୧୩ବର୍ଷ ପିଲା ନିକଟରେ ଚିହ୍ନଟ ହେଲା ବ୍ଲାକ୍‌ ଫଙ୍ଗସ୍‌

ଅହମଦାବାଦ,୨୧।୫: କରୋନା ସଙ୍କଟ ମଧ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ଏକ ନୂଆ ସମସ୍ୟା ଭାବେ ଉଭା ହୋଇଛି। ଦେଶର ଅନେକ ରାଜ୍ୟରେ ଏହି ରୋଗର ଲକ୍ଷଣ ଦେଖାଦେଇଥିବା ବେଳେ ଏହାକୁ ନେଇ ଏବେ ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି। ବୟସ୍କ ଓ ବୃଦ୍ଧଙ୍କ ପରେ ଏବେ ଏହା ଶିଶୁଙ୍କୁ ଆକ୍ରାନ୍ତ କରୁଥିବା ଦେଖିବାକୁ ମିଳିଛି। ଗୁଜରାଟ ଅହମଦାବାଦରେ ଜଣେ ୧୩ବର୍ଷର ଶିଶୁ ବ୍ଲାକ୍‌ ଫଙ୍ଗସ୍‌ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାର ରିପୋର୍ଟ ପଜିଟିଭ୍‌ ଆସିବା ପରେ ଶୁକ୍ରବାର ଅହମଦାବାଦ ସ୍ଥିତ ଏପଲ୍‌ ଚିଲ୍‌ଡ୍ରେନ୍‌ ହସ୍ପିଟାଲରେ ଉକ୍ତ ଶିଶୁଟିର ଅପରେଶନ୍‌ କରାଯାଇଛି। ତେବେ ୧୩ ବର୍ଷର ଶିଶୁ ନିକଟରେ ଦେଖାଦେଇଥିବା ବ୍ଲାକ୍‌ ଫଙ୍ଗସ୍‌ର ଏହା ପ୍ରଥମ ମାମଲା। ସୂଚନା ମୁତାବକ, ଉକ୍ତ ପିଲାଟି ପ୍ରଥମେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ମା’ ମଧ୍ୟ ସଂକ୍ରମିତ ହୋଇଥିଲେ। ହେଲେ କରୋନା ଯୋଗୁ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପଟେ କରୋନାରୁ ସୁସ୍ଥ ହେବାର ଦେଢ଼ ମାସ ପରେ ତାଙ୍କ ନିକଟରେ ଏହି ରୋଗ ଚିହ୍ନଟ ହୋଇଥିଲା। ତାଙ୍କ ନିକଟରେ ଅନ୍ୟ କୌଣସି ରୋଗ ନାହିଁ ବୋଲି ଚିକତ୍ସା କରୁଥିବା ଡାକ୍ତର କହିଛନ୍ତି। ତେବେ ଅପରେଶନ୍‌ ପରେ ଏବେ ପିଲାଟିର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଡାକ୍ତର ଅଭିଷେକ ବସଁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଙ୍ଗାଯିବ ପରିବେଶ ନିୟମ ଉଲ୍ଲଂଘନ କରି ନିର୍ମାଣ କରାଯାଇଥିବା ହୋଟେଲ: ଏନଜିଟି…

କୋଲକାତା,୧୯।୨ : ପଶ୍ଚିମବଙ୍ଗର ସୁନ୍ଦରବନରେ ପରିବେଶ ନିୟମ ଉଲ୍ଲଂଘନ କରି ନିର୍ମିତ ହୋଇଥିବା ହୋଟେଲଗୁଡ଼ିକୁ ଭାଙ୍ଗିବାକୁ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ନିର୍ଦ୍ଦେଶ ଦେଇଛନ୍ତି। ଏନଜିଟି ସୁନ୍ଦରବନରେ...

ତୃତୀୟ ଲହରରେ ଶିଶୁ ଆକ୍ରାନ୍ତ ହେବା ଆଶଙ୍କା: ସମସ୍ତ ରାଜ୍ୟଠାରୁ ରିପୋର୍ଟ ଲୋଡ଼ିଲା ଏନ୍‌ସିପିସିଆର୍‌..

ନୂଆଦିଲ୍ଲୀ,୨୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ରବେଗରେ ବ୍ୟାପିବାରେ ଲାଗିଛି। ତୃତୀୟ ଲହର ଆଶଙ୍କା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଚିନ୍ତା...

ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାର ଅଭିଯୁକ୍ତଙ୍କ ମୁକ୍ତିକୁ କଂଗ୍ରେସ କହିଲା ଦୁର୍ଭାଗ୍ୟପୂର୍ଣ୍ଣ

ନୂଆଦିଲ୍ଲୀ,୧୯ ।୫: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଦୋଷୀ ପେରାରିଭଲନ୍ ମୁକୁଳିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟକୁ କଂଗ୍ରେସ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛି...

କଠୁଆ ଗଣ ବଳାତ୍କାର ମାମଲାରେ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ

ପଠାନକୋଟ,୧୦।୬: ବହୁ ଚର୍ଚ୍ଚିତ କଠୁଆ ଗଣବଳାତ୍କାର ମାମଲାର ଶୁଣାଣି ସୋମବାର ହୋଇଛି। ଅଦାଲତ ବଳାତ୍କାର ଓ ହତ୍ୟା ଅଭିଯୋଗରେ ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିବା...

କରୋନାରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କ ପରଲୋକ

ନୂଆଦିଲ୍ଲୀ, ୨୩।୯: କରୋନାରେ ପୀଡ଼ିତ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କର ବୁଧବାର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ...

ଆଉ ଏକ କରୋନା ଔଷଧକୁ ଭାରତରେ ମିଳିଲା ସବୁଜ ସଙ୍କେତ: ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ୟବହାର କରିବେ ରୋଗୀ

ନୂଆଦିଲ୍ଲୀ,୨୩।୪: ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି କରୋନାର ଦ୍ୱିତୀୟ ଲହର। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡାକ୍ତରଖାନାରେ ଅକ୍ସିଜେନ୍‌ ଅଭାବ ପରିଲକ୍ଷିତ ହେଉଛି।...

୧୦୦ ବର୍ଷ ତଳର ସଂଗ୍ରହାଳୟକୁ ୟୁନେସ୍କୋ ପୁରସ୍କାର…

ମୁମ୍ବାଇ,୨୭।୧୧ : ମୁମ୍ବାଇରେ ଥିବା ୧୦୦ ବର୍ଷ ପୁରୁଣା ଛତ୍ରପତି ଶିବାଜୀ ମହାରାଜ ବାସ୍ତୁ ସଂଗ୍ରହାଳୟର ପୁନରୁଦ୍ଧାରକୁ ୟୁନେସ୍କୋ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି। ୟୁନେସ୍କୋ...

ନାମକରଣ ପରେ ୪୦ ଦିନର ଶିଶୁ କନ୍ୟାକୁ ନଦୀକୁ ଫିଙ୍ଗିଲା ବାପା

ଥିରୁଭାନନ୍ତପୁରମ, ୨୫।୯: କେରଳର ଥିରୁବଲମ୍‌ର ପଚଲ୍ଲୁର ଅଞ୍ଚଳରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନାମକରଣ ସଂସ୍କାରର କିଛି...

Advertisement
Archives

Model This Week