Posted inଖେଳ

ଟପ୍‌ ସିଡ୍‌ ମନ୍‌ଫିଲ୍ସକୁ ହରାଇଲେ ପର୍ସେଲ

ଇଷ୍ଟବୋର୍ନ(ୟୁକେ),୨୫ା୬(ଏପି)- ଏଠାରେ ଚାଲିଥିବା ଭାଇକିଂ ଇଣ୍ଟରନ୍ୟାଶନାଲ ଗ୍ରାସ୍‌କୋର୍ଟ ଟେନିସ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆର ମାକ୍ସ ପର୍ସେଲ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୨୮୩ ର଼୍ୟାଙ୍କିଙ୍ଗପ୍ରାପ୍ତ ଏହି ଖେଳାଳି ଟପ୍‌ ସିଡ୍‌ ତଥା ୧୬ତମ ର଼୍ୟାଙ୍କିଙ୍ଗ ଫ୍ରାନ୍ସର ଗେଲ୍‌ ମନଫିଲ୍ସଙ୍କୁ ୬-୪, ୫-୭, ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ତାଙ୍କ କ୍ୟାରିୟରର ଏହା ହେଉଛି ସବୁଠାରୁ ବଡ଼ ବିଜୟ। ଟୁର୍‌ ଲେଭଲରେ ପ୍ରଥମ ଥର ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ସେ ପ୍ରବେଶ କରିପାରିଛନ୍ତି। ପର୍ସେଲ ଟୁର୍ନାମେଣ୍ଟର ଫାଇନାଲ କ୍ୱାଲିଫାଇଂ ରାଉଣ୍ଡରେ ପରାଜିତ ହୋଇଥିଲେ। ମାତ୍ର ଜଣେ ଖେଳାଳି ଓହରିଯିବାରୁ ତାଙ୍କ ସ୍ଥାନରେ ଏହି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ସୁଯୋଗ ମିଳିଥିଲା। ଟେନିସ୍‌ରେ ଏହାକୁ ଲକି ଲୁଜର କୁହାଯାଇଥାଏ। ଓ୍ବିମ୍ବେଲଡନ ଓ୍ବାର୍ମଅପ୍‌ ଟୁର୍ନାମେଣ୍ଟରେ ପର୍ସେଲ ପରବର୍ତ୍ତୀ ରାଉଣ୍ଡରେ ଆନ୍ଦ୍ରିଆସ ସେପିଙ୍କୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲି କହିଲେ ‘ମେଣ୍ଟର ସିଂହ ଧୋନୀ’ ଯୋଡ଼ି ହେବାର ଫାଇଦା, ତାଙ୍କ ଉପସ୍ଥିତି ହିଁ…

ଦୁବାଇ,୧୭।୧୦: ଟି-୨୦ ବିଶ୍ୱକପ୍‌ ଟିମ୍‌ ସହ ମେଣ୍ଟର ଭାବେ ଯୋଡ଼ି ହେବେ ମହେନ୍ଦ୍ର ସିଂହ ଧୋନୀ। ଟୁର୍ନାମେଣ୍ଟ ପୂର୍ବରୁ ଗଣମାଧ୍ୟମ ସହ ଆଲୋଚନା ବେଳେ ଭାରତୀୟ...

ସଚିନ୍‌ ତେନ୍ଦୁଲକର ରିକି ପଣ୍ଟିଂଙ୍କ ଦଳକୁ ଦେବେ କୋଚିଂ

ସିଡ୍‌ନୀ,୨୧।୧: ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ସଚିନ୍‌ ତେନ୍ଦୁଲକରଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସଚିନ୍‌ ଖୁବ୍‌ ଶୀଘ୍ର କୋଚ୍‌ ଭୂମିକାରେ ଦେଖାଦେବେ। ମଙ୍ଗଳବାର...

ସେପ୍ଟେମ୍ବରରେ ଆୟୋଜନ ହେବ ଇଟାଲିଆନ୍‌ ଓପନ୍‌

ମିଲାନ,୩୦।୫(ଏଏଫ୍‌ପି): ଆସନ୍ତା ସେପ୍ଟେମ୍ବରରେ ରୋମ୍‌ରେ ଇଟାଲିଆନ ଓପନ୍‌ ଟେନିସ ଟୁର୍ନାମେଣ୍ଟ ଆୟୋଜନ ହେବ। ଏହି ଏଟିପି ଓ ଡବ୍ଲ୍ୟୁଟିଏ ରୋମ କ୍ଲେ- କୋର୍ଟ ଟୁର୍ନାମେଣ୍ଟ ଆୟୋଜନ...

ମେମ୍ବର ଆସୋସିଏଶନଙ୍କୁ ଫିଫା ଆଗୁଆ ଅର୍ଥ ପ୍ରଦାନ କରିବ

ଲାଉସେନ,୨୫।୪(ଏପି): କରୋନା ଭାଇରସ ମହାମାରୀ ମୁକାବିଲା ପାଇଁ ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। କରୋନା ଭାଇରସ ପାଇଁ...

ମୋର୍ଗାନଙ୍କୁ ୧୨ଲକ୍ଷ ଟଙ୍କା ଜରିମାନା

ମୁମ୍ବାଇ, ୨୨ା୪ (ପି.ଟି.)-ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଆଇପିଏଲ୍‌ ମ୍ୟାଚ ବେଳେ ଏକ ସ୍ଲୋ ଓଭର ରେଟ୍‌ ପାଇଁ କୋଲକାତା ନାଇଟ ରାଇଡର୍ସ ଅଧିନାୟକ...

କୋହଲି ପିଉଥିବା ପାଣିର ଦାମ୍‌ ଜାଣିଲେ ଉଡିଯିବ ହୋସ୍‌

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜ ଫିଟ୍‌ନେସକୁ ବିଶେଷ ଗୁରୁତ୍ୱ ଦିଅନ୍ତି, ଯାହା ସଭିଙ୍କୁ ଜଣା। ସେ କଦାପି ଡାଏଟ୍‌ କିମ୍ବା ଏକ୍ସରସାଇଜ...

‘କରୋନା’ କଟକଣାରେ ଛନ୍ଦି ହୋଇଛି କ୍ରିକେଟ

କଟକ ଅଫିସ,୧୪ା୪-କରୋନା ପ୍ରଭାବରୁ ମୁକୁଳିନି କ୍ରୀଡ଼ା ଜଗତ। ରାଜ୍ୟ ସମେତ ସମଗ୍ର ଦେଶ ଓ ବିଶ୍ୱର କ୍ରୀଡ଼ା ସାମ୍ରାଜ୍ୟ ମଧ୍ୟ କରୋନା ଭାଇରସ ଯୋଗୁଁ ପ୍ରଭାବିତ...

କେବେ ହୋଇଥିଲା ଦ୍ରାଭିଡ-ରୋହିତଙ୍କ ପ୍ରଥମ ସାକ୍ଷାତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ଜୟପୁରରେ ଖେଳାଯିବ। ଏହି ମ୍ୟାଚରେ ଏକ...

Advertisement
Archives

Model This Week