Home Left

ପିଜୁଳି ଗଛ ଦେଲା ପରିଚୟ

ଗୟା,୧୩ ।୨: ବିହାର ଗୟା ଜିଲାର ବେଲାଗଞ୍ଜରେ ଫଲ୍‌ଗୁ ନଦୀ କୂଳରେ ଯାଉଥିବା ଯାତ୍ରୀଙ୍କୁ ଏକ ସୁଗନ୍ଧ ଆକର୍ଷିତ କରିଥାଏ । ଅସଲ କଥା ହେଲା ସେଠାରେ ସତ୍ୟେନ୍ଦ୍ର ଗୌତମ ମାଝିଙ୍କର ରହିଛି ଏକ ପିଜୁଳି ବଗିଚା । ପରିବେଶ ସୁରକ୍ଷା…

ଟିକା ପରେ ୮ ମାସ ରହିବ କୋଭିଡ୍‌ ଆଣ୍ଟିବଡି

ନୂଆଦିଲ୍ଲୀ, ୧୩।୨: କୋଭିଡ୍‌ ଟିକା ନେବା ପରେ ଶରୀରରେ ଆଣ୍ଟିବଡି ୮ ମାସ କିମ୍ବା ଏହାଠାରୁ ଅଧିକ ସମୟ ସକ୍ରିୟ ରହିବ ବୋଲି ଏମ୍ସ ନିର୍ଦ୍ଦେଶକ ରଣଦୀପ୍‌ ଗୁଲେରିଆ ଶୁକ୍ରବାର କହିଛନ୍ତି। ବୈଜ୍ଞାନିକମାନେ ଭାକ୍ସିନ୍‌ର ଦୀର୍ଘମିଆଦୀ ସୁରକ୍ଷା ଉପରେ ଅନୁଧ୍ୟାନ କରୁଛନ୍ତି।…

ଉତ୍ତେଜନା କମାଇପାରିବ ଆନ୍ତଃଜାତି ବିବାହ

ନୂଆଦିଲ୍ଲୀ, ୧୩।୨(ଆଇଏଏନ୍‌ଏସ୍‌): ଭିନ୍ନ ଜାତିରେ ବିବାହ ସମାଜରୁ ଜାତିପ୍ରଥା ଜନିତ ପ୍ରତିବନ୍ଧକ ଦୂର କରିବାର ଏକ ଉପାୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜୀବନସାଥୀ ଚୟନ କରୁଥିବା ପୁଅଝିଅ ଶ୍ରେଣୀ ସମ୍ମାନ (କ୍ଲାସ୍‌ ଅନର) କିମ୍ବା ଗୋଷ୍ଠୀ ବିଚାର (ଗ୍ରୁପ୍‌ ଥିଙ୍କିଙ୍ଗ)ର ଅବଧାରଣାର…

ଟିକାଏତ୍‌ଙ୍କୁ ମହାପଞ୍ଚାୟତ ଭରସା

ଗାଜିଆବାଦ, ୧୩।୨(ପି.ଟି.): ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଗତବର୍ଷ ନଭେମ୍ବରରୁ ହଜାର ହଜାର ଚାଷୀ ଆନ୍ଦୋଳନ ଚଳାଇଥିବାବେଳେ ବିଭିନ୍ନ ରାଜ୍ୟରେ ମହାପଞ୍ଚାୟତର ଆୟୋଜନ କରାଯାଉଛି। ଆସନ୍ତା ରବିବାରଠାରୁ ହରିୟାଣା, ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ୭ଟି କୃଷକ ମହାପଞ୍ଚାୟତର ଆୟୋଜନ…

ରାଜ୍ୟ ସଭାରୁ ଦିନେଶଙ୍କ ଇସ୍ତଫା

ନୂଆଦିଲ୍ଲୀ, ୧୩।୨: ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ଦିନେଶ ତ୍ରିବେଦୀ ଶୁକ୍ରବାର ରାଜ୍ୟ ସଭାରୁ ଇସ୍ତଫା ଦେଇଛନ୍ତି। ଫଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ପଶ୍ଚିମବଙ୍ଗରେ ଶାସକ ଦଳକୁ ଆଉ ଏକ ଧକ୍କା ଲାଗିଛି। ତାଙ୍କୁ ପାର୍ଲାମେଣ୍ଟକୁ ପଠାଇଥିବା ଟିଏମ୍‌ସିକୁ ଦିନେଶ…

ହିମସ୍ଖଳନରୁ ବିପଜ୍ଜନକ ହ୍ରଦ

ଡେରାଡୁନ୍‌, ୧୩।୨ : ଉତ୍ତରାଖଣ୍ଡର ଋଷିଗଙ୍ଗାରେ ଗ୍ଲେସିୟରର ଏକ ଅଂଶ ଭାଙ୍ଗିପଡ଼ି ଯେଉଁ ସ୍ଥାନରେ ମାଡ଼ ହୋଇଥିଲା ସେଠାରେ ଭୟଙ୍କର ହ୍ରଦ ସୃଷ୍ଟି ହୋଇଥିବା ସାଟେଲାଇଟ୍‌ ଚିତ୍ରରୁ ଦେଖିବାକୁ ମିଳିଛି। ଏହି ହ୍ରଦର ଆକାର ଫୁଟ୍‌ବଲ ଫିଲ୍ଡର ତିନିଗୁଣ ବୋଲି ଚିତ୍ରରୁ…

ବିବାଦରେ ଫେଣ୍ଟି ବ୍ୟୁଟି

ନୂଆଦିଲ୍ଲୀ,୧୩ା୨: ଦିଲ୍ଲୀରେ ଆନ୍ଦୋଳନରତ କୃଷକଙ୍କ ସମର୍ଥନରେ ଟୁଇଟ୍‌ କରିଥିବା ଅନ୍ତର୍ଜାତୀୟ ପପ୍‌ ଷ୍ଟାର ରିହାନା ଫେଣ୍ଟିଙ୍କ ପିଛା ଛାଡ଼ୁନାହିଁ ବିବାଦ। ରିହାନାଙ୍କ କସ୍‌ମେଟିକ୍‌ ବ୍ରାଣ୍ଡ୍‌ ‘ଫେଣ୍ଟି ବ୍ୟୁଟି’ ବିରୋଧରେ ଝାଡ଼ଖଣ୍ଡର କେତେଜଣ ବ୍ୟକ୍ତି ନୂଆଦିଲ୍ଲୀସ୍ଥିତ ଡିଏଲ୍‌ଏଫ୍‌ ପ୍ରୋମେନେଡ୍‌ ମଲ୍‌ ବାହାରେ ବିକ୍ଷୋଭ…

ସମଲିଙ୍ଗୀ ସମ୍ପର୍କ ବୈଧ

ଲୁଆଣ୍ଡା,୧୩ା୨: ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ଆଙ୍ଗୋଲାରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମୁକ୍ତ କରାଯାଇଛି। ଏହାକୁ ବୈଧ କରିବା ଲାଗି ଦେଶରେ ପୂର୍ବ ପ୍ରଚଳିତ ଆଇନକୁ ଉଚ୍ଛେଦ କରି ଏକ ନୂଆ ଆଇନ ଅଣାଯାଇଛି। ସମଲିଙ୍ଗୀ ସମ୍ପର୍କକୁ ‘ପ୍ରକୃତି ବିରୋଧରେ ପାପ’ ବିବେଚନା…

ଆୟୋଜକ କମିଟି ଅଧ୍ୟକ୍ଷ ମୋରିିଙ୍କ ଇସ୍ତଫା

ଟୋକିଓ, ୧୩ା୨(ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟି ମୁଖ୍ୟ ୟୋଶିରୋ ମୋରି ଶୁକ୍ରବାର ପଦବୀରୁ ଇସ୍ତଫା ଦେଇଛନ୍ତି। ‘ମହିଳାମାନେ ଅଧିକ କଥାବାର୍ତ୍ତା କରିଥାନ୍ତି’। ଏଭଳି ମହିଳା ବିରୋଧୀ ମନ୍ତବ୍ୟ ଦେଇ ସେ ବିବାଦୀୟ ହୋଇପଡ଼ିଥିଲେ। ମୋରିଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଶୁକ୍ରବାର…

୫୦ କୋଟି ଛୁଇଁଲା ଏହି ଖେଳାଳିଙ୍କ ଫଲୋଅର୍ସଙ୍କ ସଂଖ୍ୟା

ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ କ୍ୟାରିୟରରେ ଆଉ ଏକ ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ବିଶ୍ୱର ପ୍ରଥମ ଆଥ୍‌ଲେଟ୍‌ ଭାବେ ସୋସିଆଲ ମିଡିଆରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୫୦ କୋଟି ଛୁଇଁଛି। ଫୁଟବଲ ପଡ଼ିଆରେ ଅପ୍ରତିଦ୍ୱନ୍ଦ୍ୱୀ ରୋନାଲ୍ଡୋଙ୍କ ଇନ୍‌ଷ୍ଟାଗ୍ରାମରେ ସବୁଠୁ ଅଧିକ ୨୬୧…

ମାଲିକଙ୍କ ଅପେକ୍ଷାରେ ୪ ଦିନ ହେଲା ଟନେଲ ବାହାରେ ଛିଡ଼ା ହୋଇଛି କୁକୁର

ଚାମୋଲି, ୧୨।୨: କୁକୁରମାନେ ମଣିଷର ଭଲ ବନ୍ଧୁ। ଏଥିରେ କିଛି ସନ୍ଦେହ ନାହିଁ। ନିଜ ବନ୍ଧୁ ତଥା ମାଲିକଙ୍କ ପାଇଁ କୁକୁରମାନେ ଜୀବନ ଦେଇପାରନ୍ତି। ଏଭଳି ଘଟଣା ଉତ୍ତରାଖଣ୍ଡର ଚାମୋଲି ଜିଲାରୁ ସାମ୍ନାକୁ ଆସିଛି, ଯେଉଁଠାରେ ବନ୍ୟା ଯୋଗୁ ୩୫ ଜଣଙ୍କ…

ସହଜରେ ଛଡାନ୍ତୁ ବେକ ତଳର କଳାଦାଗ

ଅଧିକାଂଶ ଯୁବତୀ ଡିପ୍‌ନେକ୍ ଡ୍ରେସ୍ ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ ଅଧିକାଂଶ ସମୟରେ ଏମାନଙ୍କ ବେକରେ କଳାଦାଗ ପଡି ଯାଇଥିବା ଦେଖାଯାଏ । ଏହାକୁ ଦୂର କରିବାକୁ ସେମାନେ ଭିନ୍ନ ଭିନ୍ନ ଉପାୟ ଆଣାଉଥିବା ବେଳେ ଏହାର ଲାଭ କିନ୍ତୁ କମ୍…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri