Home Left

ଏହି ଅଭିନେତ୍ରୀଙ୍କ ପୁଅର ପ୍ରଥମ ଫଟୋ ଆସିଲା ସାମ୍ନାକୁ

ଛୋଟ ପରଦାରେ ନାଗିନ ଭାବେ ଲୋକପ୍ରିୟ ଅଭିନେତ୍ରୀ ଅନୀତା ହସନନ୍ଦାନୀ ଫେବୃୟାରୀ ୯ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଅନୀତାଙ୍କ ସ୍ବାମୀ ରୋହିତ ରେଡ୍ଡି ଏହି ଖୁସି ଖବର ଇନ୍‌ଷ୍ଟାଗ୍ରାମରେ ଲେଖି ଜଣାଇଥିଲେ। ଏବେ ସେ ପୁଅର ପ୍ରଥମ ଫଟୋ…

ଫିଟ୍‌ନେସ୍‌ ଟେଷ୍ଟରେ ବିଫଳ ହେଲେ ୬ ଭାରତୀୟ ଖେଳାଳି, ବଢିଲା ଚିନ୍ତା

ବେଙ୍ଗାଲୁରୁ,୧୨।୨: ଭାରତୀୟ କ୍ରିକେଟରଙ୍କ ଫିଟନେସ ଟେଷ୍ଟରେ ୬ ଖେଳାଳି ବିଫଳ ହୋଇଛନ୍ତି। ଚଳିତ ସପ୍ତାହରେ ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ)ରେ ୬ ଜଣ ଭାରତୀୟ କ୍ରିକେଟର ଚାଲୁଥିବା ଦୁଇ କିଲୋମିଟର ଫିଟନେସ ଟେଷ୍ଟରେ ବିଫଳ ହୋଇଛନ୍ତି। ଏଥିରେ ଉଇକେଟ କିପର ବ୍ୟାଟ୍ସମ୍ୟାନ…

ପଶ୍ଚିମବଙ୍ଗରେ ଲଢି ଜିତନ୍ତୁ ଅମିତ ଶାହା, ତାଙ୍କୁ ରାଜ୍ୟର ଗୃହ ମନ୍ତ୍ରୀ କରିଦେବି: ମମତା

କୋଲକାତା,୧୨।୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ଦେଖାଦେଇଛି। ଖାସ୍‌ ଭାବେ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟ ବାକ୍‌ଯୁଦ୍ଧ ଲାଗି ରହିଛି। ନିକଟରେ ଏକ ସାକ୍ଷାତକାରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ଉପରେ ବର୍ଷିଛନ୍ତି। ନିକଟରେ ଏକ…

ସୀମାରୁ ଦୁଇ ଦିନରେ ୨ଶହ ଟ୍ୟାଙ୍କ ହଟାଇଲାଣି ଚାଇନା!

ନୂଆଦିଲ୍ଲୀ,୧୨ ।୨: ଲଦ୍ଦାଖ ନିକଟ ଏଲଏସିରେ ଭାରତ-ଚାଇନା ମଧ୍ୟରେ ପାଖାପାଖି ୯ ମାସ ହେବ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି । ଏଥର ପୁଣିଥରେ ଚାଇନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗଣମାଧ୍ୟମର ସୂଚନାରୁ ଜଣାପଡିଛି…

ଐତିହ୍ୟ ବାଇ-ଲ’ ପ୍ରତ୍ୟାହାର ହେଉ

ଭୁବନେଶ୍ୱର (ବ୍ୟୁରୋ)/ଖୋର୍ଦ୍ଧା ଅଫିସ,୧୨।୨: ଶ୍ରୀମନ୍ଦିର ପରେ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନ୍‌ଏମ୍‌ଏ)ର ଐତିହ୍ୟ ଉପନିୟମ (ବାଇ-ଲ)କୁ ବିରୋଧ କରାଯାଇଛି। ପ୍ରସ୍ତାବିତ ବାଇ-ଲ’ ଚିଠାକୁ ପ୍ରତ୍ୟାହାର କରିନେବା ଲାଗି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ତଥା ଖୋର୍ଦ୍ଧା…

ଟୁଇଟର ବନ୍ଦ କଲା ୯୭ ପ୍ରତିଶତ ଆକାଉଣ୍ଟ

ନୂଆଦିଲ୍ଲୀ,୧୨ ।୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗାତାର ଚାପ ପଡିବା ପରେ ମାଇକ୍ରୋବ୍ଲଗିଙ୍ଗ ସାଇଟ୍ ଟୁଇଟର ପାଖାପାଖି ୯୭ ପ୍ରତିଶତ ଆକାଉଣ୍ଟକୁ ବନ୍ଦ କରି ଦେଇଥିବା ଜଣାପଡିଛି । ଇଲୋକ୍ଟ୍ରନିକ୍ସ, ସୂଚନା ଓ ପ୍ରାଦ୍ୟୋଗିକି ମନ୍ତ୍ରଣାଳୟ ଉସକାଇବା ଭଳି କମେଣ୍ଟ ପୋଷ୍ଟ…

ଆଜି ଟୁଇନ୍‌ ସିଟିରେ ଘନ କୁହୁଡ଼ି, ମୁହଁକୁ ମୁହଁ ଦେଖାଯାଉନି

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଶୁକ୍ରବାର ସକାଳେ ଟୁଇନ୍‌ ସିଟି ଅର୍ଥାତ୍‌ କଟକ ଭୁବନେଶ୍ୱରରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ସକାଳୁ ଅତି ନିକଟରୁ ମଧ୍ୟ ମୁହଁକୁ ମୁହଁ ଦେଖାଯାଉନି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ସେହିପରି ରାଜ୍ୟର ବିଭିନ୍ନ ଜିଲାରେ ମଧ୍ୟ କୁହୁଡ଼ି…

ଆଇନ୍‌ ଛାତ୍ରୀ ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ଖାଦ୍ୟ: ମେସେଜ୍‌ ଆସିଲା ‘ଦୁଃଖିତ ପ୍ରିୟେ, ତୁମ ଖାଇବା ଖାଇନେଲି’; ଆଉ ତା’ ପରେ..

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ରେ ଖାଇବା ଅର୍ଡର କରିବା ଏବେ ଅଭ୍ୟାସରେ ପରିଣତ ହେଲାଣି। ଘରେ ବସି ମନପସନ୍ଦର ଖାଇବା ମିଳୁଥିବାରୁ ଯେକେହି ଉପଲବ୍ଧ ଥିବା ଆପ୍‌ରୁ ଖାଇବା ମଗାଉଛନ୍ତି। ହେଲେ ଅନେକ ସମୟରେ ଡେଲିଭରି ବୟ/ଡ୍ରାଇଭରମାନଙ୍କ ଅଜବ କାରନାମା ଚର୍ଚ୍ଚାର କାରଣ ପାଲଟୁଛି।…

ବିରଳ ରୋଗରେ ପୀଡ଼ିତ ତିନି ବର୍ଷର ଶିଶୁ: ୨ ଇଞ୍ଚ୍‌ କାଟିବା ପରେ ବି ବଢୁଛି ଜିଭ

ଆମେରିକାର ଜଣେ ତିନି ବର୍ଷର ବାଳକ ବିରଳ ରୋଗରେ ପୀଡିତ ଅଛନ୍ତି। ଏହି ରୋଗଟି ହେଉଛି ବେକ୍‌ଓ୍ବିଥ୍‌-ଓ୍ବିଡ୍‌ମ୍ୟାନ୍‌ ସିଣ୍ଡ୍ରୋମ୍‌(ବିଡବ୍ଲୁଏସ)। ଏହି ରୋଗରେ ଆକ୍ରାନ୍ତ ହେଲେ ଶରୀରର ବିଭିନ୍ନ ଅଙ୍ଗ ବଢିବାକୁ ଲାଗେ। ୧୫ ହଜାର ଶିଶୁଙ୍କ ମଧ୍ୟରୁ ଜଣଙ୍କୁ ଏଭଳି ବିରଳ…

ଅସୁରକ୍ଷିତ ଭାବେ କାମ କରୁଛନ୍ତି ଶ୍ରମିକ

ମହାକାଳପଡ଼ା,୧୨।୨(ଡି.ଏନ.ଏ.): ଘରକୁ ପାଇପ୍‌ ଯୋଗେ ପାନୀୟଜଳ ପହଞ୍ଚାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। ଅପରପକ୍ଷେ ଅନେକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦେଖାଦେଉଥିବା ବେଳେ ଲୋକ ପାଣି ମୁନ୍ଦେ ପାଇଁ…

ଯମରାଜା ନେଲେ ଟିକା, କହିଲେ-‘ମୋତେ କରୋନାକୁ ଭାରି ଡର’

ଇନ୍ଦୋର: ଦେଶରେ କରୋନା ବିପକ୍ଷରେ ଟିକାକରଣ ଅଭିଯାନ ଜାରି ରହିଛି। ୬୬ ଲକ୍ଷରୁ ଅଧିକ ଲୋକଙ୍କୁ କୋଭିଡ୍‌ ଟିକା ଦିଆଯାଇସାରିଛି। ହେଲେ କିଛି ଲୋକ ଏହାକୁ ନେବାକୁ ଭୟ କରୁଥିବା ଦେଖିବାକୁ ମିଳୁଛି। ଲୋକମାନଙ୍କୁ ସଚେତନ କରିବା ପାଇଁ ସରକାରଙ୍କ ପକ୍ଷରୁ…

୫୦ ପରିବାର ମୌଳିକ ସୁବିଧାରୁ ବଞ୍ଚିତ

ରସୁଲପୁର,୧୨।୨(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କୁ ବିଭିନ୍ନ ଯୋଜନାରେ ସହାୟତା କରୁଥିବା କହୁଛନ୍ତି। ହେଲେ ବାସ୍ତବ କ୍ଷେତ୍ରରେ ଅନେକ ସ୍ଥାନରେ ଏହି ଯୋଜନା ପହଞ୍ଚି ପାରୁନାହିଁ। ଯଦ୍ଦ୍ବାରା ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଯାହାର ଏକ ଉଦାହରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri