Home Left

ଇ-ରିକ୍ସା ଚଲାଇଲେ ଜାହ୍ନବୀ!

ମୁମ୍ବାଇ: ନିଜର କ୍ୟୁଟ ନେସ୍ ପାଇଁ ସମସ୍ତଙ୍କ ଦିଲ୍ ଜିତିଥିବା ବଲିଉଡ୍ ନାୟିକା ଜାହ୍ନବୀ କପୁର ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଥିବା ଜାହ୍ନବି ଏବେ କିଛି ଭିଡିଓ ଓ ଫଟୋ ଶେୟାର କରି…

ତାମିଲନାଡୁ ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ

ବିରୁଧନଗର,୧୨ ।୨: ତାମିଲନାଡୁର ବିରୁଧନଗରରେ ଥିବା ଏକ ବାଣ କାରଖାନାରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦ୍ୱିପ୍ରହରରେ ଘଟିଥିବା ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡି ନ…

ପୁଣି ଭୋଭୋ ହୋଇ କାନ୍ଦିଲେ ଏହି ଅଭିନେତ୍ରୀ

ବିଗ ବସ୍‌ ସିଜନ୍‌ -୧୪ ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଛି। ଫାଇନାଲ ଯେତିକି ପାଖେଇ ଆସୁଛି, ପ୍ରତିଯୋଗୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି। ପ୍ରତିଯୋଗୀମାନେ ଜିତିବା ପାଇଁ କିଛିବି କରିବାକୁ ପ୍ରସ୍ତୁତ ରହୁଛନ୍ତି। ବର୍ତ୍ତମାନ ଶୋ’ର ଏକ ନୂଆ ପ୍ରୋମୋ…

ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ୪ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨।୨: ଭାରତ-ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଶନିବାର ଖେଳାଯିବ। ଏହା ପୂର୍ବରୁ ଶୁକ୍ରବାର ଇଂଲଣ୍ଡ ଟିମ୍‌ ପକ୍ଷରୁ ଖେଳାଳି ତାଲିକା ଘୋଷଣା କରାଯାଇଛି। ଦ୍ୱିତୀୟ ଟେଷ୍ଟରେ ୫ଜଣ ଖେଳାଳିଙ୍କୁ ସାମିଲ କରାଯାଇଥିବା ବେଳେ ପୂର୍ବ ଟେଷ୍ଟରେ ଖେଳିଥିବା ୪ ଖେଳାଳିଙ୍କୁ ବାହାର…

ଧଳା ଜ୍ୟାକେଟ୍‌ ପିନ୍ଧି ଟ୍ରୋଲ୍‌ ହେଲେ ନିୟା, ପ୍ରଂଶସକ କହିଲେ ଏମିତି

ନାଗିନ୍‌ ସିରିଏଲ୍‌ରେ ଅଭିନୟ କରିଥିବା ନିୟା ଶର୍ମା ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଅଛନ୍ତି। ନିୟା ତାଙ୍କର ଫ୍ୟାଶନେବଲ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅନେକ ଥର ବୋଲ୍ଡ ଷ୍ଟାଇଲ୍‌କୁ ନେଇ ଟ୍ରୋଲ୍‌ର ଶିକାର ମଧ୍ୟ ହୁଅନ୍ତି। ସେ ବର୍ତ୍ତମାନ…

ଲଗାତାର ୪ ମ୍ୟାଚ୍‌ରେ ହାରିବା ପରେ ବିରାଟଙ୍କୁ କରାଯାଉଛି କଟାକ୍ଷ, ସମର୍ଥନରେ ବାହାରିଲେ ରୁଟ୍‌

ଚେନ୍ନାଇ,୧୨।୨: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପରାଜୟ ପରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରାଯାଉଛି। ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍‌ରେ ଖେଳାଯାଇଥିବା ମ୍ୟାଚ୍‌ ପରେ କୋହଲି ଛୁଟିରେ ରହିଥିଲେ। ଏବେ ପୁଣି ଥରେ ସେ ଦଳରେ ଯୋଗ ଦେଇଥିବା ବେଳେ…

ବ୍ରେକ୍‌ଅପ୍‌ ପରେ ଭାଙ୍ଗି ପଡ଼ିଥିଲେ ପିସି, ମା’ଙ୍କୁ ବି ଲୁଚାଇଥିଲେ କଥା

ବମ୍ବେ: ନିଜ ପୁସ୍ତକ ‘ଅନ୍‌ଫିନିସ୍‌ଡ’କୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଏଥିରେ ସେ ନିଜ ଜୀବନ ସହ ଜଡ଼ିତ ଅନେକ କିଛି ପ୍ରସଙ୍ଗରେ ଖୁଲାସା କରିଛନ୍ତି। ସେଥିରୁ ଗୋଟିଏ ହେଉଛି ତାଙ୍କର ବ୍ରେକ୍‌ଅପ୍‌ ପରର ସମୟ। ୨୦୧୬ରେ ପିସି…

୭୦ ବର୍ଷ ଏକାଠି ବାଟ ଚାଲିବା ପରେ ପରପାରିକୁ ବି ଚାଲିଗଲେ ସାଥୀ ହୋଇ

୭୦ ବର୍ଷ ପର୍ଯ୍ୟନ୍ତ ସାଥୀ ହୋଇ ବାଟ ଚାଲିବା ପରେ ଏକାସାଥୀରେ ମଧ୍ୟ ପରପାରିକୁ ଚାଲିଗଲେ ବୃଦ୍ଧ ଦମ୍ପତି। ଏପରି ଏକ ନିରାଟ ସତ ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ। ପାର୍ଟିଗାନ୍‌ରେ ରହୁଥିବା ସ୍ବାମୀ ମାର୍ଗେଟ ଫର୍ଥ ଏବଂ ଡେରେକ ନାମକ…

ସଲମାନ୍‌ଙ୍କ ‘ଟାଇଗର-୩’ରେ ଖଳନାୟକ ହେବେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ତାଙ୍କର ଆଗାମୀ ଫିଲ୍ମ ‘ଟାଇଗର-୩’କୁ ନେଇ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି। ଏଥିରେ ସଲ୍ଲୁଙ୍କ ବିପକ୍ଷରେ ଅଭିନେତ୍ରୀ ହେବେ କ୍ୟାଟ୍ରିନା କୈଫ୍‌। ଫିଲ୍ମର ଶୁଟିଂ ଆଗାମୀ ମାର୍ଚ୍ଚରୁ ଆରମ୍ଭ ହେବ। ତେବେ ଏହି ଫିଲ୍ମରେ ଆଉ ଜଣେ…

ଚତୁର୍ଥୀ ପୂର୍ବରୁ ଟ୍ରକ୍‌ ଧକ୍କାରେ ଚାଲିଗଲା ବରଙ୍କ ଜୀବନ

ଚଣ୍ଡିଖୋଲ/ଦଶରଥପୁର,୧୨।୨(ଡି.ଏନ.ଏ.): ଭଲପାଇ ୨ ଦିନ ତଳେ ବିବାହ କରିଥିବା ସ୍ତ୍ରୀଙ୍କୁ ଚତୁର୍ଥୀ ଏବଂ ଭୋଜିଭାତଲାଗି ଭୁବନେଶ୍ୱରରୁ ଘରକୁ ଆଣିବାକୁ ଯାଇଥିବା ସ୍ବାମୀଙ୍କ ଟ୍ରକ୍‌ ଧକ୍କାରେ ଗୁରୁବାର ମୃତ୍ୟୁ ଘଟିଛି। ଏହାକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଏପରି ଘଟଣାଘଟିଛି…

ବିଧାନସଭା ନିର୍ବାଚନ ପୂର୍ବରୁ ମମତାଙ୍କୁ ଆଉ ଏକ ଝଟ୍‌କା

କୋଲକାତା,୧୨ ।୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶୁକ୍ରବାର ଲାଗିଛି ଆଉ ଏକ ଧକ୍କା । ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ତଥା ଏମ୍‌ପି ଦିନେଶ ତ୍ରିବେଦୀ ରାଜ୍ୟ ସଭାରୁ ଅଚାନକ ଇସ୍ତାଫା ଦେଇଛନ୍ତି । ଗୃହକାର୍ଯ୍ୟ ଚାଲିଥିବା…

କେନ୍ଦ୍ର ସରକାର-ଟୁଇଟରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ,୧୨ ।୨: କେନ୍ଦ୍ର ସରକାର ଓ ଟୁଇଟରକୁ ସୁପ୍ରିମକୋର୍ଟ ଶୁକ୍ରବାର ଏକ ଜନହିତକର ଆବେଦନର ଶୁଣାଣି ସମୟରେ ନୋଟିସ ଜାରି କରିଛନ୍ତି । ସୁପ୍ରିମକୋର୍ଟ କେନ୍ଦ୍ର, ଟୁଇଟର ଓ ଅନ୍ୟ ଇଣ୍ଟରନେଟ୍ ମିଡିଆ ପ୍ଲାଟଫର୍ମକୁ ମିଥ୍ୟା ଖବର ମାଧ୍ୟମରେ ଘୃଣାର ବିଷୟବସ୍ତୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri