ଭୁଟାନ, ମାଳଦ୍ୱୀପରେ ପହଞ୍ଚିଲା ଭାରତୀୟ ଟିକା
ନୂଆଦିଲ୍ଲୀ, ୨୧।୧: ଭାରତ ସରକାରଙ୍କ ଟିକା ମୈତ୍ରୀ ଆରମ୍ଭ ହୋଇଛି। ନୂଆଦିଲ୍ଲୀ ପଠାଇଥିବା ୧,୫୦,୦୦୦ କୋଭିଶିଲ୍ଡ ଟିକା ବୁଧବାର ଭୁଟାନରେ ପହଞ୍ଚିଛି । ଭାରତର ‘ପଡୋଶୀ ପ୍ରଥମ’ ନୀତିର ଏହା ଏକ ଉଦାହରଣ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଟୁଇଟ୍…
ବଜେଟ ଅଧିବେଶନ: ୩୦ରେ ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ, ୨୧।୧(ପି.ଟି.): ସଂସଦର ବଜେଟ ଅଧିବେଶନ ଜାନୁୟାରୀ ୨୯ରୁ ଆରମ୍ଭ ହେଉଥିବାବେଳେ ୩୦ରେ ସର୍ବଦଳୀୟ ବୈଠକ ଡକାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା କରିବେ। ସରକାର ଆଣିବାକୁ ଥିବା ବିଧେୟକଗୁଡିକର କାର୍ଯ୍ୟସୂଚୀ ଉପରେ ଉକ୍ତ ବୈଠକରେ ଆଲୋଚନା କରାଯିବ…
ବ୍ରହ୍ମପୁତ୍ରରେ ଚାଇନାର ବନ୍ଧ ନିର୍ମାଣ ଉଦ୍ୟମ
ନୂଆଦିଲ୍ଲୀ, ୨୧।୧(ପି.ଟି.): ତିବ୍ବତର ମେଡୋଙ୍ଗଠାରେ ବ୍ରହ୍ମପୁତ୍ର ନଦୀରେ ଚାଇନା ନଦୀବନ୍ଧ ନିର୍ମାଣ ସହ ସୁପର ହାଇଡ୍ରୋ ପାଓ୍ବାର ପ୍ଲାଣ୍ଟ ସ୍ଥାପନ ଉଦ୍ୟମ କରୁଛି। ବେଜିଂର ଏଭଳି ଉଦ୍ୟମକୁ ଭାରତ ପକ୍ଷରୁ ନିନ୍ଦା କରାଯାଇଛି। ନଦୀବନ୍ଧ ନର୍ମାଣ ତଳମୁଣ୍ଡରେ ଥିବା ଭାରତ ଓ…
ବେତନ ପାଇବା ମୌଳିକ ଅଧିକାର: ହାଇକୋର୍ଟ
ନୂଆଦିଲ୍ଲୀ, ୨୧।୧(ଆଇଏଏନ୍ଏସ୍): ବେତନ ଗ୍ରହଣ କରିବା ଏକ ମୌଳିକ ଅଧିକାର। ଭାରତୀୟ ସମ୍ବିଧାନରେ ଏହା ପ୍ରତିଷ୍ଠାପିତ ହୋଇଥିବା ଦିଲ୍ଲୀ ହାଇକୋର୍ଟ ବୁଧବାର କହିଛନ୍ତି। ଦିଲ୍ଲୀ ପୌର ନିଗମ ଏହାର କର୍ମଚାରୀମାନଙ୍କୁ ବେତନ ଓ ପେନ୍ସନ ଦେଇ ନ ଥିବାରୁ ଅଦାଲତ ଏହାକୁ…
ହିନ୍ଦୀରେ ଟୁଇଟ୍ କରି ଭାରତକୁ ସତର୍କ କରାଇଲେ ପିଟରସନ
ନୂଆଦିଲ୍ଲୀ,୨୧।୧(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ଟେଷ୍ଟ ସିରିଜ ବିଜୟ ପାଇଁ ଉତ୍ସବ ମନାଇବାକୁ ଭାରତୀୟ କ୍ରିକେଟ ଦଳକୁ ପରାମର୍ଶ ଦେଇଛନ୍ତି ଇଂଲଣ୍ଡ ପୂର୍ବତନ ଷ୍ଟାର କ୍ରିକେଟର ତଥା ଅଧିନାୟକ କେଭିନ୍ ପିଟରସନ। କିନ୍ତୁ ଏଥିସହ ସତର୍କ ରହିବାକୁ ମଧ୍ୟ ଚେତାଇ ଦେଇଛନ୍ତି।…
ପାର୍କିଂ ବ୍ୟବସ୍ଥା ଭୁଲିଛି ପୌରପାଳିକା
ଅନୁଗୋଳ ଅଫିସ, ୨୧।୧: ବଢ଼ୁଛି ଅନୁଗୋଳ ସହର, ବଜାର। ଲୋକ ସଂଖ୍ୟାରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ ହେଉଛି। ତଦନୁଯାୟୀ ସହରରେ ବାଇକ୍ ଓ ଚାରି ଚକିଆ ଗାଡ଼ି ବୃଦ୍ଧି ପାଉଥିଲେ ମଧ୍ୟ ପାର୍କିଂ ପାଇଁ ଆବଶ୍ୟକ ସ୍ଥାନ ନାହିଁ। ବିଶେଷକରି…
ୟୁଏସ୍ ଶେୟାର ବଜାରରେ ବାଇଡେନ୍ ଲହରି
ନୂଆଦିଲ୍ଲୀ: ଜୋ ବାଇଡେନ୍ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରଠାରୁ ଶପଥ ଗ୍ରହଣ କରିବା ପୂର୍ବ ସମୟ ଯାଏ ଆମେରିକା ଶେୟାର ବଜାର ରେକର୍ଡ ସ୍ତରରେ ରହିଥିଲା। ବିଶ୍ୱ ସ୍ତରର ରିସର୍ଚ୍ଚ ସଂସ୍ଥା ସିଏଫ୍ଆର୍ଏ ମୁତାବକ ଏହି ସମୟରେ ଏସ୍…
ଭାରତୀୟଙ୍କ ଲାଗି ସୁଯୋଗ
ନୂଆଦିଲ୍ଲୀ: ଜୋ ବାଇଡେନ୍ ଆମେରିକା ରାଷ୍ଟ୍ରପତି ହେବା ପରେ ସେଠାକୁ ଯାଇ କାମ କରିବା ଏବଂ ନାଗରିକତା ଗ୍ରହଣ କରିବାକୁ ଚାହୁଁଥିବା ଭାରତୀୟଙ୍କ ଲାଗି ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି। ବାଇଡେନ୍ ଏକ ଇମିଗ୍ରେସନ ବିଧେୟକ ଆଣିବାକୁ ଯାଉଛନ୍ତି।…
ଆଇପିଏଲ୍-୧୪: ସ୍ମିଥ୍ଙ୍କୁ ଛାଡ଼ିଲା ରାଜସ୍ଥାନ, ସାମସନ ଅଧିନାୟକ
ନୂଆଦିଲ୍ଲୀ,୨୧।୧(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଫ୍ରାଞ୍ଚାଇଜ୍ଗୁଡିକ ଅଣ୍ଡର ପରଫର୍ମର ଖେଳାଳିମାନଙ୍କୁ ଛାଡିଛନ୍ତି। ଏନେଇ ଦଳଗୁଡିକ ରିଲିଜ୍ ତାଲିକା ପ୍ରକାଶିତ କରିଛନ୍ତି। କେତେକ ସୁପରଷ୍ଟାରଙ୍କୁ ଦଳଗୁଡିକ ଛାଡିଥିବା ବେଳେ ଯୁବ ଖେଳାଳିମାନଙ୍କୁ ବଜାୟ ରଖିଛନ୍ତି। ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ଷ୍ଟିଭ୍…
୨ ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର,୨୧ା୧(ବ୍ୟୁରୋ):ଦୁର୍ନୀତି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ, କର୍ତ୍ତବ୍ୟରେ ଅବହେଳା ଆଦି କାରଣରୁ ବାଲେଶ୍ୱର ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ କୁଲଡ଼ିହା ବନ୍ୟପ୍ରାଣୀ ରେଞ୍ଜ୍ର ସହକାରୀ ବନ ସଂରକ୍ଷକ (ଏସିଏଫ୍) ଲକ୍ଷ୍ମଣ ପ୍ରଧାନ ଓ ସୁନ୍ଦରଗଡ଼ ବିଶ୍ରା ରେଞ୍ଜ୍ର ଫରେଷ୍ଟର ଭରତ କୁମାର ଘଡ଼େଇଙ୍କୁ…
ରାଜ୍ୟସ୍ତରୀୟ ପେନ୍ସନ, ଭବିଷ୍ୟନିଧି ଅଦାଲତ
ଭୁବନେଶ୍ୱର,୨୧।୧(ବ୍ୟୁରୋ):ଭୁବନେଶ୍ୱରସ୍ଥିତ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟସ୍ତରୀୟ ପେନ୍ସନ ଓ ଭବିଷ୍ୟନିଧି ଅଦାଲତ ଏ.ଜି. ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ମହାଲେଖାକାର ବିଭୁଦତ୍ତ ବସନ୍ତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଦାଲତରେ ରାଜ୍ୟର ବିଭିନ୍ନ ଜିଲାରୁ ୧୫୦ଜଣ ଅବସରପ୍ରାପ୍ତ ସରକାରୀ…
ଓଡ଼ିଆ ଭାଷା ପ୍ରଚାର ଲାଗି ବାହାର ରାଜ୍ୟ ଗସ୍ତ କରିବ ଗୃହ କମିଟି
ଭୁବନେଶ୍ୱର,୨୧।୧(ବ୍ୟୁରୋ):ଓଡ଼ିଶାର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କ ସମସ୍ୟା ଅନୁଧ୍ୟାନ ତଥା ତା’ର ପ୍ରତିକାର ପାଇଁ ସୁପାରିଶ କରିବାକୁ ଗଠିତ ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ…
Archives


