ପୁରୀରେ ପହଞ୍ଚିଲା ରଥ କାଠ
ନୟାଗଡ଼ ଅଫିସ/ଦଶପଲ୍ଲା,୧୨।୨: ଶୁକ୍ରବାର ନୟାଗଡ଼ ଜିଲା ଦଶପଲ୍ଲା ବନାଞ୍ଚଳରୁ ୪୯ଖଣ୍ଡ ରଥ କାଠ ୨ଟି ଟ୍ରକରେ ପୁରୀ ପହଞ୍ଚିଛି। ଦଶପଲ୍ଲାର ପ୍ରସିଦ୍ଧ ମହାବୀର ମନ୍ଦିର ସମ୍ମୁଖରେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା ପରେ କାଠ ବୋଝେଇ ୨ ଟ୍ରକ ପୁରି ଅଭିମୁଖେ ବାହାରିଥିଲା।…
ଆକାଶରେ ଉଡ଼ିଲା କାର
ଇସ୍ତାନବୁଲ, ୧୨।୨: ତୁର୍କୀର ପୂର୍ବାଞ୍ଚଳର ଇଜମିରରେ ଟର୍ନାଡୋର କରାଳ ରୂପ ଦେଖିବାକୁ ମିଳିଛି। ମଧ୍ୟରାତ୍ରରେ ଆସିଥିବା ଟର୍ନାଡୋ ଯୋଗୁ ଆଖପାଖ ଅଞ୍ଚଳରେ କାର, ଗଛ ଉଡ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଘଟଣାରେ ବହୁ ବିଲ୍ଡିଂର ଛାତ ଭୁଷୁଡ଼ି ପଡ଼ିଥିବାବେଳେ ୧୬…
ଚେନ୍ନାଇ ପିଚ୍ ସମ୍ପର୍କରେ ରାହାନେଙ୍କ ବଡ଼ ବୟାନ
ଚେନ୍ନାଇ, ୧୨।୨: ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଟେଷ୍ଟ ଭଳି ଦ୍ୱିତୀୟ ମ୍ୟାଚ୍ ମଧ୍ୟ ଚେପକ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଟିମ୍ ଇଣ୍ଡିଆର ଉପ ଅଧିନାୟକ…
କର୍ପୋରେଟରଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ାଇ ହତ୍ୟା କଲେ ଦୁର୍ବୃତ୍ତ, ଭିଡିଓ ଭାଇରାଲ
ଇଷ୍ଟ ଗୋଦାବରୀ, ୧୨।୨- ଆନ୍ଧ୍ର ପ୍ରଦେଶର କାକିନାଡାଠାରେ କର୍ପୋରେଟରଙ୍କୁ ଗୁରୁବାର ରାତିରେ ବିଭତ୍ସ ହତ୍ୟା କରିଛନ୍ତି ଦୁର୍ବୃତ୍ତ। କର୍ପୋରେଟର ଜଣଙ୍କ ହେଲେ କାମ୍ପାରା ରମେଶ। ବିଳମ୍ବିତ ରାତିରେ ରମେଶଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି। କାକିନାଡା ଡିସିପି ଭିମରାଓ…
ସମ୍ବଲପୁରରେ ଚିହ୍ନଟ ହୋଇନାହାନ୍ତି ନୂଆ ସଂକ୍ରମିତ
ସମ୍ବଲପୁର,୧୨ା୨(ବ୍ୟୁରୋ): ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ଶୁକ୍ରବାର ଜିଲାରେ କରୋନା ସଂକ୍ରମଣ ସଂଖ୍ୟା ଶୂନ ହୋଇଛି। ହେଲେ ପୂର୍ବରୁ ସଂକ୍ରମଣ ହୋଇଥିବା ୪୨ ଜଣ ଚିକିତ୍ସାଧୀନ ଅଛନ୍ତି। ଜିଲାରେ ମୋଟ ୯୯୧୨ ଜଣ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଥିବା…
ପ୍ରଭାସଙ୍କ ପ୍ରଶଂସକଙ୍କୁ ମିଳିବ ଭାଲେଣ୍ଟାଇନ ଡେ’ ଉପହାର
ମୁମ୍ବାଇ: ସାଉଥ୍ ଷ୍ଟାର ପ୍ରଭାସଙ୍କ ଲାଗି ଚଳିତ ବର୍ଷ ଭାଲେଣ୍ଟାଇନ ଡେ’ ସ୍ପେଶାଲ ହେବାକୁ ଯାଉଛି । ତାଙ୍କର ବହୁ ପ୍ରତିକ୍ଷିତ ବହୁଭାଷି ଫିଲ୍ମ ‘ରାଧେଶ୍ୟାମ’ ର ଟିଜର ଭାଲେଣ୍ଟାଇନ ଡେ’ରେ ରିଲିଜ ହେବାକୁ ଯାଉଛି । ନିଜେ ପ୍ରଭାସ ସୋସିଆଲ…
ବାଣ କାରଖାନାରେ ଅଗ୍ନିକାଣ୍ଡ: ୧୧ ମୃତ
ଚେନ୍ନାଇ,୧୨।୨: ତାମିଲନାଡୁ ବିରୁଧନଗର ସ୍ଥିତ ଏକ ବାଣ କାରଖାନାରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତମାନଙ୍କୁ ଶିବକାଶୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଣ ତିଆରି…
ଆତ୍ମହତ୍ୟା ପୂର୍ବରୁ ଏଭଳି ଲେଖିଥିଲେ ରେଖାଙ୍କ ସ୍ବାମୀ, ଜାଣିଲେ…
ବମ୍ବେ: ବଲିଉଡ୍ର ଏଭରଗ୍ରୀନ୍ ଅଭିନେତ୍ରୀ କହିଲେ ରେଖାଙ୍କୁ ବୁଝାଯାଏ। ନିଜର ସୁନ୍ଦରତା ସହ ଅଭିନୟରେ ସେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତନ୍ତି। ବୃତ୍ତିଗତ ଜୀବନରେ ଯେତେ ସଫଳ ହେଲେ ହେଁ ବ୍ୟକ୍ତିଗତ ଜୀବନରେ ରେଖା ସେତିକି ଅସଫଳ। କାରଣ ତାଙ୍କ…
ପିଞ୍ଜରା ଭିତରୁ ଦେଖିବାକୁ ଯାଇଥିଲେ ସିଂହକୁ , ଘଟିଲା ଏମିତି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…
ଟ୍ରାଫିକ୍ରେ ଛିଡ଼ାହୋଇ ଏମିତି କଲା ହାତୀ
ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ…
ଆଜି ଭୁବନେଶ୍ୱରରୁ ମାତ୍ର ୨ ଆକ୍ରାନ୍ତ ଚିହ୍ନଟ: ୧୦ ସୁସ୍ଥ
ଭୁବନେଶ୍ୱର,୧୨।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଆଉ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ଲୋକାଲ କେସ୍ ଥିବା ବେଳେ ଜଣେ କ୍ୱାରାଣ୍ଟାଇନ୍ରୁ ଥିବା ଜଣାପଡ଼ିଛି। ସହିପରି ଆଜି ଭୁବନେଶ୍ୱରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ…
ଆଇପିଏଲ୍ ଖେଳିବା ଆଶା ମଉଳିଲା: ପ୍ରତିକ୍ରିୟାରେ ଏଭଳି କହିଲେ ଏହି ଭାରତୀୟ କ୍ରିକେଟର
ନୂଆଦିଲ୍ଲୀ,୧୨।୨: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ଆଗାମୀ ସଂସ୍କରଣ ପାଇଁ ଖୁବ୍ଶୀଘ୍ର ନିଲାମୀ ପ୍ରକ୍ରିୟା କରାଯିବ। ଏଥିପାଇଁ ୧୧୧୪ଜଣ ଖେଳାଳି ନାମାଙ୍କନ କରିଥିଲେ। ଏବେ ବିସିସିଆଇ ପକ୍ଷରୁ ନିର୍ଣ୍ଣାୟକ ଖେଳାଳି ତାଲିକା ଜାରି କରାଯାଇଛି। ସେଥିରୁ ଏସ୍. ଶ୍ରସନ୍ଥଙ୍କୁ ବାଦ୍ ଦିଆଯାଇଥିବା ଦେଖିବାକୁ…
Archives


