Posted inଫୁରସତ

ପାଣିକୁ ଦେଖି କୁକୁରର କି ଖୁସି, ଧରିବା ପାଇଁ କରୁଛି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କୁକୁରକୁ ଦେଖିବାକୁ ମିଳୁଛି। କୁକୁରଟି ରାସ୍ତାକଡ଼ ସୁଇମିଂ ପୁଲ୍‌ରେ ଖେଳୁଥିବା ନଜର ଆସୁଛି। ଉପରୁ ପଡ଼ୁଥିବା ପାଣିକୁ ଧରିବା ପାଇଁ ସେ ବାହାରକୁ ଆସି ପୁଣିଥରେ କୁଣ୍ଡକୁ ଡେଉଁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ରି ଟୁଇଟକରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ କ୍ରାନ୍ତି ମୈଦାନ

ମୁମ୍ବାଇସ୍ଥିତ ଯେଉଁ ମୈଦାନ ବା ପଡିଆରେ ଗାନ୍ଧିଜୀ ଭାରତ ଛାଡ ଆନ୍ଦୋଳନର ନାରାବାଜି ଦେଇଥିଲେ, ତାହା ପରବର୍ତ୍ତୀ ସମୟରେ ଅଗଷ୍ଟ କ୍ରାନ୍ତି ମୈଦାନ ଭାବେ ଜଣାଗଲା।...

‘ସ୍ମାଇଲ୍‌’ ବହୁଳ ବ୍ୟବହୃତ ଇମୋଜି: ନିର୍ମାତା କିଏ ଜାଣନ୍ତୁ

ପ୍ରତିବର୍ଷ ଜୁଲାଇ ୧୭କୁ ‘ଇମୋଜି ଡେ’ ଭାବେ ପାଳନ କରାଯାଏ । ୨୦୧୪ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିକାଲିର ସମୟରେ ମେସେଜର ବହୁଳ ବ୍ୟବହାର...

ଏକଲାପଣ ଦୂର କରିବାକୁ ଘରକୁ ଏକ କୁକୁର ଆଣିଥିଲେ ଯୁବକ, ସତ ଜଣାପଡ଼ିଲା ପରେ ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ଚାଇନାର ଜଣେ ଯୁବକ ଏକଲାପଣ ଦୂର କରିବା ପାଇଁ ଘରକୁ ଏକ କୁକୁର ଆଣିଥିଲେ। ମାତ୍ର ଏହାର ଠିକ୍‌ ୩ ଦିନ ପରେ ତାଙ୍କ ସହ...

ବନ୍ଧା ହୋଇ ମଧ୍ୟ କ୍ରିକେଟ୍‌ ଖେଳୁଛି ହାତୀ: ନାଦି ଦେଉଛି ଛକା, ଚାରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଦାମୀ ବଙ୍ଗଳାରେ ରହୁଛନ୍ତି ୨ ବିଲେଇ: ମାସକୁ ଘରଭଡ଼ା ୧ ଲକ୍ଷ

ଗୃହପାଳିତ ପଶୁ ଦାମୀ କାରରେ ବୁଲିବା ସାଧାରଣ କଥା। କିନ୍ତୁ ୨ଟି ବିଲେଇ ଏକ ଦାମୀ ବଙ୍ଗଳାରେ ଭଡ଼ା ଘରେ ରହୁଛନ୍ତି। ଏହି ଘରର ଭଡ଼ା...

ନାଗକୁ ଦେଖିବା ପରେ ଏପରି ସାମ୍ନା କଲେ ନେଉଳ ପଲ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ବାଘ-ଭାଲୁ ମଧ୍ୟରେ ଲଢେଇ ତ ଆଉ କେତେବେଳେ ହାତୀ-ହାତୀ ମଧ୍ୟରେ ଲଢେଇ ବର୍ତ୍ତମାନ ନାଗ...

ଆନ୍ତର୍ଜାତିକ ନ୍ୟାୟ ଦିବସ: ବିଶ୍ୱରେ ଶାନ୍ତି, ସୁରକ୍ଷା ସୁନିଶ୍ଚିତ କରେ

ପ୍ରତିବର୍ଷ ଜୁଲାଇ ୧୭ ଆନ୍ତର୍ଜାତିକ ନ୍ୟାୟ ଦିବସ ଭାବେ ପାଳନ କରାଯାଇଥାଏ। ବିଶ୍ୱରେ ଏବେ ଅପରାଧକୁ ପ୍ରତିହତ କରିବା ପାଇଁ ନ୍ୟାୟ ପ୍ରକ୍ରିୟାରେ ଉଲ୍ଲେଖନୀୟ ପରିବର୍ତ୍ତନ...

ଏହି ପେଣ୍ଟିଂକୁ ହଟାଯାଇଥିଲା ପ୍ରଦର୍ଶନୀରୁ: ଜାଣନ୍ତୁ କାହିଁକି

ବିଶ୍ୱର ଏପରି କିଛି ଭୟଭୀତ ପେଣ୍ଟିଂ ଅଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ ବୋଲି କୁହାଯାଏ। ଏହାକୁ ଦେଖିଲେ ଯେ, କେହିବି ଭୟ...

Advertisement


Archives

Model This Week