Posted inଜାତୀୟ

ପଶ୍ଚିମବଙ୍ଗର ୨ ନେତା, ୨ମନ୍ତ୍ରୀ ଗୃହବନ୍ଦୀ

କୋଲକାତା,୨୧।୫: ନାରଦା ଷ୍ଟ୍ରିଙ୍ଗ୍‌ ଅପରେଶନ୍‌ ମାମଲାରେ ଗିରଫ ହୋଇଥିବା ଟିଏମ୍‌ସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୨ ମନ୍ତ୍ରୀ, ଜଣେ ବିଧାୟକ ଓ ଜଣେ ପୂର୍ବତନ ମେୟର ଏବେ ଗୃହବନ୍ଦୀ। ଶୁକ୍ରବାର କୋଲକାତା ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଗୃହବନ୍ଦୀ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନେତାଙ୍କ ଜାମିନ ଆବେଦନ ଉପରେ ୩ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଖଣ୍ଡପୀଠର ଜଣେ ସଦସ୍ୟ ସେମାନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ବେଳେ ଅନ୍ୟ ସଦସ୍ୟ ଏହା ଉପରେ ସହମତି ପ୍ରକାଶ କରି ନ ଥିଲେ। ଏଭଳି ସ୍ଥିତିରେ ଅନ୍ତରୀଣ ଜାମିନ ଉପରେ ବଡ଼ ଖଣ୍ଡପୀଠ ବିଚାର କରିବେ ବୋଲି ଜଣାପଡ଼ିଛି। ତେବେ ଏହି ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କୁ ଗୃହବନ୍ଦୀ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ସିବିଆଇ ଓ ତୃଣମୂଳ କଂଗ୍ରେସ ଦୁହେଁ ଏହି ଗୃହବନ୍ଦୀକୁ ବିରୋଧ କରିଛନ୍ତି। ଏହି ନିଷ୍ପତ୍ତି ଉପରେ ରୋକୋ ଲଗାଇବା ପାଇଁ ସିଲିସିଟର ଜେନେରାଲ ତୁଷାର ମେହେତା ଦାବି କରିଥିବା ଜଣାପଡ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଚକୋଲେଟ୍‌ ଚୋରି କରିବାର ଭିଡିଓ ଭାଇରାଲ ହେବା ପରେ ଛାତ୍ରୀ ନେଲେ ଚରମ ନିଷ୍ପତ୍ତି

କୋଲକାତା,୩୧।୧୦: ପଶ୍ଚିମବଙ୍ଗର ଅଲିପୁରଦାର ଜିଲାର ସପିଂ ମଲରେ ଚକୋଲେଟ୍‌ ଚୋରି କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ କଲେଜ ଛାତ୍ରୀ...

ଏନ୍‌ଇଇଟି-ପିଜି କଟ୍‌-ଅଫ୍‌ ୧୫ ଶତାଂଶ କମାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୩।୩(ପି.ଟି.): ଖାଲିପଡ଼ିଥିବା ପୋଷ୍ଟଗ୍ରାଜୁଏଟ୍‌ ମେଡିକାଲ ସିଟ୍‌ ପୂରଣ ଲାଗି ଏନ୍‌ଇଇଟି-ପିଜି ୨୦୨୧ରେ ସବୁ ବର୍ଗର ପ୍ରାର୍ଥୀଙ୍କ ପାଇଁ କଟ୍‌ଅଫ୍‌ ୧୫ ଶତାଂଶ (ପର୍ସେଣ୍ଟାଇଲ୍‌) ହ୍ରାସ କରିବାକୁ...

ଭାଜପାର ଚା’ ବାଲାର ଜବାବ କଂଗ୍ରେସ କ୍ଷୀର ବାଲାରେ ଦେଲା…

ଶିମଲା,୧୧।୧୨ : ସୁଖବିନ୍ଦର ସିଂ ସୁଖୁ ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏପରି କରି କଂଗ୍ରେସ ଭାଜପାର ଚା’ ବାଲାର...

ଏଆଇଏଡିଏମ୍‌କେରୁ ୧୭ ନେତା ବହିଷ୍କୃତ

ଚେନ୍ନାଇ, ୧୫।୬(ଆଇଏଏନ୍‌ଏସ୍‌): ପୂର୍ବତନ ସାଧାରଣ ସମ୍ପାଦକ ଭି.କେ. ଶଶିକଳାଙ୍କ ସହ ସମ୍ପର୍କ ରଖିଥିବା ଏଆଇଏଡିଏମ୍‌କେର ମୁଖପାତ୍ର ଭି. ପୁଗାଝେନ୍ଦିଙ୍କ ସମେତ ୧୭ ଜଣ ନେତାଙ୍କୁ ସୋମବାର...

ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବେ ମହିଳା

ଥିରୁଭାନନ୍ତପୁରମ,୭।୩: ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ କେରଳର ମହିଳାମାନେ ନାରୀ ସଶକ୍ତିକରଣ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡିବାକୁ ପ୍ରସ୍ତୁତ ହୋଇଛନ୍ତି। ମାର୍ଚ୍ଚ ୮ ରବିବାର...

ଅଗଷ୍ଟ ୫ ପର୍ଯ୍ୟନ୍ତ ସକାଳେ ଏପରି କଲେ ଦେଶରୁ ହଟିଯିବ କରୋନା ସଂକ୍ରମଣ: ପ୍ରଜ୍ଞା ଠାକୁର

ଭୋପାଳ, ୨୬।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ଦେଶରୁ କିପରି କରୋନା ସଂକ୍ରମଣକୁ ହଟାଯିବ...

କରୋନା ଟିକାକରଣରେ ଭାରତ ରଚିଲା ଇତିହାସ: ଟପ୍ ୧୦ରେ ରହିଲେ ଏହିସବୁ ରାଜ୍ୟ

ନୂଆଦିଲ୍ଲୀ,୨୧ ।୧୦: କରୋନା ମହାମାରୀକୁ ଦୂରେଇବା ପାଇଁ ଦେଶରେ ଆରମ୍ଭ କରାଯାଇଥିବା ଟିକାକରଣ କାର୍ଯ୍ୟକ୍ରମ ଇତିହାସ ରଚିଛି । ଜାନୁୟାରୀ ୧୬ରୁ ଆରମ୍ଭ କରାଯାଇଥିବା ଏହି...

ଓପୋ, ଜିଓମି କମ୍ପାନୀ ଉପରେ ଚଢ଼ାଉ

ନୂଆଦିଲ୍ଲୀ,୨୨।୧୨: ଓପୋ, ଜିଓମି ଓ ଓ୍ବାନ ପ୍ଲସ ଭଳି ଚାଇନିଜ ମୋବାଇଲ ନିର୍ମାତା କମ୍ପାନୀ ଉପରେ ବୁଧବାର ଚଢ଼ାଉ କରିଛି ଆୟକର(ଆଇଟି) ବିଭାଗ। ୫ ରାଜ୍ୟରେ...

Advertisement
Archives

Model This Week