ଗେଟ୍ସ ଫାଉଣ୍ଡେଶନରୁ ଓ୍ବାରେନ୍‌ଙ୍କ ଇସ୍ତଫା

ଓ୍ବାଶିଂଟନ୍‌, ୨୪ା୬: ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଓ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ଗତ ମାସରେ ଛାଡ଼ପତ୍ର ଘୋଷଣା କରିବା ପରେ ବିଶ୍ୱର ସର୍ବବୃହତ୍‌ ଦାତବ୍ୟ ସଂସ୍ଥା ବିଲ୍‌ ଆଣ୍ଡ୍‌ ମେଲିଣ୍ଡା ଗେଟ୍ସ ଫାଉଣ୍ଡେଶନକୁ ପୂର୍ବପରି ଚଲାଇବାକୁ ଉଭୟେ ନିଷ୍ପତ୍ତି ନେଇଥିଲେ। ଫାଉଣ୍ଡେଶନରେ ଟ୍ରଷ୍ଟି ଥିବା ଆମେରିକୀୟ ବ୍ୟବସାୟୀ, ନିବେଶକ ତଥା ଓ୍ବର୍କଶାୟାର ହାଥାଓ୍ବେର ସିଇଓ ଓ୍ବାରେନ ବଫେଟ୍‌ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଗେଟ୍ସ ଦମ୍ପତି ପରସ୍ପରଠାରୁ ଅଲଗା ହେବା ପରେ ଉକ୍ତ ଫାଉଣ୍ଡେଶନରେ ଅସ୍ଥିରତା ବଢ଼ିଥିବାବେଳେ ୯୦ ବର୍ଷୀୟ ବଫେଟ୍‌ ସେଥିରୁ ବାହାରି ଯାଇଥିବା ବୁଧବାର ଘୋଷଣା କରିଛନ୍ତି। ଗତ ୧୫ ବର୍ଷ ମଧ୍ୟରେ ବଫେଟ୍‌ ୨୭ ବିଲିୟନ ଡଲାରରୁ ଅଧିକ ଅର୍ଥ ଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିନପିଙ୍ଗଙ୍କୁ ନଜର ବନ୍ଦୀ ନେଇ ଚର୍ଚ୍ଚା…

ବେଜିଂ, ୨୪।୯ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ନଜର ବନ୍ଦୀ କରି ରଖାଯାଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଚାଇନା ସୈନ୍ୟବାହିନୀ ତାଙ୍କୁ...

ରୁଷିଆର ମିଶାଇଲ ମାଡରେ ୟୁକ୍ରେନର ନିପ୍ରୋ ବିମାନବନ୍ଦର ଧ୍ୱଂସ

କ୍ୱିଭ,୧୧ ।୪: ରୁଷିଆ ୟୁକ୍ରେନର ଲୁହାଂସ୍କ ଓ ନିପ୍ରୋ ଅଞ୍ଚଳରେ ରବିବାର ରକେଟ ମାଡ କରିଛି । ଏହାପରେ ବିମାନ ବନ୍ଦର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା...

ଆର୍ଥିକ ସଙ୍କଟ ମଧ୍ୟରେ ଲୋକଙ୍କୁ ଚା’ ପିଆଇଲେ ପୂର୍ବତନ ଶ୍ରୀଲଙ୍କା କ୍ରିକେଟର

କଲମ୍ବୋ,୨୦ ।୬: ଶ୍ରୀଲଙ୍କାରେ ବେଳକୁ ବେଳ ଆର୍ଥିକ ସଙ୍କଟ ବଢିବାରେ ଲାଗିଛି । ଲୋକେ ଖାଦ୍ୟ ପାଇଁ ଏକ ପ୍ରକାର ସଂଗ୍ରାମ କରୁଛନ୍ତି କହିଲେ ଚଳେ...

ଲକ୍‌ଡାଉନ୍‌ ବିରୋଧରେ ପ୍ରଦର୍ଶନ, ବିକ୍ଷୋଭକାରୀଙ୍କ ଉପରେ ଲାଲ୍‌ ଲଙ୍କା ସ୍ପ୍ରେ…

ମେଲବୋର୍ନ,୧୮।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ଅଷ୍ଟ୍ରେଲିଆରେ ମେଲବୋର୍ନରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ଏହାକୁ ବିରୋଧ କରି ଲୋକେ ଶନିବାର ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀଙ୍କୁ...

କରୋନା ମୃତ୍ୟୁ ସଂଖ୍ୟା ୭୪ ହଜାର ଟପିଲା: ସଂକ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ୪୮ ହଜାର

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୪: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଇତିମଧ୍ୟରେ ୭୪ ହଜାର ୭୯୫ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏଥିରେ...

କାନାଡ଼ା ସ୍ବାମୀ ନାରାୟଣ ମନ୍ଦିରରେ ଭଙ୍ଗାରୁଜା…

ଟରୋଣ୍ଟୋ,୧୫।୯ : କାନାଡ଼ାର ଟରୋଣ୍ଟୋରେ ଥିବା ସ୍ବାମୀନାରାୟଣ ମନ୍ଦିରରେ ଭଙ୍ଗାରୁଜା କରାଯାଇଛି। ମନ୍ଦିର କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ମଧ୍ୟ ଲେଖାଯାଇଛି। ଏହି ଘଟଣା ପରଠାରୁ...

ଭାରତ ସହିତ ୧୦୦ ବର୍ଷ ଶାନ୍ତି ବଜାୟ ରଖିବାକୁ ପାକିସ୍ତାନର ଯୋଜନା…

ଇସଲାମାବାଦ୍‌, ୧୩।୧ : ଭାରତ ସହିତ ପାକିସ୍ତାନ ଯଦିଓ ଆତଙ୍କବାଦୀ ଅନୁପ୍ରବେଶ ଘଟଣା ଏବଂ ପ୍ରକ୍ସି ଯୁଦ୍ଧ ଜାରି ରଖିଛି। ତେବେ ପାକିସ୍ତାନ ଏହାର ନୂତନ...

ଆତଙ୍କବାଦ ପ୍ରାୟୋଜିତ ଦେଶ ତାଲିକାରେ କ୍ୟୁବାର ନାମ ସାମିଲ

ୱାଶିଂଟନ,୧୨ ।୧: ଆମେରିକା ପୁଣିଥରେ କ୍ୟୁବାକୁ ଆତଙ୍କବାଦ ପ୍ରାୟୋଜିତ ଦେଶ ତାଲିକାରେ ସାମିଲ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ୱ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବାର...

Advertisement
Archives

Model This Week