Posted inଜାତୀୟ

ନୁସ୍‌ରତଙ୍କ ସମସ୍ୟା ବଢ଼ିଲା

ବ୍ୟବସାୟୀ ନିଖିଲ ଜୈନଙ୍କ ସହ ବିବାହ ଭାରତୀୟ ଆଇନ ଅନୁସାରେ ବୈଧ ନୁହେଁ ବୋଲି ଟିଏମ୍‌ସି ଏମ୍‌ପି ନୁସ୍‌ରତ ଜହାଁ କହିବା ପରଠାରୁ ବିବାଦ ଘନେଇବାରେ ଲାଗିଛି। ଶଙ୍ଖା ସିନ୍ଦୂର ପିନ୍ଧି ଜଣେ ବ୍ୟକ୍ତିଙ୍କୁ ସ୍ବାମୀ ମାନିବା ପରେ ନିଜକୁ ଅବିବାହିତା କହି ଦେଇ ନୁସ୍‌ରତ ଭାରତୀୟ ସଂସ୍କୃତିକୁ ଅପମାନିତ କରିଥିବା ପଶ୍ଚିମବଙ୍ଗର ଭାଜପା ସଭାପତି ଦିଲୀପ ଘୋଷ ସମାଲୋଚନା କରିଛନ୍ତି। ଏଥିସହ ନୁସ୍‌ରତ ପାର୍ଲାମେଣ୍ଟରେ ମିଥ୍ୟା ପ୍ରମାଣପତ୍ର ରଖିଥିବାରୁ ତାଙ୍କ ବିରୋଧରେ ବାଚସ୍ପତି ଓମ୍‌ ବିର୍ଲା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଭାଜପା ଏମ୍‌ପି ସଂଘମିତ୍ରା ମୌର୍ଯ୍ୟ ଚିଠି ଲେଖିଛନ୍ତି। ତୁର୍କୀ ରୀତିନୀତି ଅନୁଯାୟୀ ବିବାହ ହୋଇଥିବାରୁ ଭାରତରେ ତାହାକୁ ‘ଲିଭ୍‌-ଇନ୍‌’ ରିଲେଶନ କୁହାଯିବ ବୋଲି ଜୁନ ୯ରେ ନୁସ୍‌ରତ କହିଥିଲେ। ନୁସ୍‌ରତ ଏବେ ଗର୍ଭବତୀ ଥିବାବେଳେ ପିଲାର ବାପା ସେ ନୁହନ୍ତି ବୋଲି ନିଖିଲ ପୂର୍ବରୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଲଓ୍ବାମାରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୨୮।୯: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌ କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି।...

ଡାକ୍ତର ସାଜିଲେ ସିରିୟଲ୍‌ କିଲର

ନୂଆଦିଲ୍ଲୀ,୧।୮: ଡାକ୍ତରଙ୍କୁ ସମସ୍ତେ ଭଗବାନଙ୍କ ଏକ ରୂପର ଆଖ୍ୟା ଦେଇଥାନ୍ତି। କାରଣ ଡାକ୍ତରମାନେ ଲୋକଙ୍କ ଜୀବନ ବଞ୍ଚାଇବା ସହ ଏକ ନୂଆ ଜୀବନ ଦେବାର ଅଧିକାରୀ...

ଚଳନ୍ତା ଲ୍ୟାବରେ ହେବ କରୋନା ପରୀକ୍ଷା!

ମୁମ୍ବାଇ,୨।୫: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ମୁମ୍ବାଇରେ ସର୍ବାଧିକ ସଂକ୍ରମିତଙ୍କୁ ଏଯାବତ୍‌ ଚିହ୍ନଟ କରାଗଲାଣି। ଏବେ କରୋନା ସଂକ୍ରମଣକୁ କମ୍‌...

ଡ୍ରୋନ ଗୁରୁ ହେବାର ପଥରେ ଭାରତ: ୨୦ ଦେଶ ମଧ୍ୟରେ ୧୭ ତମ ସ୍ଥାନରେ…

ନୂଆଦିଲ୍ଲୀ/ଲାସ ଭେଗାସ,୯।୧ : ଭବିଷ୍ୟତରେ ଡ୍ରୋନ ଗୁରୁ ହେବାର ପଥରେ ଭାରତ ଆଗକୁ ବଢୁଛି। ତେବେ ସାଇବର ସୁରକ୍ଷା କ୍ଷେତ୍ରରେ ଦେଶ ପଛରେ ରହିଛି। କଞ୍ଜ୍ୟୁମର...

ବଦଳିଲା ନିୟମ: ୧୬ ନୁହେଁ ୨୪ ଡିଗ୍ରୀରେ ଚାଲିବ ଏସି

ନୂଆଦିଲ୍ଲୀ,୭।୧: ଚଳିତବର୍ଷ ଯେଉଁମାନେ ନିଜ ଘର ପାଇଁ ନୂଆ ଏୟାର କଣ୍ଡିସନର(ଏସି) କିଣିବେ ସେମାନେ ଆରମ୍ଭରୁ ୨୪ ଡିଗ୍ରୀ ସେଲସିୟସ ତାପମାତ୍ରାରୁ ଏହାକୁ ଚଲାଇବେ। ସବୁ...

ଦୁର୍ଘଟଣାର ଶିକାର ହେଲା ରିଲିଫ୍‌ ହେଲିକପ୍ଟର

ଡେରାଡୁନ,୨୩।୮: ଉତ୍ତରାଖଣ୍ଡରେ ବନ୍ୟା ପରିସ୍ଥିତି ଭୟଙ୍କର ସ୍ଥିତିରେ ଥିବା ବେଳେ ଏଠାରେ ଉଭୟ ସ୍ଥଳପଥ ଓ ଆକାଶ ପଥରେ ବନ୍ୟା ପୀଡିତଙ୍କୁ ରିଲିଫ୍‌ ଯୋଗାଇ ଦିଆଯାଉଛି।...

ମୋବାଇଲରେ ଅନ୍‌ଲାଇନ୍‌ ଗେମ୍‌ ଖେଳି ଆତ୍ମହତ୍ୟା କଲେ ନାବାଳକ

କୋଟା,୨୦।୬: ରାଜସ୍ଥାନର କୋଟାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଜ୍ଞାନ ନଗରରେ ରହୁଥିବା ଫତେହଚନ୍ଦଙ୍କ ୧୨ବର୍ଷର ପୁଅ କୁଶଳ ମୋବାଇଲରେ ଅନ୍‌ଲାଇନ ଗେମ୍‌ ଖେଳୁଥିବା...

ପଙ୍ଗପାଳ ଦମନ କରିବାକୁ ମୁତୟନ ହେବ ବାୟୁସେନା ହେଲିକପ୍ଟର

ନୁଆଦିଲ୍ଲୀ,୮।୬: ପାକିସ୍ତାନରୁ ଭାରତ ଆସିଥିବା ପଙ୍ଗପାଳ ଏବେ ଚିନ୍ତା ବଢାଇ ଚାଲିଛନ୍ତି। ଏହାକୁ ଦମନ କରିବାକୁ ଏବେ ଭାରତୀୟ ବାୟୁସେନାର ଏମ୍‌ଆଇ-୧୭ ହେଲିକପ୍ଟର ମୁତୟନ କରାଯିବ।...

Advertisement
Archives

Model This Week