ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ସହ କଥା ହେବେ ମୋଦି
ନୂଆଦିଲ୍ଲୀ,୯ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସହ ଶେହତୁତ ଡ୍ୟାମକୁ ନେଇ ହେବାକୁ ଥିବା ଚୁକ୍ତିକୁ ନେଇ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଏହି ଡ୍ୟାମରୁ କାବୁଲର ୨୦ ଲକ୍ଷ ଲୋକଙ୍କୁ…
ସାତ ଫେରା ନେବାବେଳେ ବର-ବଧୂ ଟିଭିରେ ଦେଖିୁଥିଲେ ଏହି ମ୍ୟାଚ୍
ଭାରତରେ କ୍ରିକେଟ କ୍ରେଜ ବହୁତ ଅଧିକ। ଯଦି ଟିଭିରେ ମ୍ୟାଚ ଚାଲିଥାଏ, ତେବେ ଲୋକମାନେ ସବୁକିଛି ଛାଡି ଦେଖିବା ପାଇଁ ଛିଡା ହୁଅନ୍ତି । ଯଦି ଭାରତର କୌଣସି ମ୍ୟାଚ୍ ଚାଲେ ତେବେ ବିବାହରେ ଟିଭି ମଧ୍ୟ ଲଗାଯାଇଥାଏ, ଯାହାଫଳରେ ପୁରା…
ପ୍ରତିଷ୍ଠା ହେବ କୋଭିଡ୍ ଯୋଦ୍ଧା ସ୍ମୃତିସ୍ତମ୍ଭ
ଭୁବନେଶ୍ୱର, ୯।୨(ବ୍ୟୁରୋ): ରାଜ୍ୟରେ ପ୍ରତିଷ୍ଠା ହେବ କୋଭିଡ୍ ଯୋଦ୍ଧା ସ୍ମୃତିସ୍ତମ୍ଭ। ଏଥିପାଇଁ ସ୍ଥାନ ଚିହ୍ନଟ ହୋଇଛି। କୋଭିଡ୍-୧୯ ଲଢ଼େଇରେ ବହୁ ଯୋଦ୍ଧା ସାମିଲ୍ ହେବା ସହ ଅନେକ ପ୍ରାଣ ହରାଇଛନ୍ତି। ଏହି କରୋନା ଯୋଦ୍ଧାଙ୍କୁ ମନେ ରଖିବା ପାଇଁ ସ୍ମୃତିସ୍ତମ୍ଭ ନିର୍ମାଣ…
ସୂଚନା ପ୍ରସାରଣ ମନ୍ତ୍ରୀଙ୍କ ସହିତ ଆଲୋଚନା ପାଇଁ ଟୁଇଟର ଆଗ୍ରହୀ
ନୂଆଦିଲ୍ଲୀ,୯।୨: ଜାନୁୟାରୀ ୨୬ରେ ଟାକ୍ଟର ରାଲି ସମୟରେ ଘଟିଥିବା ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାକିସ୍ତାନ ଏବଂ ଖଲିସ୍ତାନ ସହିତ ସମ୍ପର୍କିତ ୧୧୭୮ ଆକାଉଣ୍ଟ୍ ହଟାଇବା ପାଇଁ ଟୂଇଟର୍କୁ କୁହାଯାଇଥିଲା। ଏହାକୁ ନେଇ ଟୁଇଟର ନିଜର ପ୍ରତିକ୍ରିୟା ରଖିଛି। କମ୍ପାନୀ…
ଅଟକିବନି ବିକାଶ କାର୍ଯ୍ୟ
ପୁରୀ ଅଫିସ,୯।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପୁରୀ ଗସ୍ତ କରି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। କରୋନା ମହାମାରୀ ସମୟରେ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ଦର୍ଶନ କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ଦର୍ଶନ ସାରିବା…
ଲୁହାପଥରର ଅହେତୁକ ମୂଲ୍ୟବୃଦ୍ଧି
ଯାଜପୁର ଅଫିିସ,୯।୨: ରାଜ୍ୟ ବାହାରର ଶିଳ୍ପ ସଂସ୍ଥାଗୁଡିକୁ ଦୈତାରିରୁ ଖଣିଜ ସମ୍ପଦ କିଣିବାକୁ ଦ୍ୱାର ଖୋଲିଯିବା ପରେ ଏଠାରେ ଲୁହାପଥର ଦର ଆକାଶଛୁଆଁ ହୋଇଛି। ରାଜ୍ୟ ବାହାରର ଶିଳ୍ପସଂସ୍ଥାଗୁଡିକୁ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବାରୁ ଏହାର ଗଭୀର ପ୍ରଭାବ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପଡ଼ିଛି।…
ବଢ଼ିଲା ବସ୍ ଭଡ଼ା
ଭୁବନେଶ୍ୱର, ୯।୨(ବ୍ୟୁରୋ): ରାଜ୍ୟ ସରକାର ପୁଣି ବସ୍ ଭଡ଼ା ବଢ଼ାଇଛନ୍ତି। ଏ ନେଇ ସୋମବାର ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଲଗାତର ଡିଜେଲ ଦର ବୃଦ୍ଧି ସାଙ୍ଗକୁ ଅନ୍ୟାନ୍ୟ ଆନୁଷଙ୍ଗିକ ଦର ବୃଦ୍ଧିକୁ ନେଇ ୧୨ଟି…
କୋଚ୍ଙ୍କ ଉପସ୍ଥିତି ସାଥୀ ଖେଳାଳିଙ୍କ ବେକ ଟାଣିଲେ ସିରାଜ୍, ଆଉ ତା’ପରେ
ଚେନ୍ନାଇ,୯।୨:ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଳାଯାଉଛି। ଏହି ମ୍ୟାଚ୍ର ଚତୁର୍ଥ ଦିନରେ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି ଭାରତୀୟ ଡ୍ରେସିଂ ରୁମ୍ର ବୋଲି ଜଣାପଡିଛି। କୋଚ ରବି ଶାସ୍ତ୍ରୀଙ୍କ ଉପସ୍ଥିତିରେ ଭାରତୀୟ ବୋଲର୍ ମହମ୍ମଦ…
ଆଜି ମନ୍ତ୍ରୀ ପରିଷଦ, କ୍ୟାବିନେଟ୍
ଭୁବନେଶ୍ୱର,୯।୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ମଙ୍ଗଳବାର ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଅପରାହ୍ନ ୫ଟା ୩୦ ମିନିଟ୍ରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ଆସନ୍ତା ୧୮ରେ ବିଧାନସଭାର ବଜେଟ ଅଧିବେଶନ…
କିଏ ଜିତିବ ବାଜି: ଶେଷ ଦିନରେ ଇତିହାସ ରଚିପାରେ ଭାରତ
ଚେନ୍ନାଇ,୯।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ଚାରିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ରୋଚକ ସ୍ଥିତିରେ ପହଞ୍ଚିଛି। ଶେଷ ଦିନରେ ମ୍ୟାଚ ଜିତିବା ପାଇଁ ଭାରତକୁ ୩୮୧ ରନ ଏବଂ ଇଂଲଣ୍ଡକୁ ୯ ଉଇକେଟ ଦରକାର। ତେବେ…
ଏହି ପ୍ରସିଦ୍ଧ କିକେଟ୍ରଙ୍କ ଘରୁ ଚୋରି
ମେଲବୋର୍ନ, ୯।୧: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍କ ମେଲବୋର୍ନ ଘରୁ ଚୋରି ହୋଇଛି। ଚୋରମାନେ ପଣ୍ଟିଙ୍କ ଘରେ ରଖାଯାଇଥିବା କାର ଚୋରି କରି ନେଇଥିଲେ। ଚୋରି କାରକୁ ଖୋଜିବା ପାଇଁ ପୋଲିସକୁ ବହୁ ସଂଘର୍ଷ କରିବାକୁ ପଡିଥିଲା। ଶେଷରେ ପୋଲିସ…
ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ଗିରଫ
ନୂଆଦିଲ୍ଲୀ,୯ ।୨: ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ଲାଲକିଲାରେ ହୋଇଥିବା ବ୍ୟାପକ ହିଂସା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦୀପ ସିଦ୍ଧୁଙ୍କୁ ଗିରଫ କରିଛି । ଦିଲ୍ଲୀ ପୋଳିସର ସ୍ପେଶାଲ ସେଲ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି…
Archives


