୫୩ ଦେଶରେ ଭାରତ ଭାରିଆଣ୍ଟ

ନୂଆଦିଲ୍ଲୀ,୨୭ା୫: ଭାରତୀୟ ଭାରିଆଣ୍ଟ କୁହାଯାଉଥିବା କୋଭିଡ୍‌-୧୯ର ବି.୧.୬୧୭ ରୂପ ୫୩ ଦେଶକୁ ବ୍ୟାପିଥିବା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ଏହାସହ ଅନ୍ୟ ୭ ଦେଶରେ ମଧ୍ୟ ଏହି ଭାରିଆଣ୍ଟ ଦେଖାଯାଇଥିବା ନେଇ ବେସରକାରୀ ଭାବେ ସୂଚନା ହସ୍ତଗତ ହୋଇଥିବା ନେଇ ବୁଧବାର ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ପ୍ରକାଶିତ ସାପ୍ତାହିକ ରିପୋର୍ଟରେ ଦର୍ଶାଯାଇଛି। ଏହି ଭାରିଆଣ୍ଟ ଅଧିକ ବେଗରେ ବ୍ୟାପୁଥିବା ଏଥିରେ କୁହାଯାଇଥିବାବେଳେ ରୋଗର ଗମ୍ଭୀରତା ତଥା ସଂକ୍ରମଣଜନିତ ରିସ୍କ କେତେ ରହିଛି ସେ ନେଇ ଅନୁସନ୍ଧାନ ଚାଲିଥିବା ଡବ୍ଲ୍ୟୁଏଚ୍‌ଓ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ଜୀବନ ସହ ଖେଳୁଛି ଚାଇନା: ବିନା ଟ୍ରାଏଲରେ ୧୦ ହଜାର ଲୋକଙ୍କୁ ଦେଲା କରୋନା ଟିକା!

ବେଜିଂ,୨୮ ।୯: ଗୋଟିଏ ପଟେ କରୋନା ସଂକ୍ରମଣରେ ସାରା ବିଶ୍ୱ ଦୋହଲି ଯାଇଥିବା ବେଳେ ଅନ୍ୟପଟେ ଏହି ମହାମାରୀ କବଳରୁ ରକ୍ଷା ପାଇବାକୁ ଟିକା ପ୍ରସ୍ତୁତି...

ଭାରତ କଥାକୁ ଏବେ ଗୁରୁତ୍ୱ ଦେଇ ଶୁଣୁଛି ବିଶ୍ୱ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୯: ବୈଦେଶିକ ମନ୍ତ୍ରୀ ଭାବେ ଏସ୍‌ ଜୟଶଙ୍କର ଶହେ ଦିନ ପୁରଣ କରିଛନ୍ତି। ଏହି ଅବସରରେ ସେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଏବେ ଭାରତ...

ବର୍ଷକୁ ୧୦୦ ହାତୀଙ୍କ ଜୀବନ ଯାଉଛି

ନୂଆଦିଲ୍ଲୀ, ୧୧।୮(ପି.ଟି.): ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ ଲାଗି ରହିଛି। ଏହି ଲଢ଼େଇରେ ବର୍ଷକୁ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଏବଂ ୧୦୦ ହାତୀ ପ୍ରାଣ...

ସୁମନ ଯୋଜନା: ଗର୍ଭବତୀଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର

ନୂଆଦିଲ୍ଲୀ,୧୨।୧୦: ଗର୍ଭବତୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସୁମନ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ଗର୍ଭବତୀଙ୍କ ସମସ୍ତ ଖର୍ଚ୍ଚ ସରକାର...

ନାଶନାଲ ଟେକ୍ନୋଲୋଜି ଡେ’ରେ ପ୍ରଧାନମନ୍ତ୍ରୀ ମୋଦି କିଛି ବୈଜ୍ଞାନିକ ପରିଯୋଜନାର କଲେ ଶିଳାନ୍ୟାସ

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଶନାଲ ଟେକ୍ନୋଲୋଜି ଡେ’ ଅବସରରେ କିଛି ବୈଜ୍ଞାନିକ ପରିଯୋଜନାର ଶିଳାନ୍ୟାସ କରିବା ସହ ସ୍ମାରକ ଡାକଟିକେଟ ଓ ମୁଦ୍ରା ଉନ୍ମୋଚନ...

ତାଜମହଲ ପାଖରେ ଟର୍ମିନାଲ ପାଇଁ ମଞ୍ଜୁରୀ…

ନୂଆଦିଲ୍ଲୀ,୧୮।୧ : ବର୍ତ୍ତମାନ ଖେରିଆରେ ଅବସ୍ଥିତ ଆଗ୍ରା ବିମାନବନ୍ଦରରୁ ଅଧିକ ବିମାନ ଚଳାଚଳ କରିବାକୁ ସକ୍ଷମ ହେବ। ଏହାର ପୂର୍ବ ଆଦେଶରେ ସଂଶୋଧନ କରି ସୁପ୍ରିମକୋର୍ଟ...

୨ ବର୍ଷରେ ୧,୫୦୦ କୋଟି ଲୁଟ୍‌

ନୂଆଦିଲ୍ଲୀ, ୨୦।୨: ‘ପ୍ରିୟ ଏସ୍‌ବିଆଇ ୟୁଜର୍‌, ଆପଣଙ୍କ ଆକାଉଣ୍ଟ ଆଜି ବ୍ଲକ୍‌ ହୋଇଯିବ। ଦୟାକରି ଆପଣଙ୍କ ପାନ୍‌ କାର୍ଡ ତୁରନ୍ତ ଅପ୍‌ଡେଟ୍‌ କରନ୍ତୁ। ଏଠାରେ କ୍ଲିକ୍‌...

ଡ୍ରାଇଭର ସିଟ୍‌ରେ ଭାଜପା

ପାଟନା/ନୂଆଦିଲ୍ଲୀ,୧୧ା୧୧: ବିହାର ବିଧାନସଭା ନିର୍ବାଚନକୁ ନେଇ ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ର ଭବିଷ୍ୟବାଣୀ ଭୁଲ୍‌ ପ୍ରମାଣିତ ହୋଇଛି। ଭୋଟ ଗଣତି ଶେଷ ପର୍ଯ୍ୟାୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ...

Advertisement
Archives

Model This Week