Posted inଜାତୀୟ

ଅପରାହ୍ନ ୫ରେ ଦେଶକୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ,୭।୬: କରୋନାର ଦ୍ୱିତୀୟ ଲହରରେ ନୂଆ ସଂକ୍ରମଣ ହ୍ରାସ ପାଇବା ପରେ ଆଜି ଦେଶର ଅନେକ ସ୍ଥାନରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୫ରେ ଦେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ପିଏମ୍‌ଓ ଦ୍ୱାରା ଏନେଇ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ତେବେ ପ୍ରଧାନମନ୍ତ୍ରୀ କ’ଣ କହିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ଅନଲକ ପରେ କରୋନା ନିୟମ ଅନୁସରଣ କରିବା ସହ ଟିକାକରଣ ସମ୍ବନ୍ଧରେ ସରକାରଙ୍କ ପ୍ରୟାସ ବିଷୟରେ ପ୍ରଧାନମନ୍ତ୍ରୀ କହିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଟଙ୍କା ମହଙ୍ଗା ହେଲା ଡିଜେଲ୍‌

ନୂଆଦିଲ୍ଲୀ,୨୦।୩: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବାର ପ୍ରଭାବ ଏବେ ବହୁଳ ବ୍ୟବହାରକାରୀଙ୍କ ଉପରେ ପଡିଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ବହୁଳ ବ୍ୟବହାରକାରୀଙ୍କ...

ଛତିଶଗଡ଼ କଂଗ୍ରେସରେ କନ୍ଦଳ, ଲଗାତାର ଦିଲ୍ଲୀ ପହଞ୍ଚୁଛନ୍ତି ବିଧାୟକ

ନୂଆଦିଲ୍ଲୀ,୨ ।୧୦: ଛତିଶଗଡ଼ରେ ଅଢେଇ ବର୍ଷିୟା ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ମଧ୍ୟରେ ଛତିଶଗଡ଼ର ବିଧାକମାନେ ଲଗାତାର ଦିଲ୍ଲୀ ଗସ୍ତ କରୁଥିବା ଜଣାପଡିଛି । ଶନିବାର...

ଭାରତରେ ଶ୍ରୀଲଙ୍କା ସ୍ଥିତି ଆଶଙ୍କା ! ସଚିବଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ ନେଇ ନାନା ପ୍ରଶ୍ନ…

ନୂଆଦିଲ୍ଲୀ, ୪।୪ : ଭାରତ ମଧ୍ୟ ଶ୍ରୀଲଙ୍କା ପରି ଆର୍ଥିକ ସଙ୍କଟର ସମ୍ମୁଖୀନ ହେବ କି ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସଚିବମାନଙ୍କର ଏକ...

ପର୍ଯ୍ୟଟକଙ୍କ ଗାଡ଼ି ପଛରେ ୨ କିମି ଗୋଡ଼ାଇଲା ସିଂହ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ବେଙ୍ଗାଲୁରୁ,୧୬।୧୦: କର୍ନାଟକର ବେଲ୍ଲାରି ଜିଲାରେ ଥିବା ଅଟଳ ବିହାରୀ ବାଜପେୟୀ ଜାତୀୟ ପ୍ରାଣୀ ଉଦ୍ୟାନରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ସିଂହ ସଫାରିରେ...

୮୫ ପ୍ରତିଶତ ମୁସଲମାନ ପିଏଫଆଇ ନିଷିଦ୍ଧ ଘୋଷଣା ନେଇ ଖୁସି…

ନୂଆଦିଲ୍ଲୀ, ୨୯।୯ : ପସମାନ୍ଦା ମୁସଲିମ ବର୍ଗ ପକ୍ଷରୁ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ନିଷିଦ୍ଧ ଘୋଷଣାକୁ ସ୍ବାଗତ କରାଯାଇଛି। ଏନେଇ ସେମାନେ ଖୁସି...

ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୩: ମାର୍ଚ୍ଚ ପହିଲାରୁ ମହଙ୍ଗା ହେଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର। ତେବେ ସିଲିଣ୍ଡର ମୂଲ୍ୟ ୧୦୫ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ...

‘କଙ୍ଗନାଙ୍କ ଗାଲଠାରୁ ଅଧିକ ଚିକ୍କଣ ହେବ ରାସ୍ତା’

ରାଞ୍ଚି,୧୫।୧: ଝାଡ଼ଖଣ୍ଡର ଜାମତରା ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ବିଧାୟକ ଇରଫାନ୍‌ ଅନସାରୀ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା...

ବ୍ଲାକ୍‌ ଆଉଟ୍‌ ଆଶଙ୍କା

ନୂଆଦିଲ୍ଲୀ/ ଭୁବନେଶ୍ୱର,୧୧।୧୦ (ବ୍ୟୁରୋ): ଦେଶର ପ୍ରାୟ ୭୦% ବିଦ୍ୟୁତ୍‌ ଚାହିଦା କୋଇଲାରୁ ପୂରଣ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ପାଓ୍ବାର ପ୍ଲାଣ୍ଟଗୁଡ଼ିକ ସାଧାରଣତଃ ୧୫ରୁ ୩୦...

Advertisement
Archives

Model This Week