Home Left

ପ୍ରଥମେ ନୂଆ ରିଂ ରୋଡ୍‌, ବ୍ୟବସାୟୀଙ୍କୁ ଥଇଥାନ

କୋଣାର୍କ,୫।୨(ଡି.ଏନ୍‌.ଏ): ଖୁବଶୀଘ୍ର ବିଶ୍ୱ ପ୍ରସିଦ୍ଧ କୋଣାର୍କ ନୂଆ ରୂପ ନେବାକୁ ଯାଉଛି। ଏଥିପାଇଁ କୋଣାର୍କ ସୌନ୍ଦର୍ଯ୍ୟକରଣ ଯୋଜନାରେ କାର୍ଯ୍ୟ ବଣ୍ଟନ କରାଯାଇଥିବାବେଳେ ଗୁରୁବାର ଏ ନେଇ ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ…

ବିବାହ କରିବାକୁ ଯାଉଛନ୍ତି ଆଉ ଜଣେ କ୍ରିକେଟର୍‌, ନିର୍ବନ୍ଧ ସମ୍ପନ୍ନ

ନୂଆଦିଲ୍ଲୀ,୫।୨: ଆଇପିଏଲ ୨୦୨୦ରେ ତାଙ୍କ ପ୍ରଦର୍ଶନ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ରାହୁଲ ତେୱଟିଆଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ସୋସିଆଲ ମିଡିଆରେ ଫଟୋ ଶେୟାର କରି ହରିୟାଣା ଅଲରାଉଣ୍ଡର ଏହି ସୂଚନା ସେୟାର କରିଛନ୍ତି। ରାହୁଲ ଆଇପିଏଲରେ କିଙ୍ଗସ ଏକାଦଶ…

ସାଇତିଛନ୍ତି ୬୦ ଦେଶର ୪୫୦ ମୁଦ୍ରା, ୧୯ ନୋଟ୍‌

କଟକ ଅଫିସ,୫।୨: ସମସ୍ତଙ୍କର ସ୍ବପ୍ନ ଭିନ୍ନ ଭିନ୍ନ। ନିଜର ସ୍ବପ୍ନକୁ ସାକାର କରିବା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି। ସେହିଭଳି ଏକ ସ୍ବପ୍ନ ଦେଖିଥିଲେ କଟକ ଜିଲା ବିରିବାଟିସ୍ଥିତ ଡିହସାହି ଗ୍ରାମର ଦିବ୍ୟଜ୍ୟୋତି ଜେନା(୨୦)। କମ୍‌ ବୟସରେ ସେ ୬୦ଟି ଦେଶର…

ମଜୁରି ଲାଗୁଥିବା କୁସ୍ତିଯୋଦ୍ଧାଙ୍କ ସହାୟତା ପାଇଁ ହାତ ବଢ଼ାଇଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୫।୨ – ମଜୁରିଆ ଭାବେ କାର୍ଯ୍ୟ କରୁଥିବା ମଧ୍ୟପ୍ରଦେଶର ଜଣେ କୁସ୍ତିଯୋଦ୍ଧା ସନ୍ନି ଯାଦବଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ୨.୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛି। ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକ ଲାଗି ଟ୍ରେନିଂ ଏବଂ ପ୍ରସ୍ତୁତି ପାଇଁ ଆବଶ୍ୟକ…

ଗାଜିପୁର ରୋଡରେ ତଥାପି ରହିଛି ଲୁହାକଣ୍ଟା

ଗାଜିପୁର,୫।୨: ଉତ୍ତର ପ୍ରଦେଶ-ଦିଲ୍ଲୀର ଗାଜିପୁର ସୀମାରେ ନୂଆ କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନକୁ ବାହ୍ୟ ଯୋଗାଯୋଗରୁ ବିଚ୍ଛିନ୍ନ କରିବା ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ରାସ୍ତାରେ ଲଗାଯାଇଛି ଲୁହାକଣ୍ଟା। ସୋସିଆଲ ମିଡିଆରେ ଗୁରୁବାର ଲୁହାକଣ୍ଟା ଉଠାଯାଉଥିବାର କିଛି ଫଟୋ…

ହଜିଛି ନିଯୁକ୍ତି ଚାବି:ଆଶାୟୀଙ୍କ ସ୍ବପ୍ନକୁ ଧୂଳିସାତ୍‌ କରିଛି ବଜେଟ

ନୂଆଦିଲ୍ଲୀ,୫ା୨କୋଭିଡ୍‌-୧୯ ଭୂତାଣୁର ମୁକାବିଲା ପାଇଁ ଗତ ମାର୍ଚ୍ଚ ମାସରୁ ଲଗାତର ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଭଳି କଠୋର ପଦକ୍ଷେପ ନିଆଯାଇଥିଲା। ଏହି ତାଲାବନ୍ଦୀ ଯୋଗୁ ଦୋକାନ ବଜାର କଳକାରଖାନା ଆଦି ବନ୍ଦ ହୋଇଯିବା ପରେ କୋଟି କୋଟି ଲୋକ ଜୀବିକା ହରାଇ…

ଦିଲ୍ଲୀ ପୋଲିସ ମାମଲା ଦାଏର କରିବା ପରେ ଗ୍ରେଟା କହିଲେ କିଛି ଭୟ ନାହିଁ

ନୂଆଦିଲ୍ଲୀ, ୫ା୨:ନଭେମ୍ବର ୨୬ରୁ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ଲକ୍ଷାଧିକ ଚାଷୀ କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡ଼ିବସିଛନ୍ତି। କୃଷକଙ୍କୁ ଦମନ କରିବାକୁ ଯାଇ ଦିଲ୍ଲୀ ପୋଲିସ କଣ୍ଟାର ତାରବାଡ଼ ଦେଇ ସିମେଣ୍ଟ କଂକ୍ରିଟ୍‌ରେ ଆନ୍ଦୋଳନସ୍ଥଳକୁ ଆବଦ୍ଧ…

ଚକୋଲେଟରେ ତିଆରି ମୋଟରସାଇକେଲ

ଯଦି ଇନଷ୍ଟାଗ୍ରାମରେ ଆପଣ ପେଷ୍ଟ୍ରି ସେଫ୍‌ ଆମାଉରି ଗୁଇଚନ୍‌ଙ୍କ ଫଲୋଅର୍ସ ଅଛନ୍ତି, ତେବେ ଶୀର୍ଷକ ବୁଝି ପାରୁଥିବେ। ଗୋରିଲା, ଟେଲିସ୍କୋପ, କମ୍ପାସ ପରେ ଏବେ ଚକୋଲେଟରେ ମୋଟରସାଇକେଲ ତିଆରି କରିଛନ୍ତି ଏହି ସେଫ୍‌। ମୋଟରସାଇକେଲର କୋଣଅନୁକଣରେ ଚକୋଲେଟ ହିଁ ଚକୋଲେଟ୍‌। ହେଡଲାଇଟ୍‌ଠାରୁ…

ପେଟ୍ରୋଲ ୩୪, ଡିଜେଲ ୩୭ ପଇସା ବଢ଼ିଲା

ଭୁବନେଶ୍ୱର,୫।୨:ଗତ ୭ ଦିନ ହେବ ତେଲ ଦର ବୃଦ୍ଧିରେ ବିରତି ପରେ ଗୁରୁବାର ପୁଣି ଥରେ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୩୪ ପଇସା ଏବଂ ଡିଜେଲ ୩୭ ପଇସା ବଢ଼ିଥିବା ନଜରକୁ ଆସିଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ…

ନିଆଁ ପୁଇଁବା ହେଲା କାଳ:ଜଳିଗଲେ ୨ ଭଉଣୀ

ଟିକିରି/ରାୟଗଡ଼ା ଅଫିସ,୫ା୨(ଡି.ଏନ୍‌.ଏ.):ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ ଲାକରସି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଥଣ୍ଡାରେ ନିଆଁ ପୁଇଁବାବେଳେ ଜଳିଯାଇଛନ୍ତି ୨ ଭଉଣୀ। ଦୁହେଁ ହେଲେ ଗାଁର ଦୁର୍ଯ୍ୟୋଧନ ମାଝିଙ୍କ ଝିଅ କୁମାରୀ(୫) ଏବଂ ବିଦ୍ୟା(୩)। ସୂଚନା ଅନୁଯାୟୀ, ଦୁର୍ଯ୍ୟୋଧନ…

ରେଲଓ୍ବେ ଲାଗି ଓଡ଼ିଶାକୁ ୬୯୯୫ କୋଟି

ଭୁବନେଶ୍ୱର: ବଜେଟ ୨୦୨୧-୨୨ରେ ଓଡିଶାକୁ ବ୍ୟୟ ବରାଦ ବୃଦ୍ଧି କରାଯାଇଛି। ୨୦୨୦-୨୧ରେ ରାଜ୍ୟକୁ ୫୭୫୯.୬୪ କୋଟି ଟଙ୍କା ମିଳିଥିବା ବେଳେ ଚଳିତ ବର୍ଷ ବଜେଟରେ ଏହା ୬୯୯୫.୫୮ କୋଟି ଟଙ୍କାକୁ ବଢିଛି। ପାଣ୍ଠି ଅଭାବ ଯୋଗୁ ଯେଭଳି କୌଣସି ପ୍ରକଳ୍ପ କାମ…

କରୋନା ଟିକା ନେବାପରେ ପିଅନ୍ତୁ ନାହିଁ ମଦ!

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଯେଉଁମାନେ କୋଭିଡ-୧୯ ଭ୍ୟାକ୍ସିନ ବା ଟିକା ନେଉଛନ୍ତି ସେମାନେ ମଦ ପିଇବା ଉଚିତ ନୁହେଁ । କାରଣ ମଦ ଶରୀରର ରୋଗ ପ୍ରତିରୋଧ କ୍ଷମତାକୁ କମ କରିବା ସହ ଟିକାର ପ୍ରଭାବରେ ବାଧା ସୃଷ୍ଟି କରିପାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri