ଓସ୍କାର ଦୌଡ଼ରେ ବିଦ୍ୟା ବାଲନଙ୍କ ଫିଲ୍ମ
ନୂଆଦିଲ୍ଲୀ, ୪ା୨- ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଶର୍ଟ ଫିଲ୍ମ ‘ନଟଖଟ’ ଓସ୍କାର ୨୦୨୧ ବେଷ୍ଟ ଶର୍ଟ ଫିଲ୍ମ କ୍ୟାଟେଗୋରୀରେ ସାମିଲ ହୋଇଛି। ଏହି ଶର୍ଟ ଫିଲ୍ମରେ ବିଦ୍ୟା ପ୍ରଡ୍ୟୁସର ଭାବେ ପଦାର୍ପଣ କରିଛନ୍ତି। ନଟଖଟ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମସାନ…
କୋର୍ଟ ପରିସରରେ କନ୍ନଡ ଲେଖକଙ୍କ ଉପରେ କାଳି ମାଡ଼ କଲେ ଓକିଲ
ବେଙ୍ଗାଲୁରୁ, ୪ା୨- ଏକ ମାମାଲର ଶୁଣାଣି ପାଇଁ ବେଙ୍ଗାଲୁରୁସ୍ଥିତ କୋର୍ଟ ଆସିଥିବାବେଳେ କନ୍ନଡ ଲେଖକ କେ. ଏସ୍. ଭଗଓ୍ବାନଙ୍କ ଉପରେ କାଳି ମାଡ଼ କରାଯାଇଛି। ଜଣେ ମହିଳା ଓକିଲ କାଳି ମାଡ଼ କରିଥିଲେ, ଯାହାର ଭିଡିଓ ଭାଇରାଲ ହୋଇଛି ସୋସିଆଲ ମିଡିଆରେ।…
ପାଳଗଦା ନିଆଁରେ ଜଳିଗଲେ ୨ ଭଉଣୀ
ଟିକିର/ରାୟଗଡ଼ା ଅଫିସ,୪ା୨: ରାୟଗଡ଼ା ଜିଲା କାଶୀପୁର ବ୍ଲକ ଲାକରସି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଥଣ୍ଡାରେ ନିଆଁ ପୁଇଁବା ବେଳ ଜଳିଯାଇଛନ୍ତି ୨ ଭଉଣୀ। ସେମାନେ ହେଲେ ଦୁର୍ଯ୍ୟୋଧନ ମାଝିଙ୍କ ଝିଅ କୁମାରୀ(୫) ଏବଂ ବିଦ୍ୟା(୩)। ସୂଚନା ଅନୁଯାୟୀ,…
ଶାହା ନୁହେଁ ଏହି କ୍ରିକେଟରଙ୍କୁ ଦିଆଯିବ ସୁଯୋଗ: କୋହଲି
ନୂଆଦିଲ୍ଲୀ,୪।୨: ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ମହେନ୍ଦ୍ର ସିଂହ ଧୋନୀ ସନ୍ୟାସ ନେବା ପରେ ଭାରତୀୟ କ୍ରିକେଟ ଟିମ୍ର ଉଇକେଟକିପର କିଏ ହେବ ସେ ନେଇ ଚର୍ଚ୍ଚା ଜାରି ରହିଛି। ପ୍ରାରମ୍ଭିକ ସମୟରେ ରିଦ୍ଧିମାନ ଶାହାଙ୍କ ଅନୁଭବକୁ ନେଇ ତାଙ୍କୁ ପ୍ରାଥମିକତା ଦିଆଯାଇଥିଲା। ହେଲେ…
୪ର୍ଥ ଥର ପ୍ଲାଜ୍ମା ଦାନ କଲେଣି ଯବାନ
ଛତ୍ରପୁର,୪।୨: ଅଗସ୍ତିନୂଆଗାଁ ସ୍ଥିତ ଛତ୍ରପୁର ଅଷ୍ଟମ ବାଟାଲିୟନର ସିପାହୀ (୭୬୧) କେ. ଯୁଧିଷ୍ଠିର ରାଓ ଚତୁର୍ଥ ଥର ପାଇଁ ପ୍ଲାଜ୍ମା ଦାନ କରିଛନ୍ତି। ଗୁରୁବାର ଏମ୍କେସିଜି ମେଡିକାଲ କଲେଜରେ ସେ ପ୍ଲାଜ୍ମା ଦେଇଛନ୍ତି। ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ବାଟାଲିୟନ…
ଉପଅଧିନାୟକ ରାହାନେଙ୍କ ସହ ସମ୍ପର୍କକୁ ନେଇ ସ୍ପଷ୍ଟ କଲେ କୋହଲି, କହିଲେ…
ନୂଆଦିଲ୍ଲୀ,୪।୨: ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭାରତର କାମଚଳା ଅଧିନାୟକ ଦାୟିତ୍ୱ ସମ୍ଭାଳିଥିବା ଅଜିଙ୍କ୍ୟ ରାହାନେ ବେଶ୍ ପ୍ରଶଂସିତ ହୋଇଥିଲେ। ନିଜର ଶାନ୍ତ ସ୍ବଭାବ ସାଙ୍ଗକୁ ଖେଳାଳି ଚୟନରେ ଉତ୍କୃଷ୍ଟ ପ୍ରଦର୍ଶନକୁ ନେଇ ଦଳ ୨-୧ରେ ସିରିଜ ଜିତିଥିଲା। ଏବେ ବିରାଟ କୋହଲି…
ଟଙ୍କା ଚୋରି ଅଭିଯୋଗରେ ଶ୍ରମିକଙ୍କୁ ଅକଥନିୟ ନିର୍ଯ୍ୟାତନା ଦେଲେ ୪ ବ୍ୟକ୍ତି
ଚେନ୍ନାଇ, ୪ା୨- ତାମିଲନାଡୁର ଆମ୍ମେପେଟାଇ ଜିଲାର ଥାନଜାବୁରରୁ ଏକ ହୃଦୟ ଥରା ଭିଡିଓ ଭାଇରାଲ ହୋଇଛି। ଟଙ୍କା ଚୋରି ଅଭିଯୋଗରେ ରାହୁଲ ନାମକ ଜଣେ ଦଳିତ ଶ୍ରମିକଙ୍କୁ ୪ ଜଣ ଦେଇଛନ୍ତି ଅକଥନିୟ ନିର୍ଯ୍ୟାତନା। ଜଣେ ଅଭିଯୁକ୍ତ ଦଳିତ ବ୍ୟକ୍ତିର ମୁଣ୍ଡକୁ…
ସୁନ୍ଦରଗଡ଼: ଟ୍ରେନ୍ ଧକ୍କାରେ ୨ ହାତୀ ମୃତ
ରାଉରକେଲା ଅଫିସ,୪।୨: ସୁନ୍ଦରଗଡ଼ ଜିଲା ବିଶ୍ରା ବନ ବିଭାଗ ଅଧୀନ ମହିପାଣି ନିକଟରେ ବୁଧବାର ବିଳମ୍ବିତ ରାତିରେ ଟ୍ରେନ୍ ଧକ୍କାରେ ଦୁଇଟି ହାତୀଙ୍କ ମୃତ୍ୟୁ ହୋଇଛି। ହାଓଡ଼ା-ମୁମ୍ବାଇ ରେଳପଥର ଭାଲୁଲତା ଓ ଜରେଇକେଲା ରେଳଷ୍ଟେଶନ ମଝି ମହିପାଣି ନିକଟରେ ହାତୀପଲ ରେଳଧାରଣା…
ଦୁଇ ବର୍ଷ ଧରି ଖେଳି ନାହାନ୍ତି, ହେଲେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଏହି କ୍ରିକେଟରଙ୍କୁ ଖେଳାଇବାକୁ ଦାବି କରୁଛନ୍ତି…
ନୂଆଦିଲ୍ଲୀ,୪।୨: ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ମୁକାବିଲା। ନିକଟରେ ଅଷ୍ଟ୍ରେଲିଆକୁ ଘରୋଇ ମଇଦାନରେ ପରାଜିତ କରି ଫେରିଥିବା ଭାରତୀୟ ଦଳ ଏହି ସିରିଜ ଖେଳିବାକୁ ପ୍ରସ୍ତୁତ ରହିଛି। ଅଧିନାୟକ ବିରାଟ କୋହଲି ଏହି ସିରିଜରେ ଛୋଟବଡ଼ ପରିବର୍ତ୍ତନ କରିବା…
ପିଲା ଚୋର ସନ୍ଦେହରେ ମାନସିକ ବିକାରଗ୍ରସ୍ତଙ୍କୁ ବାନ୍ଧିଲେ
ଧାମନଗର,୪।୨ – ଗତ କିଛିଦିନ ଧରି ଗ୍ରାମାଞ୍ଚଳରେ ପିଲା ଚୋରି ଗୁଜବ ଚାଲିଥିବାରୁ ବିଭିନ୍ନ ଗଁାରେ ବୁଲାବୁଲି କରୁଥିବା ନିରୀହ ମାନସିକ ବିକାରଗ୍ରସ୍ତ ଲୋକଙ୍କ ମାଡ଼ ଗାଳିର ଶିକାର ହେଉଛନ୍ତି। କେତେକ ସ୍ଥାନରେ ହାବୁଡ଼ରେ ପଡ଼ିଥିବା ଏଭଳି ମାନସିକ ବିକାରଗ୍ରସ୍ତଙ୍କୁ ମାଡ଼…
ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଜିଆର୍ଏସ୍ଙ୍କ ଆତ୍ମାହୁତି ଉଦ୍ୟମ
ବାସୁଦେବପୁର,୪।୨(ଡି.ଏନ.ଏ.): ୧୦ ମାସର ବକେୟା ଦରମା ନ ମିଳିବାରୁ ପ୍ରତିବାଦରେ ଜଣେ ଜିଆର୍ଏସ୍ ଓ ତାଙ୍କ ସ୍ତ୍ରୀ ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଗୁରୁବାର ପୂର୍ବାହ୍ନରେ ଭଦ୍ରକ ଜିଲା ବାସୁଦେବପୁର ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଏଭଳି ଅଭାବନୀୟ ଘଟଣା…
ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଏହି ପରିବା: ଏଭଳି କରନ୍ତୁ ସେବନ
ବର୍ତ୍ତମାନ ଜୀବନଶୈଳୀ ନେଇ ଡାଇବେଟିସ ବା ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହେଲାଣି। ଫଳରେ ଏହି ରୋଗୀଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବାଠାରୁ ଦୂରେଇ ରହିବା ଲାଗି କୁହାଯାଉଛି। ଏକାଧିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବାରୁ ରୋଗୀଙ୍କୁ ସତର୍କ ରହିବାକୁ…
Archives


