Posted inଜାତୀୟ

ଭାଜପା ସମର୍ଥକଙ୍କ ଉପରେ ଗଙ୍ଗାଜଳ ଛିଞ୍ଚିଲା ଟିଏମ୍‌ସି

ବୀରଭୂମ୍‌,୧୯।୬: ପଶ୍ଚିମବଙ୍ଗ ବୀରଭୂମ୍‌ ଜିଲାର ୩୦୦ ଭାଜପା ସମର୍ଥକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ଫେରିଛନ୍ତି। ଦଳକୁ ଫେରିବା ପାଇଁ ସେମାନେ ବୀରଭୂମ୍‌ସ୍ଥିତ ଟିଏମ୍‌ସି କାର୍ଯ୍ୟାଳୟ ଆଗରେ ଅନଶନରେ ବସିଥିଲେ। ସେମାନଙ୍କ ଉପରେ ଗଙ୍ଗାଜଳ ଛିଞ୍ଚିଲା ପରେ ଟିଏମ୍‌ସିରେ ସାମିଲ କରାଯାଇଛି। ସାଇନ୍ଥିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନାଗ୍ରାମରେ ଏହି ଘଟଣା ଘଟିଛି। ଭାଜପାରେ ଯୋଗଦେବାରୁ ଆମ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସେଥିପାଇଁ ଆମେ ଟିଏମ୍‌ସିକୁ ଫେରିଛୁ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ବଳାତ୍କାର ପାଇଁ ବାପାଙ୍କୁ ମୃତ୍ୟୁଦଣ୍ଡ

ବାହରିଚ୍‌, ୨୩।୧୧: ଉତ୍ତରପ୍ରଦେଶର ବାହରିଚ୍‌ ଜିଲାରେ ନାବାଳିକା ଝିଅଙ୍କୁ ବଳାତ୍କାର ଅଭିଯୋଗରେ ଦୋଷୀସାବ୍ୟସ୍ତ ଜଣେ ୪୦ ବର୍ଷୀୟ ବାପାଙ୍କୁ ମଙ୍ଗଳବାର ମୃତ୍ୟୁଦଣ୍ଡାଦେଶ ମିଳିଛି। ଏଥିସହିତ ଅତିରିକ୍ତ...

ଗ୍ରୀସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଏଥେନ୍ସ,୨୫।୮: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ୧୫ ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗ୍ରୀସରେ ପହଞ୍ଚିଛନ୍ତି। ଏହି...

କର୍ନାଟକ ରାସ୍ତାରେ ଚାଲିବନି ଆଉ ଓଲା ଅଟୋ

ବେଙ୍ଗାଲୁରୁ,୮।୧୦: ଓଲା, ଉବେର ଏବଂ ରାପିଡୋ କମ୍ପାନୀକୁ ଝଟକା। ଆସନ୍ତା ଦୁଇ ଦିନ ମଧ୍ୟରେ ସେମାନଙ୍କ ସେବା ବନ୍ଦ କରିବାକୁ କର୍ନାଟକ ସରକାର ନିର୍ଦ୍ଦେଶ ଦେଇଛନ୍ତି।...

ଭାରତ ଉପରେ ଆକ୍ରମଣ କଲେ ପାତାଳରୁ ବି ଆତଙ୍କବାଦୀଙ୍କୁ ଖୋଜି ଆଣି ଦଣ୍ଡ ଦେବୁ: ମୋଦି

ଡିଣ୍ଡୋରି,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମହାରାଷ୍ଟ୍ରର ଡିଣ୍ଡୋରି ଗସ୍ତ କରିଛନ୍ତି। ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ବହୁ ହେଭିଓ୍ବେଟ...

ଦେଶରେ ୧୧ ଲକ୍ଷରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା ହୋଇଛି: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୪।୫: ଦେଶର କରୋନା ସଂକ୍ରମଣ ରୋକିବା ପାଇଁ ନମୁନା ପରୀକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି। ସୋମବାର ସୁଦ୍ଧା ୧୧ ଲକ୍ଷ ୭ ହଜାର ୨୩୩ ଲୋକଙ୍କ...

ପ୍ରିୟଙ୍କା ଗାନ୍ଧୀ ହିଁ କଂଗ୍ରେସ ଅଧ୍ୟକ୍ଷ ହେବାର ଉପଯୁକ୍ତ ପ୍ରାର୍ଥୀ: ଶଶି ଥରୁର

ନୂଆଦିଲ୍ଲୀ,୨୮।୭: କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପ୍ରିୟଙ୍କା ଗାନ୍ଧୀ ହିଁ କଂଗ୍ରେସ ଅଧ୍ୟକ୍ଷ ହେବାର ଉପଯୁକ୍ତ ପ୍ରାର୍ଥୀ ବୋଲି...

ଅକ୍ସିଜେନ୍‌ ସାହାଯ୍ୟରେ ପରୀକ୍ଷା ଦେଲେ ଛାତ୍ରୀ

ବରେଲି(ଉତ୍ତର ପ୍ରଦେଶ): ଦୃଢ଼ ଇଚ୍ଛାଶକ୍ତି ଥିଲେ କୌଣସି ପ୍ରତିବନ୍ଧକ ଲକ୍ଷଚ୍ୟୁତ କରିପାରେନି। ନିଜର ଆତ୍ମବିଶ୍ୱାସ ଆଗରେ ରୋଗ ମଧ୍ୟ ହାର୍‌ ମାନିଯାଏ। ଏହା ପ୍ରମାଣିତ କରିଛନ୍ତି,...

ଖରାପ ପାଗ: ହେଲିକପ୍ଟର ଦୁର୍ଘଟଣାରେ ପାଇଲଟ୍‌ଙ୍କ ମୃତ୍ୟୁ

ଲକ୍ଷ୍ନୌ, ୨୧।୯: ଖରାପ ପାଗ ଯୋଗୁ ଉତ୍ତରପ୍ରଦେଶରେ ସୋମବାର ଇନ୍ଦିରାଗାନ୍ଧୀ ଉଡ଼ାଣ ଏକାଡେମୀର ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ୨୧ ବର୍ଷ ବୟସ୍କ ଟ୍ରେନିଂ ପାଇଲଟଙ୍କ...

Advertisement
Archives

Model This Week