ଶାହାରୁଖଙ୍କ ସୁପରହିଟ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଥିଲେ ଜୁହି ଚାୱଲା: ଜାଣନ୍ତୁ କାହିଁକି

ବଲିଉଡ୍‌ ଅଭିନେତ୍ରୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥାଏ। ମାଧୁରୀ ଦୀକ୍ଷିତ ଏବଂ ଜୁହି ଚାୱଲାଙ୍କ ମଧ୍ୟରେ କିଛି ସମାନ ଘଣଟା ଘଟିଥିବା ଶୁଣିବାକୁ ମିଳିଥିଲା। ଯଦିଓ ସ୍ପଷ୍ଟ ଭାବେ ଏହି ଦୁଇ ଅଭିନେତ୍ରୀ ପରସ୍ପର ବିଷୟରେ କିଛି କହିନାହାଁନ୍ତି, ମାତ୍ର ୯୦ ଦଶକରେ ଉଭୟଙ୍କ ମଧ୍ୟରେ ଏକ ଫାଇଟ୍‌ ହୋଇଥିଲା। ଏ ନେଇ ଜୁହି ଚାଓ୍ବଲା ମଧ୍ୟ ବହୁତ କ୍ଷତି ସହିଥିଲେ। ତାଙ୍କୁ ସୁପରହିଟ ଫିଲ୍ମ ‘ଦିଲ ତୋ ପାଗଲ ହୈ ଅଫର୍‌ ଦିଆଯାଇଥିଲା, କିନ୍ତୁ ମାଧୁରୀଙ୍କ କାରଣରୁ ସେ ଏହି ଫିଲ୍ମରେ କାମ କରିବାକୁ ମନା କରିଦେଇଥିଲେ। ତେବେ ଜାଣନ୍ତୁ ସେ ସମ୍ପର୍କରେ।

ଉଭୟ ମାଧୁରୀ ଏବଂ ଜୁହି ସେମାନଙ୍କ ସମୟର ସୁପରହିଟ ହିରୋଇନ ଥିଲେ। ପ୍ରଶଂସକମାନେ ସେମାନଙ୍କୁ ପସନ୍ଦ କରୁଥିଲେ। ଏହି କାରଣରୁ ଉଭୟ ଅଭିନେତ୍ରୀ ସର୍ବାଧିକ ସଂଖ୍ୟକ ହିଟ୍‌ ଫିଲ୍ମର ଅଂଶ ହେବାକୁ ଚାହୁଁଥିଲେ। ତେବେ ଏକ ସାକ୍ଷାତକାରରେ ଜୁହି ନିଜେ କହିଛନ୍ତି, ସେ ଫିଲ୍ମ ‘ଦିଲ ତୋ ପାଗଲ ହୈ’ ରେ କାମ କରିବାକୁ ମନା କରି ଦେଇଛନ୍ତି।
ଜୁହି କହିଛନ୍ତି, କରିସ୍ମା କପୁରଙ୍କ ପୂର୍ବରୁ ତାଙ୍କୁ ଏହି ଭୂମିକା ପ୍ରଦାନ କରାଯାଇଥିଲା। ତେବେ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ଏହି ଫିଲ୍ମରେ ତାଙ୍କର ଭୂମିକା ଦ୍ୱିତୀୟ ଲିଡ ଏବଂ ମୁଖ୍ୟ ଭୂମିକାରେ ମାଧୁରୀ ଦୀକ୍ଷିତ ଥିଲେ। ସେ ଏହି ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀଙ୍କ ଘରେ ଅଗ୍ନିକାଣ୍ଡ

ବଲିଉଡ୍‌ର ‘ଦଙ୍ଗଲ’ ଗର୍ଲ ଫାତିମା ସାନା ଶେଖଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଅଗ୍ନିଶମ ବିଭାଗ ଠିକ୍‌ ସମୟରେ...

ସୁପରହିଟ୍‌ ଫିଲ୍ମରେ କାମ ନ କରି ପଶ୍ଚାତ୍ତାପ କରୁଛନ୍ତି ଏହି କଳାକାର

ବଲିଉଡ୍‌ର ୯୦ ଦଶକର ସୁପରହିଟ୍‌ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ ଏବଂ ‘ଦିଲ୍‌ ତୋ ପାଗଲ ହୈ’ ପାଇଁ ନିର୍ମାତାଙ୍କର ପ୍ରଥମ ପସନ୍ଦ ଥିଲେ ଜୁହି ଚାଓ୍ବଲା।...

ତକିଆ ଧରି ବୋଲ୍ଡ ହେଲେ ଜନ୍‌

ବଲିଉଡ୍‌ର ଆକ୍ସନ ହିରୋ ଜନ୍‌ ଆବ୍ରାହମ୍‌ ନିଜର ଫିଟ୍‌ ବଡ଼ିକୁ ଫିଲ୍ମ ହେଉ ଅବା ଫଟୋ ମାଧ୍ୟମରେ ପ୍ରଶଂସକଙ୍କ ସହ ଅଧିକାଂସ ସମୟରେ ଶେୟାର କରିଥାନ୍ତି।...

ଅକ୍ଷୟ କୁମାରଙ୍କ ସହିତ ସମ୍ପର୍କ ନେଇ ଚର୍ଚ୍ଚାରେ ଥିଲେ ଶିଳ୍ପା

ମୁମ୍ବାଇ, ୮।୬: ବଲିଉଡ୍‌ର ଖିଲାଡି ଗର୍ଲ ଶିଳ୍ପା ଶେଟ୍ଟି ଶନିବାର ୪୪ ବର୍ଷର ପଦାର୍ପଣ କରିଛନ୍ତି। ସେ ୧୯୭୫ ଜୁନ୍‌ ୮ରେ ମାଙ୍ଗାଲୋର୍‌ଠାରେ ଜନ୍ମଗ୍ରହଣ କରିଥିଲେ।...

କେହି ଟଙ୍କା ଲଗାଇବାକୁ ରାଜି ହେଲେନି; ୫ ଲକ୍ଷ କୃଷକଙ୍କ ଚାନ୍ଦାରେ ନିର୍ମାଣ ହୋଇଥିଲା ଏହି ସୁପରହିଟ୍‌ ଫିଲ୍ମ; କିଛି ଏଭଳି ଥିଲା…

ବମ୍ବେ: ସତୁରୀରୁ ଅଶୀ ଦଶକରେ ନିର୍ମିତ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ଫିଲ୍ମଗୁଡ଼ିକୁ ଆଜି ବି ପ୍ରଶଂସା କରାଯାଏ। ସେ ‘ଅଙ୍କୁର’ ହେଉ ଅବା ‘ନିଶାନ୍ତ’, ‘ମଣ୍ଡି’,...

ଦର୍ଶକଙ୍କୁ ପସନ୍ଦ ଆସିଲା ଅକ୍ଷୟ-ମାନୁଷିଙ୍କ ଖୁବ୍ ସୁନ୍ଦର କେମେଷ୍ଟ୍ରି

ମୁମ୍ବାଇ: ବଲିଉଡ ମୁଭି ‘ପୃଥ୍ୱିରାଜ’ର ଟ୍ରେଲର ରିଲିଜ୍ ହୋଇ ସାରିଛି । ଏବେ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ବଢି ଯାଇଛି । ଟ୍ରେଲରରେ...

ବଲିଉଡ୍‌ରେ ଫ୍ଲପ୍‌ ହେଲେ ବାଂଲାଦେଶୀ ଫିଲ୍ମର ସୁପରଷ୍ଟାର

ବଲିଉଡ୍‌ର ଜଣାଶୁଣା ଅଭନେତା ଚଙ୍କି ପାଣ୍ଡେ ଅନେକ ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ତାଙ୍କୁ ସେତେଟା ସଫଳତା ମିଳିଲା ନାହିଁ। ମାତ୍ର ସେ ବାଂଲାଦେଶୀ...

ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ ପୂଜା: ୪୪ ବର୍ଷରେ ବି ଅଛନ୍ତି ଫିଟ୍‌

ବଲିଉଡ୍‌ର ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ପୂଜା ବତ୍ରା। ଆଜି ଅର୍ଥାତ୍‌ ଅକ୍ଟୋବର ୨୭ ହେଉଛି ପୂଜାଙ୍କ ଜନ୍ମଦିନ। ୧୯୭୬ ମସିହାରେ...

Advertisement
Archives

Model This Week