Home Left

ଆଜି ମନ୍ତ୍ରୀ ପରିଷଦ, କ୍ୟାବିନେଟ୍‌

ଭୁବନେଶ୍ୱର,୯।୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ମଙ୍ଗଳବାର ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଅପରାହ୍ନ ୫ଟା ୩୦ ମିନିଟ୍‌ରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ଆସନ୍ତା ୧୮ରେ ବିଧାନସଭାର ବଜେଟ ଅଧିବେଶନ…

କିଏ ଜିତିବ ବାଜି: ଶେଷ ଦିନରେ ଇତିହାସ ରଚିପାରେ ଭାରତ

ଚେନ୍ନାଇ,୯।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ଚାରିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ରୋଚକ ସ୍ଥିତିରେ ପହଞ୍ଚିଛି। ଶେଷ ଦିନରେ ମ୍ୟାଚ ଜିତିବା ପାଇଁ ଭାରତକୁ ୩୮୧ ରନ ଏବଂ ଇଂଲଣ୍ଡକୁ ୯ ଉଇକେଟ ଦରକାର। ତେବେ…

ଏହି ପ୍ରସିଦ୍ଧ କିକେଟ୍‌ରଙ୍କ ଘରୁ ଚୋରି

ମେଲବୋର୍ନ, ୯।୧: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍କ ମେଲବୋର୍ନ ଘରୁ ଚୋରି ହୋଇଛି। ଚୋରମାନେ ପଣ୍ଟିଙ୍କ ଘରେ ରଖାଯାଇଥିବା କାର ଚୋରି କରି ନେଇଥିଲେ। ଚୋରି କାରକୁ ଖୋଜିବା ପାଇଁ ପୋଲିସକୁ ବହୁ ସଂଘର୍ଷ କରିବାକୁ ପଡିଥିଲା। ଶେଷରେ ପୋଲିସ…

ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ,୯ ।୨: ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ଲାଲକିଲାରେ ହୋଇଥିବା ବ୍ୟାପକ ହିଂସା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦୀପ ସିଦ୍ଧୁଙ୍କୁ ଗିରଫ କରିଛି । ଦିଲ୍ଲୀ ପୋଳିସର ସ୍ପେଶାଲ ସେଲ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି…

ୟୁଟ୍ୟୁବ୍‌ରେ ହିଟ୍‌ ‘ଓ୍ବାଲର୍‌ଡ ଫେମସ୍‌ ଲଭର’

ମୁମ୍ବାଇ, ୯ା୨: ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଥିବା ସାଉଥ ଫିଲ୍ମ ‘ଓ୍ବାଲର୍‌ଡ ଫେମସ୍‌ ଲଭର’ ୟୁଟ୍ୟୁବ୍‌ରେ ହିଟ୍‌ ହୋଇଛି। ସପ୍ତାହକ ପୂର୍ବରୁ ହିନ୍ଦୀ ଭାଷାରେ ଏହି ଚଳଚ୍ଚିତ୍ର ୟୁଟ୍ୟୁବ୍‌ରେ ରିଲିଜ ହେବାରେ ଏହାକୁ ସାଢ଼େ ୬ କୋଟିରୁ ଅଧିକ ଲୋକେ ଦେଖିସାରିଲେଣି।…

ସେଲିବ୍ରିଟିଙ୍କ ଟୁଇଟ୍‌ ଯାଞ୍ଚ ହେବ

ମୁମ୍ବାଇ, ୯ା୨: ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସମର୍ଥନରେ ଅନ୍ତର୍ଜାତୀୟ ସେଲିବ୍ରିଟି ବାହାରିବା ପରେ କେନ୍ଦ୍ର ସରକାରଙ୍କ ସପକ୍ଷରେ ମତ ରଖିଥିଲେ ଭାରତର ପ୍ରମୁଖ ଚେହେରା। ବିଭିନ୍ନ କ୍ଷେତ୍ରର ଜଣାଶୁଣା ବ୍ୟକ୍ତିତ୍ୱମାନେ କିପରି ସମାନ ମତ…

ଆନ୍ଦୋଳନରୁ ଓହରିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ, ୯।୨: କେନ୍ଦ୍ରର ୩ ନୂଆ କୃଷି ଆଇନ ବିରୋଧରେ ନଭେମ୍ବର ମାସରୁ ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କୁ ଓହରିଯିବା ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବ୍ୟବସ୍ଥା ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ…

ଉହାନ ସି-ଫୁଡ୍‌ ବଜାରରୁ ବ୍ୟାପିଥିଲା କରୋନା

ବେଜିଂ, ୯।୨: କରୋନା ଭୂତାଣୁର ଉତ୍ସ ଖୋଜୁଥିବା ବୈଜ୍ଞାନିକମାନେ ଚାଇନାରେ ତଦନ୍ତ କରି କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି। ମହାମାରୀ ବ୍ୟାପିବାରେ ଉହାନ ସାମୁଦ୍ରିକ ଖାଦ୍ୟ ବଜାରର ଭୂମିକା ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପ୍ରାୟୋଜନରେ ଚାଲିଥିବା ମିଶନରେ ନ୍ୟୁୟର୍କର…

ସ୍ବାମୀଙ୍କ ହତ୍ୟାକାରୀ ସ୍ତ୍ରୀର ଷଡ଼ଯନ୍ତ୍ର ଜାଣି ଚକିତ ହୋଇଗଲା ପୋଲିସ

ଫରିଦାବାଦ୍‌, ୮ା୨- ଏକ ସୁପରିକଳ୍ପିତ ହତ୍ୟାକାଣ୍ଡର ପର୍ଦ୍ଦା ଫାସ କରିଛି ଡାବୁଆ ପୋଲିସ। ଜାନୁୟାରୀ ୨୮ ତାରିଖରେ ଦିଲ୍ଲୀ ଏନ୍‌ସିଆର ସିଟିର ଡାବୁଆ ଅଞ୍ଚଳର ଡ୍ରେନରୁ ମିଳିଲା ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ। ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ଅଭିଯୋଗ ନ…

ମୁମ୍ବାଇ-ଗୋଆ ମ୍ୟାଚ ଡ୍ର

ବାମ୍ବୋଲିମ୍‌, ୯ା୨: ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଫୁଟବଲ ଟୁର୍ନାମେଣ୍ଟରେ ସୋମବାର ମୁମ୍ବାଇ ସିଟି ଏଫ୍‌ସି ଓ ଏଫ୍‌ସି ଗୋଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୩-୩ରେ ଅମୀମାଂସିତ ଭାବେ ଶେଷ ହୋଇଛି। ଫଳରେ ଦୁଇ ଦଳ ମଧ୍ୟରେ ପଏଣ୍ଟ ବଣ୍ଟୁଆରା…

ଚକୋଲେଟ୍‌ ଡେ’: ସାଥୀଙ୍କ ନିକଟରେ ଏମିତି ବ୍ୟକ୍ତ କରନ୍ତୁ ପ୍ରେମ

ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ୍‌ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି ପ୍ରପୋଜ୍‌ ଡେ’ ବା ପ୍ରେମ ନିବେଦନ ଦିବସ। ସେହିପରି ତୃତୀୟ ଦିବସ ହେଉଛି ଚକୋଲେଟ୍‌…

ବିବାହ ପରେ ପ୍ରଥମ ଭାଲେଣ୍ଟାଇନ ଡେ’କୁ ମନାନ୍ତୁ ଏମିତି

ବିବାହ ପରେ ପ୍ରଥମ ଭାଲେଣ୍ଟାଇନ୍ସ ଡେ’ ପାଇଁ ସ୍ତ୍ରୀ-ସ୍ବାମୀ ଉଭୟଙ୍କ ମନରେ ଏକ ଭିନ୍ନ ଉତ୍ସାହ ଥାଏ। କାରଣ ସେମାନେ ପ୍ରଥମ ଥର ଗୋଟିଏ ଘରେ, ଏହି ପ୍ରେମ ସପ୍ତାହକୁ ଏକାଠି ପାଳନ କରିବେ। ସମସ୍ତେ ଚାହାନ୍ତି ଏହି ପ୍ରଥମ ଭାଲେଣ୍ଟାଇନ୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri