Home Left

ସାମ୍ନାକୁ ଆସିଲା ଧୋନୀଙ୍କ ନୂଆ ଲୁକ୍‌

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟରୁ ସନ୍ୟାସ ନେବା ପରେ ଅଧିକାଂଶ ସମୟ ନିଜର ହୋମ୍‌ ଟାଉନ୍‌ ରାଞ୍ଚିରେ ବିତାଉଛନ୍ତି। ବିଗତ କିଛି ଦିନ ହେବ ସେ ରାଞ୍ଚିରେ ଥିବା ନିଜ ଫାର୍ମ ହାଉସ୍‌ରେ ଚାଷ କରୁଛନ୍ତି।…

ବଡ଼ଝିଅ ଦେଲେ ମୁଖାଗ୍ନି

ମାଲକାନଗିରି,୯।୨ (ଡି.ଏନ୍‌.ଏ.): ପୁଅ ପରି ମଧ୍ୟ ଜଣେ ଝିଅ ସବୁ କିଛି ଦାୟିତ୍ୱ ସୂଚାରୁରୂପେ ତୁଲାଇପାରେ। ଉଡାଜାହାଜରେ ଆକାଶରେ ଉଡିବାଠାରୁ ଆରମ୍ଭ କରି ପାଣିରେ ପହଁରିବା ପର୍ଯ୍ୟନ୍ତ ସବୁ ଅସମ୍ଭବକୁ ସମ୍ଭବ କରିପାରେ ଝିଅ। ଏପରି ଏକ ନଜିର ସୋମବାର ମାଲକାନଗିରି…

ରବି ଶଙ୍କରଙ୍କୁ ବିଶ୍ୱ ନାଗରିକତା ରାଜଦୂତ ସମ୍ମାନ

ନୂଆଦିଲ୍ଲୀ,୯।୨: ଆଧ୍ୟାତ୍ମିକ ଗୁରୁ ରବିଶଙ୍କରଙ୍କୁ ଆମେରିକାର ଏକ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ବିଶ୍ୱ ନାଗରିକତା ରାଜଦୂତ ସମ୍ମାନରେ ସମ୍ମାନୀତ କରାଯାଇଛି। ବିଶ୍ୱବାସୀଙ୍କ ପାଇଁ ରବିଶଙ୍କରଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଏହି ସମ୍ମାନ ପ୍ରଦାନ କରାଯାଇଥିବା ପ୍ରକାଶିତ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।…

ଗାଁରେ ବୁଲୁଛି କଲରାପତରିଆ

ପାପଡ଼ାହାଣ୍ଡି/ମଇଦଲପୁର,୯।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଗାଦବାକତରା ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ଦୁଇଦିନ ମଧ୍ୟରେ ଗ୍ରାମର ତିନି ଜଣଙ୍କ ଗୁହାଳରୁ ତିନୋଟି ବାଛୁରୀ ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଏବେ ଗ୍ରାମରେ ଭୟର ବାତାବରଣ। ସନ୍ଧ୍ୟା…

ଓଳାଶୁଣୀ ମେଳାରେ ୧୪୪ ଧାରା

ବାଲିଚନ୍ଦ୍ରପୁର,୯।୨(ସ୍ବ.ପ୍ର.): ପ୍ରସିଦ୍ଧ ଓଳାଶୁଣୀ ଗୁମ୍ପାମେଳା ରବିବାରଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁ ଭକ୍ତମାନଙ୍କୁ ମେଳାକୁ ଆସିବାକୁ ବାରଣ କରାଯାଇଥିଲା। କେବଳ ମହାପୁରୁଷଙ୍କ ପୂଜାବିଧି ଓ ନୀତିକାନ୍ତି ପାଳନ ହେବ ବୋଲି ନିଷ୍ପତ୍ତି ପ୍ରସ୍ତୁତି ବୈଠକରେ ନିଆଯାଇଥିଲା ା…

ପଚା ପରିବାରୁ ଉତ୍ପନ୍ନ ହେଉଛି ବିଜୁଳି

ହାଇଦ୍ରାବାଦ,୯ ।୨: ପଚିଯାଇଥିବା ପନିପରିବାକୁ ସାଧାରଣତଃ ଆମେ ଫିଙ୍ଗି ଦେଇଥାଉ କି ଗଛମୂଳେ ଦେଇ ଦେଇଥାଉ । ହେଲେ ହାଇଦ୍ରାବାଦରେ ଏମିତି ଏକ ପରିବା ମଣ୍ଡି ରହିଛି ଯେଉଁଠି ପଚି ଯାଇଥିବା ପରିବାରୁ ବିଜୁଳି ଶକ୍ତି ଉତ୍ପାଦନ କରାଯାଉଛି । ପ୍ରତିଦିନ…

ରାଜ୍ୟ ସଭାରୁ ବିଦାୟ ନେଲେ ଗୁଲାମ ନବି ଆଜାଦ: ଭାବୁକ ହେଲେ ମୋଦି

ନୂଆଦିଲ୍ଲୀ,୯ ।୨: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ ମଙ୍ଗଳବାର ରାଜ୍ୟ ସଭାରୁ ବିଦାୟ ନେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ସମ୍ପର୍କରେ କିଛି କହୁ କହୁ କାନ୍ଦି ପକାଇଥିବା ଦେଖାଯାଇଛି । ମୋଦି ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ…

ବ୍ୟାପୁଛି ଅଜଣା ରୋଗ: ରକ୍ତବାନ୍ତି ପରେ ୧୫ ମୃତ

ଦାର୍‌ ଏ ସଲାମ,୯।୨: ତାଞ୍ଜାନିଆରେ ଏକ ଅଜଣା ରୋଗ ବ୍ୟାପିବାରେ ଲାଗିଛି। ରକ୍ତବାନ୍ତି କରିବା ପରେ ଲୋକଙ୍କର ମୃତ୍ୟୁ ଘଟୁଛି। ଇତିମଧ୍ୟରେ ୧୫ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏହି ଅଜଣା ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୫୦ ଛୁଇଁଛି। ଏହି ରୋଗ…

ବ୍ରହ୍ମପୁର କୋର୍ଟରେ ହାଜର ହେବେ ଅଭୟକାନ୍ତ, ଆକାଶ

ବ୍ରହ୍ମପୁର ଅଫିସ, ୯।୨: ଟାଟା ମୋଟର୍ସରେ ଚାକିରି ଦେବା ନଁାରେ ହୋଇଥିବା ଠକେଇ ଘଟଣାରେ ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ନଁାରେ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଏବେ ବାପ ପୁଅଙ୍କର ମଧ୍ୟ ଏହି…

ଅବୈଧ ସମ୍ପର୍କ ଲାଗି ବାଧ୍ୟ କରିବାରୁ ହତ୍ୟା

ବାହାନଗା, ୯।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ଓଷଙ୍ଗ ଗ୍ରାମର ଜୟନ୍ତ ମଳିକଙ୍କ ମୃତଦେହ ସମୁଦ୍ର କୂଳ ବାଲିରୁ ଉଦ୍ଧାର ହେବା ଘଟଣାର ୧୫ଦିନ ପରେ ଖନ୍ତାପଡା ଥାନା ଓ ଗୋପାଳପୁର ଫାଣ୍ଡି ପୋଲିସ୍‌ ୫ ଅଭିଯୁକ୍ତଙ୍କୁ ଗିରଫ…

କୁକୁର- କୁକଡା ମଧ୍ୟରେ ଲାଗିଲା ଝଗଡା, ଜାଣନ୍ତୁ କିଏ ଜିତିଲା

ସୋସିଆଲ ମିଡିଆରେ କୁକୁର ଏବଂ କୁକୁଡା ମଧ୍ୟରେ ବିପଦପୂର୍ଣ୍ଣ ଝଗଡା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରାୟତଃ ଦେଖାଯାଏ କୁକୁରମାନେ ଛୋଟ ପ୍ରାଣୀ ଉପରେ ଆକ୍ରମଣ କରନ୍ତି ଏବଂ ସେମାନେ ହଁି ସର୍ବଦା ବାଜି ଜିତନ୍ତି।…

ହାତୀଦାନ୍ତ, ବାଘଛାଲ ଜବତ

ଭୁବନେଶ୍ୱର,୯।୨(ବ୍ୟୁରୋ)/କେନ୍ଦୁଝର (ସ୍ବ.ପ୍ର.): ରାଜ୍ୟରେ ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ ଥମିବାର ନାଁ ଧରୁନି। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ସୋମବାର ଆଉଏକ ର଼୍ୟାକେଟକୁ ଠାବ କରିଛି। କେନ୍ଦୁଝର ଜିଲା ଆର୍‌ଟିଓ ଅଫିସ ନିକଟରେ ଡିଲ୍‌ ଚାଲିଥିବାବେଳେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ୩ଜଣଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri