ଗଞ୍ଜାମରେ ନକଲି କୋଲ୍ଡ ଡିଙ୍କ୍ସ କାରଖାନା ଠାବ, ମାଲିକଙ୍କୁ ଉଠାଇ ଆଣିଲା ପୋଲିସ
ବ୍ରହ୍ମପୁର ଅଫିସ , ୨୬।୧ – ଗଞ୍ଜାମ ଜିଲାର ସହର ଓ ସହର ତଳି ଅଞ୍ଚଳରୁ ନକଲି ସାମଗ୍ରୀ ପ୍ରସ୍ତୁତ କାରଖାନା ଠାବ ହେବା ବନ୍ଦ ହେଉନାହିଁ। ଖାଦ୍ୟ ନା ’ରେ ବିକ୍ରି ହେଉଛି ଚକଚକିଆ ପ୍ୟାକେଟ। ହେଲେ ଖୋଳପା ଭିତରେ…
ଟ୍ରେନ ମିସ୍ କରିଥିବା ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରାଇବ ରେଳବାଇ
ନୂଆଦିଲ୍ଲୀ,୨୬ା୧- ରାଜଧାନୀରେ କୃଷକଙ୍କ ଟ୍ରାକ୍ଟର ରାଲି ଯୋଗୁ ମଙ୍ଗଳବାର ରାତି ୯ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଷ୍ଟେଶନରେ ଟ୍ରେନ ମିସ୍ କରିଥିବା ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ। ଏ ନେଇ ଘୋଷଣା କରିଛି ଉତ୍ତରାଞ୍ଚଳ ରେଳବାଇ (ସିପିଆରଓ) । ଏହି ଅର୍ଥ…
ସାଧାରଣତନ୍ତ୍ର ଦିବସରେ ଭାରତର ପ୍ରଥମ ବିଜୟ, କୋହଲିଙ୍କ ଯୋଗୁ ମିଳିଥିଲା ଐତିହାସିକ ଉପଲବ୍ଧି
ନୂଆଦିଲ୍ଲୀ,୨୬।୧: ଭାରତ ପାଇଁ ୨୬ ଜାନୁୟାରୀ ଏକ ଐତିହାସିକ ଦିନ। ଏହି ଦିନ ମଇଦାନରେ ମିଳିଥିବା ସଫଳତା ବେଶ ଗୁରୁତ୍ୱ ରଖିଥାଏ। ସେଭଳି ଗୋଟିଏ ହେଉଛି କ୍ରିକେଟ୍ ମ୍ୟାଚ୍। ସାଧାରଣତନ୍ତ୍ର ଦିବସରେ କେବେ ଭାରତ ପ୍ରଥମ ଥର ପାଇଁ କେବେ ଜିତିଥିଲା…
‘କୋରାପୁଟ ଜିଲାର ବିକାଶ ଏବେ ଶୀର୍ଷରେ’
କୋରାପୁଟ,୨୬ା୧: ଭାରତର ସ୍ବାଧୀନତା ଆନ୍ଦୋଳନରେ କୋରାପୁଟ ଜିଲାର ଅବଦାନ ଅତୁଳନୀୟ। କୋରାପୁଟସ୍ଥିତ ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏହା କହିଛନ୍ତି। ମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ…
କୃଷକ ଆନ୍ଦୋଳନ: ହରିୟାଣାରେ ହାଇ ଆଲର୍ଟ
ଚଣ୍ଡିଗଡ,୨୬ା୧- ସାଧାରଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଟ୍ରାକ୍ଟର ପରେଡ୍ ବେଳେ ଦିଲ୍ଲୀରେ ଘଟିଥିବା ହିଂସାକୁ ନେଇ ପଡୋଶୀ ହରିୟାଣାରେ ହାଇ ଆଲର୍ଟ ଜାରି କରାଯାଇଛି। ହରିୟାଣା ଡିଜିପି ମନୋଜ ଯାଦବ ରାଜ୍ୟର ସମସ୍ତ ଜିଲାରେ ହାଇ ଆଲର୍ଟ ଜାରି କରିଛନ୍ତି। ଏଥିସହିତ…
ସଂଗ୍ରାମୀଙ୍କୁ ମନେ ପକାଇଲେ ମନ୍ତ୍ରୀ
ନବରଙ୍ଗପୁର,୨୬ା୧: ନବରଙ୍ଗପୁର ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ପାଳିତ ହୋଇଛି। ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ…
କୃଷକଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ,୨୬ା୧- ଦିଲ୍ଲୀ ଛାଡ଼ି ସୀମାକୁ ଫେରି ଆସିବାକୁ କୃଷକଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ନୂଆ ଚାଷୀ ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଗତ ନଭେମ୍ବରଠାରୁ ଚାଲିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିବାକୁ କହିଛନ୍ତି। ହିଂସା କଦାପି ଗ୍ରହଣୀୟ…
କର୍ଲାମୁଣ୍ଡାର ଗୌରବ ସୌମ୍ୟାରାଣୀ: ପ୍ରଥମ ମହିଳା ଭାବେ ଯୋଗଦେବେ ସିଆର୍ପିଏଫ୍ରେ
କର୍ଲାମୁଣ୍ଡା,୨୬ା୧: କଳାହାଣ୍ଡି ଜିଲା କର୍ଲାମୁଣ୍ଡାର ଝିଅ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆର୍ପିଏଫ୍)ରେ ଯୋଗଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ହେଲେ ବ୍ଲକ ଅନ୍ତର୍ଗତ ସର୍ଗୁଲ ଗ୍ରାମର ପ୍ରଭାତ କୁମାର ହୋତା ଓ ଶାନ୍ତିପ୍ରିୟା ହୋତାଙ୍କ ଝିଅ ସୌମ୍ୟରାଣୀ ହୋତା (୨୦)।…
ସ୍ପିନ୍ ନ କରିବି ବିପକ୍ଷ ଟିମ୍କୁ ଅଡୁଆରେ ପକାଉଥିଲେ ଏହି ଭାରତୀୟ ଅଫ୍ ସ୍ପିନର! ଆଜି ପାଳୁଛନ୍ତି ଜନ୍ମଦିନ
ନୂଆଦିଲ୍ଲୀ,୨୬।୧: ଜାନୁୟାରୀ ୨୬ରେ ଜନ୍ମ ନେବାକୁ ଭାରତୀୟମାନେ ସୌଭାଗ୍ୟ ବୋଲି ମନେ କରନ୍ତି। ଭାରତୀୟ କ୍ରିକେଟରେ ଏଭଳି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଏହି ସ୍ବତନ୍ତ୍ର ଦିନରେ ଜନ୍ମଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଶିବଲାଲ ଯାଦବ ଜଣେ। ସେ ଏଭଳି ଜଣେ…
ଗୋରାସେତୁରେ ପ୍ରଥମ ଥର ଉଡ଼ିଲା ତ୍ରିରଙ୍ଗା
ଚିତ୍ରକୋଣ୍ଡା,୨୬ା୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ଆନନ୍ଦର ସହ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ପଣଷପୁଟ ପଞ୍ଚାୟତ ଗୋରାସେତୁଠାରେ ବିଏସ୍ଏଫ୍ କ୍ୟାମ୍ପ ପ୍ରତିଷ୍ଠା ହେବାପରେ ପ୍ରଥର ଥର ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଯୋଡ଼ାମ୍ବ…
ସାଧାରଣତନ୍ତ୍ର ପରେଡ : ଅଯୋଧ୍ୟାର ରାମ ମନ୍ଦିରର ମଡେଲ ଦେଖି ଛିଡ଼ା ହେଲେ ଭକ୍ତ
ନୂଆଦିଲ୍ଲୀ,୨୬ା୧- ଦେଶର ୭୨ତମ ସାଧାରଣତନ୍ତ୍ର ପରେଡରେ ଦେଖିବାକୁ ମିଳିଛି ଅଯୋଧ୍ୟାରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିରର ମଡେଲ। ଏହା ଦେଖି ମଙ୍ଗଳବାର ସକାଳେ ରାଜପଥରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ଦର୍ଶକମାନେ ଛିଡ଼ା ହୋଇ ତାଳି ମାରିଥିଲେ।…
ଘରେ ସମାନ ବୟସର ଝିଅ ଥିବା ସତ୍ତ୍ୱେ ଏହି କ୍ରିକେଟରଙ୍କୁ ରହିବାକୁ ଦେଇଥିଲେ କୋଚ୍: ଏପରି ବଦଳିଗଲା ଭାଗ୍ୟ
ମୁମ୍ବାଇ,୨୬।୧: ଅଷ୍ଟ୍ରେଲିଆ ଗସ୍ତ ପରେ ମୁମ୍ବାଇ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର କ୍ରିକେଟ ପ୍ରଶଂସକଙ୍କ ପାଇଁ ପରିଚିତ ନାମ ପାଲଟିଛନ୍ତି। ଗାବା ଟେଷ୍ଟରେ ନିଜର ଅଲ୍ରାଉଣ୍ଡ ପ୍ରଦର୍ଶନକୁ ନେଇ ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏହାପରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ…
Archives


