୪ ଘଣ୍ଟାରେ ଚନ୍ଦ୍ରର ୫୦ ହଜାର ଫଟୋ ଉଠାଇ ଚର୍ଚ୍ଚାରେ ୧୬ ବର୍ଷର ବାଳକ

ପୁନେ,୨୦।୫: ନାସା ଏବଂ ଇସ୍ରୋ ପରି ସ୍ପେସ ଏଜେନ୍ସିଗୁଡ଼ିକ ଚନ୍ଦ୍ରର ଅନେକ ଫଟୋ ଶେୟାର କରନ୍ତି। କିନ୍ତୁ ପୁନେର ଜଣେ ୧୬ ବର୍ଷର ବାଳକ ଚନ୍ଦ୍ରର ଫଟୋ ଉଠାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଫଟୋ ଦେଖିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ପୁନେ ନିବାସୀ ପ୍ରଥମେଶ ଜାଜୁ ଚନ୍ଦ୍ରର ଫଟୋ ଅତି ନିକଟରୁ ଉଠାଇଥିବା ଭଳି ଦେଖାଯାଉଛି। ପ୍ରଥମେଶଙ୍କ ଦ୍ୱାରା ନିଆଯାଇଥିବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଚନ୍ଦ୍ରର ଏହି ଫଟୋଗୁଡ଼ିକୁ ଉଠାଇବା ପାଇଁ ପ୍ରଥମେଶ କଠିନ ପରିଶ୍ରମ କରିଛନ୍ତି। ଚନ୍ଦ୍ରର ଅତି ସ୍ପଷ୍ଟ ଏବଂ ରଙ୍ଗୀନ ଫଟୋ କ୍ଲିକ କରିଥିବା ପ୍ରଥମେଶ ୫୦ ହଜାରରୁ ଅଧିକ ଫଟୋ ଉଠାଇ ୧୮୬ ଗିଗାବାଇଟ ଡାଟା ବ୍ୟବହାର କରିଛନ୍ତି। ପ୍ରଥମେଶ କହିଛନ୍ତି ଯେ, ସେ ଏହି ଫଟୋଗୁଡ଼ିକୁ ମେ ୩ରେ ରାତି ୧ଟା ସମୟରେ କ୍ଲିକ କରିଛନ୍ତି। ସେ ୪ ଘଣ୍ଟା ଧରି ଭିଡିଓ ଏବଂ ଫଟୋ କଏଦ କରିଥିଲେ। ଏହି ସମୟରେ, ସେ ୫୦ ହଜାରରୁ ଅଧିକ ଫଟୋ ନେଇଥିଲେ। ସମସ୍ତ ଫଟୋକୁ ଏକତ୍ର କରି ଚନ୍ଦ୍ରର ସୂକ୍ଷ୍ମ ବିବରଣୀ ପ୍ରସ୍ତୁତ କରି ଚାହୁଁଛନ୍ତି ପ୍ରଥମେଶ। ଭବିଷ୍ୟତରେ ସେ ଜଣେ ଜ୍ୟୋର୍ତିବିଜ୍ଞାନୀ ହେବାକୁ ଚାହୁଁଥିବା ସେ କହିଛନ୍ତି।

 

View this post on Instagram

 

A post shared by Prathamesh Jaju (@prathameshjaju)


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ: ଧରାପଡିଲେ ଦୁଇ ଆତଙ୍କବାଦୀ

ନୂଆଦିଲ୍ଲୀ,୧୭ ।୧୧: ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀମାନେ କରୁଥିବା ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ଜମ୍ମୁ-କଶ୍ମୀରରେ ରହୁଥିବା ଓ ଜୈଡ-ଇ-ଆତଙ୍କବାଦୀ...

କଶ୍ମୀରକୁ ନେଇ ପୁଣି ଥରେ ସମସ୍ତଙ୍କୁ ଚମକାଇ ପାରନ୍ତି ମୋଦି

ନୂଆଦିଲ୍ଲୀ,୧୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଥର କିଛି ନା କିଛି ବଡ ପଦକ୍ଷେପ ନେଇ ସମସ୍ତଙ୍କୁ ଚମକାଇ ଦେଇଥାଆନ୍ତି। ବିମୁଦ୍ରିକରଣ ହେଉ ଅବା ତିନ୍‌ ତଲାକ...

ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଚଣ୍ଡିଗଡ,୨୪।୮-ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ନିଜେ ଟୁଇଟ କରି...

ଆରୋଗ୍ୟ ହାର ସକ୍ରିୟ ମାମଲାର ୩.୫ ଗୁଣ

ନୂଆଦିଲ୍ଲୀ, ୨୭।୮(ପି.ଟି.): ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ୨୪,୬୭,୭୫୮ କରୋନା ରୋଗୀ ସୁସ୍ଥ ହେଲେଣି। ଏହା ସକ୍ରିୟ ମାମଲାର ୩.୫ ଗୁଣ। ଦେଶରେ ଆରୋଗ୍ୟ ହାର...

୯ ମାସରେ ୭ କୋଟି ୮୯ ଲକ୍ଷରୁ ଅଧିକ ନମୁନା ପରୀକ୍ଷା: ବଢୁଛି କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ସଂଖ୍ୟା

ନୂଆଦିଲ୍ଲୀ, ୪।୧୦: ଗଗତ ୯ ମାସ ମଧ୍ୟରେ ଦେଶରେ ୭କୋଟି ୮୯ ଲକ୍ଷ ୯୨ ହଜାର ୫୩୪ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଜାନୁୟାରୀ ୧ରୁ...

ଆବେଦନର ୩୦ ଦିନ ମଧ୍ୟରେ କୋଭିଡ୍‌ ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ,୨୨।୯: କୋଭିଡ୍‌ ମୃତକଙ୍କ ପରିବାରବର୍ଗକୁ କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ୫୦ ହଜାର ଟଙ୍କା ପ୍ରଦାନ କରିବେ। ଏ ନେଇ ସୁପ୍ରିମକୋର୍ଟକୁ ବୁଧବାର ସୂଚନା ଦେଇଛନ୍ତି...

କୃଷି ଆଇନ ସପକ୍ଷରେ ଟୁଇଟ୍‌ କଲେ ରବିଶଙ୍କର-ପ୍ରକାଶ ଜାଭ୍‌ଡ଼େକର

ନୂଆଦିଲ୍ଲୀ,୩୦।୧୧: କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଦେଶବ୍ୟାପୀ ଚାଷୀ ପ୍ରଦର୍ଶନ ଜାରି ରଖିଛନ୍ତି। ଏପରିସ୍ଥଳେ ସୋମବାର କେନ୍ଦ୍ରୀୟମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ପ୍ରକାଶ...

ପ୍ରତି ମିନିଟରେ ୨୪୩ ସଂକ୍ରମିତ

ନୂଆଦିଲ୍ଲୀ, ୨୬।୪: ଭାରତରେ କରୋନା ସଙ୍କଟ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। କିଛିଦିନ ହେଲା ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହିଥିବାବେଳେ...

Advertisement


Archives

Model This Week