Posted inଜାତୀୟ

ୟୁପିରେ ଲଗାଣ ବର୍ଷା ସାମ୍ନାକୁ ଆଣିଲା ଆଉ ଏକ କବରସ୍ଥାନ

ଲକ୍ଷ୍ନୌ, ୨୪।୬: ମୌସୁମୀ ବର୍ଷା ଯୋଗୁ ବୃଦ୍ଧିପାଇଛି ଗଙ୍ଗାନଦୀର ଜଳସ୍ତର।
ଏଥି ଯୋଗୁ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଲୁକାୟତ ଥିବା ଆଉ ଏକ କବରସ୍ଥାନ। ରାଜ୍ୟର କୋଭିଡ୍‌ ମୃତ୍ୟୁସଂଖ୍ୟା ଲୁଚାଇବା ପାଇଁ ଗଙ୍ଗାନଦୀ କୂଳରେ ପୋତା ଯାଇଥିଲା ଅନେକ ମୃତଦେହ। ଲଗାଣ ବର୍ଷା କାରଣରୁ ମୃତଦେହକୁ ଘୋଡ଼ାଇ ରଖିଥିବା ବାଲି ଧୋଇ ଯାଇଛି। ଫଳରେ ପୁଣି ଥରେ ସାମ୍ନାକୁ ଆସିଛି କୋଭିଡ୍‌ ଆକ୍ରାନ୍ତଙ୍କ ମୃତଦେହ ଗଙ୍ଗା ନଦୀରେ ଭାସୁଥିବାର ଦୃଶ୍ୟ। ଏଥି ସହ ପଦାରେ ପଡ଼ିଛି କର୍ତ୍ତୃପକ୍ଷଙ୍କ କାରନାମା।

ଧରାପଡ଼ିବା ଭୟରେ ଭାସୁଥିବା ମୃତଦେହକୁ ପାଣିରୁ ବାହାର କରି ଶବ ସତ୍କାର ବ୍ୟବସ୍ଥା କରୁଛନ୍ତି ଜିଲା ଅଧିକାରୀ। ଏହାର ପ୍ରମାଣ ସଂଗ୍ରହ କରୁଛନ୍ତି ସହରର ଖବରଦାତା। ଗତ ୨୪ ଘଣ୍ଟା ମଧ୍ୟରେ ୪୦ ମୃତଦେହ ସତ୍କାର କରାଯାଇଥିବା ସୂଚନା ମିଳିଛି। ଅନ୍ୟ ମୃତଦେହକୁ ମଧ୍ୟ ରୀତିନୀତିରେ ସତ୍କାର କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ଫ୍ଲାଟ୍‌ମେଟ ସିଦ୍ଧାର୍ଥ ଗିରଫ

ମୁମ୍ବାଇ, ୨୮।୫: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ନିଶା କାରବାର ମାମଲାରେ ତାଙ୍କ ଫ୍ଲାଟ୍‌ମେଟ ସିଦ୍ଧାର୍ଥ ପିଠାନିଙ୍କୁ ଶୁକ୍ରବାର ଗିରଫ କରିଛି ନାର୍କୋଟିକ...

ଫେବୃୟାରୀରେ ଶୀର୍ଷ ଛୁଇଁବ କରୋନା: ଦୈନିକ ଚିହ୍ନଟ ହେବେ ୮ ଲକ୍ଷରୁ ଊର୍ଦ୍ଧ୍ୱ

କାନପୁର,୮ ।୧: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇ ଯାଇଛି । ଆସନ୍ତା ଫେବୃୟାରୀରେ ଏହା ଶୀର୍ଷରେ ପହଞ୍ଚିବ ବୋଲି ବିଶେଷଜ୍ଞମାନେ ଅନୁମାନ...

ଟିକେଟ ନ ମିଳିବାରୁ ପାର୍ଟି ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ

ଲକ୍ଷ୍ନୌ,୧୬।୧: ଟିକେଟ ନ ମିଳିବାରୁ ଜଣେ ନେତା ଚରମ ନିଷ୍ପତ୍ତି ନେଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଲକ୍ଷ୍ନୌ ସ୍ଥିତ ସମାଜବାଦୀ ପାର୍ଟି ଅଫିସ ସମ୍ମୁଖରେ।...

‘ରାଜନୀତିରେ ମତଭେଦ ଲାଗି ରହିଥାଏ’, ନୀତୀଶଙ୍କୁ ଭେଟିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଉଦ୍ଧବ

ମୁମ୍ବାଇ,୧୧।୫: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଗୁରୁବାର ମୁମ୍ବାଇରେ ସାକ୍ଷାତ୍‌ କରିଛନ୍ତି। ଏହି ସାକ୍ଷାତକାର ଆସନ୍ତା ବର୍ଷ ହେବାକୁ...

୧୭ତମ ଲୋକ ସଭାରେ ୧୫୯ ଏମ୍‌ପିଙ୍କ ବିରୋଧରେ ଗୁରୁତର ଆପରାଧୀକ ମାମଲା: ଏଡିଆର୍‌ ରିପୋର୍ଟ

ନୂଆଦିଲ୍ଲୀ,୨୬।୫: ଦେଶର ୧୭ତମ ଲୋକ ସଭା ପାଇଁ ନିର୍ବାଚିତ ହୋଇଥିବା ୫୪୨ ଏମ୍‌ପି ମଧ୍ୟରୁ ୧୫୯ଙ୍କ ବିରୋଧରେ ଗୁରୁତର ଆପରାଧୀକ ମାମଲା ଥିବା ଆସୋସିଏଶନ୍‌ ଫର୍‌...

ମୋଦିଙ୍କୁ ପ୍ରଶଂସା କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୨୪।୯: ଆମେରିକାର ହ୍ୟୁଷ୍ଟନ୍‌ରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ମୁମ୍ବାଇ  କଂଗ୍ରେସ ଅଧ୍ୟକ୍ଷ ମିଲିନ୍ଦ ଦେଓରା। ସେ କହିଛନ୍ତି,...

ଲୋକତନ୍ତ୍ର ଭାରତର ସଂସ୍କାର:ମୋଦି

ନୂଆଦିଲ୍ଲୀ,୧୦।୧୨: ଲୋକତନ୍ତ୍ର ଭାରତର ସଂସ୍କାର। ଏହା କେବେ ଶେଷ ହେବ ନାହିଁ। ସବୁବେଳେ ଏହା ଜାରି ରହିବ। ନୂଆ ସଂସଦ ଭବନର ଶିଳାନ୍ୟାସ କରି ଗୁରୁବାର...

ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଲାଗି ଓଡ଼ିଶା ଏଯାଏ ପ୍ରସ୍ତାବ ଦେଇନି: ରିଜିଜୁ

ନୂଆଦିଲ୍ଲୀ,୧୦ା୧୨: ଓଡ଼ିଶା ହାଇକୋର୍ଟର ବେଞ୍ଚ୍‌ ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ଏପର୍ଯ୍ୟନ୍ତ ସବିଶେଷ ପ୍ରସ୍ତାବ ଦାଖଲ କରି ନ ଥିବା କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ...

Advertisement
Archives

Model This Week