ବିବାହକୁ ନେଇ ମନରେ କାହିଁକି ଆସେ ଏମିତି ପ୍ରଶ୍ନ

ବିବାହ ଭଳି ପବିତ୍ର ବନ୍ଧନରେ ବାନ୍ଧିହେବା ପୂର୍ବରୁ ମନକୁ ଅନେକ ପ୍ରଶ୍ନ ଆସିଥାଏ। ଏହାକୁ ନେଇ ଉଭୟ ଝିଅ ଓ ପୁଅଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ। ତେବେ ପୁଅଙ୍କ ଅପେକ୍ଷା ଝିଅମାନେ ଏନେଇ ବେଶୀ ଚିନ୍ତିତ ଥା’ନ୍ତି। ନିଜ ପରିବାର ଲୋକଙ୍କୁ ଛାଡ଼ି ଅନ୍ୟ ଏକ ପରିବାରକୁ ନିଜର କରିବା, ସେମାନଙ୍କ ସହ ନିଜକୁ ଖାପଖୁଆଇ ଚଳିବା ଝିଅଙ୍କ ଲାଗି ସେତେଟା ସହଜ ହୋଇ ନ ଥାଏ। ତେବେ ଏ ନେଇ ସାଧାରଣତଃ ଝିଅଙ୍କ ମନକୁ ଅନେକ ପ୍ରଶ୍ନ ଆସିଥାଏ। ଜାଣନ୍ତୁ ଏ ସମ୍ପର୍କରେ…

ପରିଚୟକୁ ନେଇ ପ୍ରଶ ୍ନ:
ଅନେକ ଝିଅ ଭାବନ୍ତି ବିବାହବନ୍ଧନରେ ବାନ୍ଧି ହେଲେ ସେମାନଙ୍କ ପରିଚୟ ହଜିଯାଇଥାଏ। ମାତ୍ର ଏପରି ଭାବିବା ଭୁଲ୍‌ ହୋଇଥାଏ। ବିବାହ ପରେ ଅନ୍ୟ ଏକ ପରିଚୟ ଆପଣଙ୍କ ସହିତ ଯୋଡ଼ି ହୋଇଯାଇଥାଏ। ଏହା ସହ ଆପଣଙ୍କ ସ୍ବାମୀ ମଧ୍ୟ ଆପଣଙ୍କୁ ଏକ ନୂଆ ନାମରେ ସମ୍ବୋଧିତ କରିଥାନ୍ତି।

ରାଗିବାକୁ ନେଇ ପ୍ରଶ୍ନ:
ଅନେକ ସମୟରେ ହସ, ମଜା ମଧ୍ୟ ଭାରି ପଡ଼ିଥାଏ। ଏହି କାରଣକୁ ନେଇ ଯଦି ସ୍ବାମୀ ରାଗିଯା’ନ୍ତି ତେବେ ଝିଅମାନେ ଚିନ୍ତାରେ ପଡ଼ିଯା’ନ୍ତି। ମାତ୍ର ଏତେ ଚିନ୍ତା ନ କରି କିଛି ଗୀତ ସ୍ବାମୀଙ୍କୁ ଶୁଣାନ୍ତୁ। ସେ ନିଶ୍ଚେ ମାନିଯିବେ।

ମା’ଙ୍କ ପାଖେ ଅଭିଯୋଗ:
ନିଜ ପ୍ରଶଂସା ଶୁଣିବାକୁ ପ୍ରାୟ ସବୁ ଝିଅ ପସନ୍ଦ କରିଥାନ୍ତି। ସେମାନେ ଚାହିଁ ନ ଥାନ୍ତି ଶାଶୁଘର ଲୋକ ତାଙ୍କ ବିଷୟରେ ମା’ଙ୍କ ପାଖେ ଅଭିଯୋଗ କରନ୍ତୁ।

ଜିନିଷ ବାଣ୍ଟିବାକୁ ନେଇ ପ୍ରଶ୍ନ:
ଅନେକ ଝିଅ ଅଛନ୍ତି ଯେଉଁମାନେ ସେମାନଙ୍କ ଜିନିଷ ଅନ୍ୟ କାହାକୁ ବାଣ୍ଟିବାକୁ ପସନ୍ଦ କରି ନ ଥାନ୍ତି। ତେଣୁ ଏହାକୁ ନେଇ ସେମାନଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠିଥାଏ॥


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri