୩୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଏହି ଦୁଇ ଭାରତୀୟ କ୍ରିକେଟର: ଡେବ୍ୟୁ ମ୍ୟାଚ୍ରେ…
ବ୍ରିସବେନ୍,୧୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଚାଲୁଥିବା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ପାଳିରେ ଘରୋଇ ଟିମ୍ ୩୬୯ରନ୍ କରିଥିବା ବେଳେ ଭାରତ ୩୩୬ରନ୍ରେ ଅଲ୍ଆଉଟ୍ ହୋଇଛି। ହେଲେ ଖେଳକୁ ଦେଖିଲେ ୧୮୬ ରନ୍ରେ ଭାରତୀୟ…
ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି: ଜରୁରିକାଳୀନ ଅବତରଣ କଲା ଇଣ୍ଡିଗୋ ବିିମାନ
ଭୋପାଳ,୧୭।୧: ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଇଣ୍ଡିଗୋର ଏକ ଯାତ୍ରୀବାହୀ ବିମାନକୁ ରବିବାର ମଧ୍ୟପ୍ରଦେଶର ଭୋପାଳ ବନ୍ଦରରେ ଜରୁରିକାଳୀନ ଅବତରଣ କରାଯାଇଛି। ବିମାନରେ ଥିବା ସମସ୍ତ ୧୭୨ ଯାତ୍ରୀ ସୁରକ୍ଷିତ ରହିଥିବା ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ପକ୍ଷରୁ ସୂଚନା ଦିଆଯାଉଛି।…
ତାମିଲନାଡୁର ପବିତ୍ର ରଙ୍ଗୋଲିରେ ହେବ ବାଇଡେନ୍-ହାରିସଙ୍କ ଶପଥ ଗ୍ରହଣ ସମାରୋହର ଶୁଭାରମ୍ଭ
ୱାଶିଂଟନ,୧୭ ।୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କ ଶପଥ ଗ୍ରହଣ ସହ ଜଡିତ ଅନଲାଇନ ସମାରୋହର ଆରମ୍ଭ ପରମ୍ପରାଗତ ଭାରତୀୟ ରଙ୍ଗୋଲି ସହ କରାଯିବ । ତାମିଲନାଡୁରେ କୋଲମ ନାମରେ ଜଣାଶୁଣା ଏହି…
ଛଅ ବର୍ଷ ପରେ ନିର୍ବାଚନ ଲଢିବେ ଶାହନବାଜ
ନୂଆଦିଲ୍ଲୀ,୧୭ ।୧: ଭାରତୀୟ ଜନତା ପାର୍ଟି(ଭାଜପା) ଏହାର ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୟଦ ଶାହନବାଜ ହୁସେନଙ୍କୁ ବିହାର ବିଧାନ ପରିଷଦ ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । ଅନ୍ୟଏକ ଆସନରେ ବିକାଶଶୀଳ ଇଂସାନ ପାର୍ଟି(ବିଆଇପି)ର ମୁଖ୍ୟ ତଥା ମନ୍ତ୍ରୀ…
ରେଷ୍ଟୁରାଣ୍ଟ୍ରେ ମିଳୁଛି ଶ୍ୱଶୁରଘର ଭଳି ଜ୍ୱାଇଁ ଭୋଜନ…
ରାୟପୁର,୧୭।୧: ଏବେ ସୋସିଆଲ୍ ମିଡ଼ିଆରେ ଏକ ରେଷ୍ଟୁରାଣ୍ଟ୍ ବେଶ୍ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ରେଷ୍ଟୁରାଣ୍ଟ୍ରେ ଘର ଭଳି ଖାଦ୍ୟ ମିଳୁଥିବା ସାଇନ୍ ବୋର୍ଡରେ ଲେଖା ହୋଇଥାଏ। ମାତ୍ର ଏହି ରେଷ୍ଟୁରାଣ୍ଟ୍ରେ ଶ୍ୱଶୁରଘର ଭଳି ଜ୍ୱାଇଁ ଭୋଜନ ମିଳୁଥିବା ନେଇ ଗ୍ଲୋ…
ଭାରତୀୟଙ୍କ ସହ ବାଇଡେନଙ୍କ ରହିଛି ଏମିତି ସମ୍ପର୍କ, ନିଜେ କରିଛନ୍ତି ଖୁଲାସା
ଓ୍ବାଶିଂଟନ,୧୭।୧ : ଜୋ ବାଇଡେନ ଜାନୁୟାରୀ ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଶପଥ ନେବେ। ଶପଥ ନେବା ପୂର୍ବରୁ ବାଇଡେନଙ୍କ ସମ୍ପର୍କରେ ନୂଆ ନୂଆ କଥା ସବୁ ସାମ୍ନାକୁ ଆସୁଛି। ଯାହାକି ଆମେରିକାରେ ଖୁବ୍ ଚର୍ଚ୍ଚା ହେଉଛି। ଏହି…
୩୦ ଦିନରେ ୭୮୨ ଥର ଭୂକମ୍ପ: ଲୋକେ ଆତଙ୍କିତ
ଜାକର୍ତ୍ତା,୧୭।୧: ଇଣ୍ଡୋନେସିଆରେ ଘଟିଥିବା ଭୂକମ୍ପରେ ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ୫୬ ଛୁଇଁଛି। ସେହିପରି ଏହି ଘଟଣାରେ ଆହତଙ୍କ ସଂଖ୍ୟା ୮୦୦ ଟପିଛି। ସୁରକ୍ଷା ଦୃଷ୍ଟିରୁ ୧୫ ହଜାରରୁ ଅଧିକ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଛି। ଲଗାତାର ଭୂକମ୍ପ ଯୋଗୁ ଲୋକଙ୍କ…
ନେତାଜୀଙ୍କ ସ୍ମୃତିରେ…
ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଏହି ନାଁ ହିଁ ଯଥେଷ୍ଟ ମନରେ ଦେଶପ୍ରୀତି, ଦେଶଭକ୍ତି ଜାଗ୍ରତ କରିବା ପାଇଁ। ଓଡ଼ିଶା ମାଟିରେ ଜନ୍ମିତ ଏହି ମହାନ୍ ରାଷ୍ଟ୍ରନାୟକ ଦେଶକୁ ସ୍ବାଧୀନତା ଦେବା ପାଇଁ ସହିଥିବା କଷ୍ଟ ଓ କରିଥିବା ତ୍ୟାଗକୁ ଆଜି…
ଆଜି ବି ରାଜ୍ୟରେ ୨୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜଣଙ୍କର ଜୀବନ ଗଲା
ଭୁବନେଶ୍ୱର,୧୭।୧(ବ୍ୟୁରୋ): ରବିବାର ରାଜ୍ୟରେ ୧୮୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୩୧୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୦୬ ଜଣ ଚିହ୍ନଟ…
ପ୍ରବଳ ଥଣ୍ଡାରେ କେ-୨ ଶୃଙ୍ଗ ଆରୋହଣ କରି ଇତିହାସ ରଚିଲେ ନେପାଳୀ ପର୍ବତାରୋହୀ
କାଠମାଣ୍ଡୁ,୧୭।୧: ଶୀତଦିନର ପ୍ରବଳ ଥଣ୍ଡାରେ ହିମାଳୟର କେ-୨ ଗିରିଶୃଙ୍ଗ ଆରୋହଣ କରି ୧୦ ଜଣ ନେପାଳୀ ପର୍ବତାରୋହୀ ଇତିହାସ ରଚିଛନ୍ତି। ଶୀତଦିନେ ଖରାପ ପାଗ ଯୋଗୁ ୮,୬୧୧ ମିଟର (୨୮,୨୫୧ ଫୁଟ) ଉଚ୍ଚ ଶିଖରରେ ପହଞ୍ଚିବା କଷ୍ଟକର ହୋଇଥାଏ। କାରାକୋରମ୍ ପର୍ବତର…
ଇତିହାସରେ ପ୍ରଥମ ଥର: ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ୮ ଟ୍ରେନ୍କୁ ଗ୍ରୀନ୍ ସିଗନାଲ
ନୂଆଦିଲ୍ଲୀ,୧୭ ।୧: ଗୁଜରାଟର କେବଡିୟାରେ ନିର୍ମାଣ କରାଯାଇଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆକାଶ ଛୁଆଁ ପ୍ରତିମାକୁ ବିଶ୍ୱ ପର୍ଯ୍ୟଟନ ନକ୍ସାରେ ସ୍ଥାନ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କେବଡିୟା ପର୍ଯ୍ୟନ୍ତ ୮ ଟେନ୍କୁ ଗ୍ରୀନ୍ ସିଗନାଲ ଦେଇଛନ୍ତି ।…
ବାଇଡେନ୍ଙ୍କ ପ୍ରଶାସନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ୨୦ ଭାରତୀୟ ବଂଶୋଦ୍ଭବ
ଓ୍ବାଶିଂଟନ,୧୭।୧: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଜାନୁୟାରୀ ୨୦ରେ ଶପଥ ନେବେ। ବାଇଡେନଙ୍କ ପ୍ରଶାସନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ଲାଗି ଇତିମଧ୍ୟରେ ୨୦ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ମନୋନୀତ କରାଯାଇଛି। ସେମାନଙ୍କ ମଧ୍ୟରେ ୧୩ ଜଣ…
Archives


