Home Left

ଏପ୍ରିଲରେ ହେବ ଆସାମ ବିଧାନସଭା ନିର୍ବାଚନ

ଗୁଆହାଟି,୨୦।୧: ଏପ୍ରିଲରେ ଆସାମ ବିଧାନସଭା ନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ବୁଧବାର ସୂଚନା ଦେଇଛନ୍ତି। ରଙ୍ଗୋଲି ବିହୁ ପର୍ବ ଏବଂ ଦଶମ ଓ ଦ୍ୱାଦଶ ସିବିଏସ୍‌ଇ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲରେ ବିଧାନସଭା…

ମମତାଙ୍କ ପାଇଁ କାହିଁକି ନନ୍ଦିଗ୍ରାମ ଗୁରୁତ୍ୱପୂର୍ଣ୍ଣ ?

ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୀତି ପୂରା ସରଗରମ ହୋଇଉଠିଛି। ଆଗାମୀ ନିର୍ବାଚନରେ ନନ୍ଦିଗ୍ରାମ ସିଟ୍‌ରେ ହିଁ ଛିଡ଼ା ହେବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କର ଏହି ଘୋଷଣାରୁ ଜଣାପଡ଼ୁଛି ବର୍ତ୍ତମାନ କର-ବା-ମର ସ୍ଥିତିରେ ଛିଡ଼ା ହୋଇଛନ୍ତି…

୫ ଲକ୍ଷ କୃଷକଙ୍କ ଚାନ୍ଦାରେ ନିର୍ମାଣ ହୋଇଥିଲା ଏହି ଲୋକପ୍ରିୟ ଫିଲ୍ମ: କାରଣ ଜାଣିଲେ..

ବମ୍ବେ: ସତୁରୀରୁ ଅଶୀ ଦଶକରେ ନିର୍ମିତ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ଫିଲ୍ମଗୁଡ଼ିକୁ ଆଜି ବି ପ୍ରଶଂସା କରାଯାଏ। ସେ ‘ଅଙ୍କୁର’ ହେଉ ଅବା ‘ନିଶାନ୍ତ’, ‘ମଣ୍ଡି’, ସବୁଥିରେ କିଛି ଅଲଗା କରିବାକୁ ଚେଷ୍ଟା କରିଥାନ୍ତି ଶ୍ୟାମ। ୧୯୭୬ରେ ତାଙ୍କର ଏକ ଫିଲ୍ମ…

ଶପଥ ନେବା ପୂର୍ବରୁ ଭାବୁକ ହେଲେ ବାଇଡେନ

ଓ୍ବାଶିଂଟନ,୨୦।୧ : ଆଜି ଅର୍ଥାତ୍‌ ଜାନୁୟାରୀ ୨୦ରେ ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଶପଥ ନେବେ। ମାତ୍ର ଏହା ପୂର୍ବରୁ ବାଇଡେନ ତାଙ୍କ ପୁଅ ଏବଂ ଘର କଥା ମନେ ପକାଇ କାନ୍ଦି ପକାଇଛନ୍ତି। ଭାରତୀୟ ସମୟ ଅନୁସାରେ…

୧.୧ କୋଟି ଲୋକଙ୍କ ସ୍ବପ୍ନ ପୂରଣ କରିବେ ରାଷ୍ଟ୍ରପତି

ଓ୍ବାଶିଂଟନ୍‌,୨୦।୧:ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ପଦ ସମ୍ଭାଳିବାକୁ ଯାଉଥିବା ଜୋ ବାଇଡେନ୍‌ ଆପ୍ରବାସୀଙ୍କ ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ଯାଉଛନ୍ତି। ବାଇଡେନ୍‌ ନିଜ ପ୍ରଥମ କାର୍ଯ୍ୟକାଳର ପ୍ରଥମ ଦିନ ଆପ୍ରବାସୀ ବିଲ୍‌କୁ ମଞ୍ଜୁରୀ ଦେଇପାରନ୍ତି। ଫଳରେ ଆମରେିକାରେ ବିନା ଆଇନଗତ ସ୍ବୀକୃତି…

୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମଦ ଲୁଟ୍‌

ଗଞ୍ଜାମ,୨୦।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ହୁବଟେଶ୍ୱର ରାସ୍ତାରେ ଥିବା ବିଦେଶୀ ମଦ କାଉଣ୍ଟରରୁ ବଡ଼ ଧରଣର ଲୁଟ ହୋଇଥିବା ଜଣା ପଡିଛିl ଖବରପାଇ ଏଏସ୍‌ପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ, ରମ୍ଭାଥାନା ଆଇଆଇସି କୃଷ୍ଣ…

୮ ମାସ ଧରି କରୋନା ସହ ଲଢୁଥିଲେ ପାଇଲଟ, ସ୍ତ୍ରୀଙ୍କ ପାଇଁ ପାଇଲେ ନୂଆ ଜୀବନ

କରୋନା ମହାମାରୀ ବେଶ୍‌ କିଛି ଲୋକଙ୍କ ଜୀବନଙ୍କୁ ପ୍ରଭାବିତ କରିଛି। ଏହି ମହାମାରୀ ଚାଲିଥିବା ସମୟରେ କିଛି ଲୋକଙ୍କ ଅଦମ୍ୟ ସାହସ ମଧ୍ୟ ସାମ୍ନାକୁ ଆସିଛି। ଏମିତି ଏକ ଘଟଣା ଲଣ୍ଡନର ଜଣେ ପାଇଲଟ୍‌ଙ୍କ କ୍ଷେତ୍ରରେ ଘଟିଛି। ଗତ ୮ ମାସ…

ଗାବା ମଇଦାନରେ ‘ଭାରତ ମାତା କି ଜୟ’ ନାରା ଦେଲେ ଅଷ୍ଟ୍ରେଲିୟ ପ୍ରଶଂସକ: ଭିଡିଓ ଭାଇରାଲ ପରେ..

ଗାବା,୨୦।୧: ଭାରତୀୟ କ୍ରିକେଟ ଇତିହାସରେ ଜାନୁଆରୀ ୧୯ ସ୍ମରଣୀୟ ହୋଇ ରହିବ। ବ୍ରିସ୍‌ବେନ୍‌ରେ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ଟିମ୍‌ର ୩୨ ବର୍ଷ ଧରି ଜିତୁଥିବା ରେକର୍ଡ ଉପରେ ରୋକ ଲଗାଇଛି। ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ଦମ୍‌ଦାର ବିଜୟ ସହ…

ରବି ଶାସ୍ତ୍ରୀଙ୍କ ଆଖିରେ ଲୁହ

ସାଧାରଣତଃ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ସର୍ବଦା ବେଶ୍‌ ଗମ୍ଭୀର ଥାନ୍ତି। ନିଜ ଭାବପ୍ରବଣତାକୁ କେବେ ସେ ଜାହିର୍‌ କରନ୍ତି ନାହିଁି। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଯୁବ ଦଳ ଐତିହାସିକ ବିଜୟ ପରେ ରବି ଶାସ୍ତ୍ରୀ…

୧୧୩ ବର୍ଷୀୟା ଜେଜେମାଙ୍କ ପାଇଁ ନାତିଙ୍କ ଭାଗ୍ୟ ବଦଳିଲା

କୁହାଯାଏ, ନିର୍ବାଚନରେ ଗୋଟିଏ ଭୋଟ ବି ମୂଲ୍ୟବାନ। କେହି ଗୋଟିଏ ଭୋଟ୍‌ରେ ରାଜା ହୋଇ ଯାଆନ୍ତି ତ ଆଉ କିଏ ହାରିଯାଆନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁଣେରେ। ଜଣେ ଜେଜେମାଙ୍କର ଗୋଟିଏ ମାତ୍ର ଭୋଟ ତାଙ୍କ ନାତିଙ୍କୁ…

ପ୍ରଶଂସାରେ ଶତମୁଖ ହେଡ୍‌ କୋଚ୍‌: କହିଲେ, ‘ରିଷଭ ତୁମେ ଯେଉଁଭଳି ଖେଳୁଛ ହୃଦ୍‌ଘାତ ହୋଇଯିବ’

ଗାବା,୨୦।୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍‌ ଇଣ୍ଡିଆର ଦମ୍‌ଦାର ବିଜୟ ପରେ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ ଖେଳାଳିଙ୍କ ମନୋବଳ ବଢ଼ାଇଥିଲେ। ଡ୍ରେସିଂ ରୁମ୍‌ରେ ସେ ଦେଇଥିବା ଭାଷଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିସିସିଆଇ ପକ୍ଷରୁ…

ଭାରତକୁ ପ୍ରଶଂସାରେ ପୋତି ପକାଇଲା ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡ

ମେଲବୋର୍ଣ୍ଣ, ୨୦।୧:ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ପରେ ଭାରତୀୟ ଦଳକୁ ଚାରିଆଡୁ ପ୍ରଶଂସା ମିଳିଛି। ଭାରତୀୟ ଦଳର ସାହସ, ଦୃଢତା ଏବଂ ଦକ୍ଷତା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ବୁଧବାର ଭାରତୀୟ ଦଳକୁ ପ୍ରଶଂସା କରିଛି। ବୋର୍ଡ (ବିସିସିଆଇ) କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri