୋରରେ ଶୁକ୍ରବାର ସକାଳେ ନିଆଁ ଲାଗିଯିବା ଫଳରେ ଜଣେ ମହିଳା ଓ ଜଣେ ଦମକଳ କର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି କିର୍ତ୍ତି ନଗରରେ ଗତରାତି ପ୍ରାୟ…
ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠି ହଡ଼ପ
ଯାଜପୁର ଅଫିସ,୧୫।୧: ନକଲି ବାର୍ଷିକ ଦେୟ ରସିଦ ଓ ବିବାହ ପ୍ରମାଣପତ୍ର ପ୍ରସ୍ତୁତ କରି ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ୫୪ ଲକ୍ଷ ୩୫ ହଜାର ଟଙ୍କା ହଡପ କରାଯାଇଥିବା ଯାଜପୁର ଜିଲାପାଳ, ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ଶ୍ରମ ଆୟୁକ୍ତଙ୍କ…
ଭାରତକୁ ପୁଣି ଝଟ୍କା, ମ୍ୟାଚ୍ ଅଧାରୁ ପଡିଆ ଛାଡି ଚାଲିଗଲେ ଏହି କ୍ରିକେଟର୍
ବ୍ରିସବେନ୍,୧୫।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ ବ୍ରିସବେନରେ ଆରମ୍ଭ ହୋଇଛି। ସିରିଜର ଏହି ନିର୍ଣ୍ଣାୟକ ମ୍ୟାଚରେ ଭାରତୀୟ ଦଳ ଅନେକ ବଡ଼ ପରିବର୍ତ୍ତନ ଏବଂ ତାରକା ଖେଳାଳିଙ୍କ ବିନା ଅବତରଣ କରିଥିଲା। ଭାରତର ବୋଲିଂ…
ଗାଧୋଇବାକୁ ଭଲ ପାଆନ୍ତିନି ଅଭିଷେକ
ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ପ୍ରତ୍ୟେକ ସମ୍ପର୍କ ପାଇଁ ସେ ଏକ ଭଲ ଉଦାହରଣ। ସେ ଜଣେ ଭଲ ପୁଅ, ଭଲ ଭାଇ, ଭଲ ସ୍ବାମୀ ଏବଂ ଭଲ ବାପା…
କେବେ ମା’ ହେବେ ପ୍ରଶ୍ନରେ ଏମିତି ଉତ୍ତର ଦେଲେ ପ୍ରିୟଙ୍କା ଚୋପ୍ରା
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ସ୍ବାମୀ ନିକ୍ ଜୋନାସଙ୍କ ସହ ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି। ନିକଟରେ ପ୍ରିୟଙ୍କା ନିଜର ଦ୍ୱିତୀୟବାର୍ଷିକୀ ପାଳନ କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ସେ ନିକ୍ଙ୍କ ସହ ରୋମାଣ୍ଟିକ୍ ପଟୋ ଶେୟାର କରିଛନ୍ତି। ବଲିଉଡ୍…
ବିଶ୍ୱର ସର୍ବଶ୍ରେଷ୍ଠ ଧନୀଙ୍କୁ ଏମିତି ନିବେଦନ କଲେ ଟ୍ରମ୍ପଙ୍କ ପୁଅ
ଓ୍ବାଶିଂଟନ୍,୧୫।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଙ୍କଙ୍କ ପୁଅ ଜୁନିୟର୍ ଟ୍ରମ୍ପ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ଏଲନ ମସ୍କଙ୍କ ନିକଟରେ ଏକ ନିବେଦନ କରିଛନ୍ତି। ସେ କହିଛନ୍ତି, ଆପଣ ଏମିତି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରସ୍ତୁତ କରନ୍ତୁ ଯେଉଁଥିରେ ମୋ ପିତାଙ୍କୁ…
୧୪୫ କିମି ବେଗରେ ପଡିଲା ବଲ୍, ବ୍ୟାଟ୍ସମ୍ୟାନ୍ଙ୍କ ହେଲା ଏମିତି ଅବସ୍ଥା
କଲମ୍ବୋ,୧୫।୧: ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଇଂଲଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା। ଇଂଲଣ୍ଡର ପେସ ବୋଲର ମାର୍କ ଉଡ୍ ୧୪୫ କିମି ବେଗରେ ବୋଲିଂ କରି ଶ୍ରୀଲଙ୍କାର ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କ ବ୍ୟାଟକୁ…
ପିତାଙ୍କୁ ମିଛ କହିଥିଲେ ଜାହ୍ନବୀ
ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ନିଜର ସୌନ୍ଦର୍ଯ୍ୟ, ଅଭିନୟ ଏବଂ ନୃତ୍ୟ ଦକ୍ଷତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଜାହ୍ନବୀ ପିତା ବୋନି କପୁରଙ୍କର ବହୁତ ନିକଟତର। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏହା ସ୍ପଷ୍ଟ ବାରିହୋଇ ପଡେ। ଏକଦା ଜାହ୍ନବୀ…
ଜୀବନ ସହ ଖେଳୁଛି ପୂର୍ତ୍ତ ବିଭାଗ
ଭୁବନେଶ୍ୱର,୧୫।୧(ବ୍ୟୁରୋ): ରାଜଧାନୀରେ ଦୁର୍ଘଟଣା ରୋକିବାକୁ ଟ୍ରାଫିକ କଟକଣାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ସହରର ବିଭିନ୍ନ ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇ ଅନେକ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଏହାକୁ ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କ ତତ୍ପରତା ଦେଖିବାକୁ ମିଳୁନାହିଁ। ଏସ୍ପ୍ଲାନେଡ ମଲ୍ ପାର୍ଶ୍ୱ…
Archives


