୧୫୦ ବର୍ଷ ବଞ୍ଚି ପାରିବ ମଣିଷ, ପ୍ରକାଶ ପାଇଲା ରିପୋର୍ଟ..

ସିଙ୍ଗାପୁର,୨୭।୫: ଜଣେ ମଣିଷ ସର୍ବାଧିକ କେତେ ବର୍ଷ ବଞ୍ଚିପାରିବ। ପୃଥିବୀରେ ସବୁଠାରୁ ବୟସ୍କ ବ୍ୟକ୍ତିଙ୍କ ବର୍ଷ ୧୧୪ ଅବା ୧୧୬ ରହିଛି। ତେବେ ନେଚର କମ୍ୟୁନିକେଶନ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଜଣେ ମଣିଷ ସର୍ବାଧିକ ୧୫୦ ବର୍ଷ ଜୀବିତ ରହିପାରିବ। ସିଙ୍ଗାପୁରର ବୈଜ୍ଞାନିକ ମଣିଷର ସର୍ବାଧିକ ବୟସ ମାପିବା ପାଇଁ ଏକ ପ୍ରକାର ସ୍ବତନ୍ତ୍ର ଇଣ୍ଡିକେଟର ପ୍ରସ୍ତୁତ କରିଛନ୍ତି। ଏହାକୁ ଡାୟନାମିକ୍‌ ଅର୍ଗାନିଜିମ୍‌ ଷ୍ଟେଟ୍‌ ଇଣ୍ଡିକେଟର କୁହାଯାଉଛି। ଏହା ଅନ୍ତର୍ଗତ ରକ୍ତର ସ୍ବତନ୍ତ୍ର ପରୀକ୍ଷା କରାଯାଇ ସର୍ବାଧିକ ଜୀବିତ ରହିବା ବୟସ ହିସାବ କରାଯାଇପାରିବ। ଏହା ସହିତ ପାରିପାର୍ଶ୍ୱିକ ସ୍ଥିତି ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରର ସୁସ୍ଥତାକୁ ମଧ୍ୟ ବିଚାର ପରିସର ଭୁକ୍ତ କରାଯିବ। ବୈଜ୍ଞାନିକ ବୟସ ସମ୍ପର୍କିତ ମାପଦଣ୍ଡ ଏବଂ ଟାଜେକ୍ଟୋରୀକୁ ସିଙ୍ଗଲ୍‌ ମ୍ୟାଟ୍ରିକ୍ସ୍‌ ଆଧାରରେ ହିସାବ କରାଯାଇପାରିବ। ବୟସ ବଢ଼ିବା ସହିତ ଶରୀରର ବିଭିନ୍ନ ଅଙ୍ଗ କିପରି ଭାବେ କାର୍ଯ୍ୟ କରୁଛି ତାହାକୁ ଅନୁଧ୍ୟାନ କରାଯାଇ ସର୍ବାଧିକ ବର୍ଷ ହିସାବ କରାଯିବ। ଏହା ସହିତ ଡିଏନ୍‌ଏ ବିଭାଜନ ସ୍ଥିତିରୁ ମଧ୍ୟ ଜୀବିତ ରହିବା ସମୟ ସମ୍ପର୍କରେ ଆବଶ୍ୟକ ତଥ୍ୟ ମିଳିପାରିବ। ସେହିପରି କମ୍ପ୍ଲିଟ୍‌ ବ୍ଲଡ୍‌ କାଉଣ୍ଟ୍‌ ଦ୍ୱାରା ବ୍ୟକ୍ତିଙ୍କ ଜୀବିତ ରହିବା ସମୟ ଆକଳନ କରାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri