ଏହି ୪ ରାଶିର ମହିଳା ହୁକୁମ ଚଳାଇବାରେ ହୋଇଥାନ୍ତି ମାହିର; ସ୍ବାମୀଙ୍କୁ ରଖିଥାନ୍ତି ହାତ ମୁଠାରେ…

ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାଦ୍ୱାରା ବ୍ୟକ୍ତିର ଭବିଷ୍ୟତ, ଚରିତ୍ର, ଗୁଣ-ଦୋଷ ଆଦି ବିଷୟରେ ଜାଣିହୁଏ। ଆସନ୍ତୁ ଆମେ ଜାଣିବା ଏଭଳି ୪ ରାଶି ବିଷୟରେ ଯେଉଁଥିରେ ଜନ୍ମିତ ଝିଅମାନେ ଅନ୍ୟ ଉପରେ ହୁକୁମ ଚଲାଇବାରେ ଓସ୍ତାଦ ହୋଇଥାନ୍ତି। ଏମାନେ ସ୍ବାମୀମାନଙ୍କ ଉପରେ ହୁକୁମ ଚଳାଇଥାନ୍ତି।

ମେଷ ରାଶି: ଏହି ରାଶିର କନ୍ୟାମାନେ ରାଗି ସ୍ବଭାବର ହୋଇଥାନ୍ତି। ଏମାନେ ନିଜ କଥା ଉପରେ ଅନ୍ୟ କେହି କଥା କହୁ ତାହା ଚାହିଁନ ଥାନ୍ତି। ଏମାନଙ୍କ ବ୍ୟବହାରରେ ଗର୍ବର ଝଲକ ଦିଶେ। ଏହି ରାଶିର ଝିଅମାନେ ସ୍ବାମୀ ଉପରେ ହୁକୁମ ଚଲାଇଥାନ୍ତି।

ସିଂହ ରାଶି: ଏହି ରାଶିର ଝିଅମାନେ ସମସ୍ତଙ୍କ ଧ୍ୟାନ ନିଜ ଉପରକୁ ଆଣିବାରେ ସଫଳ ହୋଇଥାନ୍ତି। ମନର ଆତ୍ମବିଶ୍ୱାସ ହିଁ ଏମାନଙ୍କୁ ରାଣୀ ଭଳି ସାହସ ଦେଇଥାନ୍ତି। ଏମାନେ ଯେଉଁଠି ବି ରୁହନ୍ତି ହୁକୁମ ଚଳାଇଥାନ୍ତି।

କନ୍ୟା ରାଶି: ଏହି ରାଶିର ଝିଅମାନେ ସ୍ବଭାବରେ ଗର୍ବି ହୋଇଥାନ୍ତି। ଏମାନଙ୍କ କଥା ସମସ୍ତେ ଶୁଣନ୍ତୁ ବୋଲି ଏମାନେ ଚାହିଁଥାନ୍ତି। ସ୍ବାମୀମାନଙ୍କ ଉପରେ ହୁକୁମ ଚଳାଇଥାନ୍ତି।

ମକର ରାଶି: ମକର ରାଶିର ଝିଅମାନେ ହୁକୁମ ଚଳାଇବାରେ ମାହିର। ଯିଏ ଏମାନଙ୍କ କଥା ଶୁଣନ୍ତି ନାହିଁ, ସେମାନଙ୍କଠାରୁ ଏମାନେ ଦୂରତା ବଜାୟ ରଖିଥାନ୍ତି। ସ୍ବାମୀମାନଙ୍କ ଉପରେ ଏମାନେ ହୁକୁମ ଚଳାଇବାରେ ମାହିର ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାସ୍ତୁଶାସ୍ତ୍ର: ଘରେ ସୌଭାଗ୍ୟ ଆଣେ ହାତୀଙ୍କ ମୂର୍ତ୍ତି

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ହାତୀଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିଲେ କ’ଣ ସବୁ ଉପକାର ହୋଇଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ… *ଶୟନକକ୍ଷରେ ଯୋଡ଼ା ହାତୀଙ୍କ...

ଏହି ୪ ଲୋକଙ୍କ ସହ କେବେ ବି କରନ୍ତୁ ନାହିଁ ବନ୍ଧୁତା, ବରବାଦ ହୋଇଯିବ ଜୀବନ; ଜାଣନ୍ତୁ…

ଜୀବନରେ ସଫଳତା ପାଇବାକୁ ହେଲେ ସତପଥରେ ଯାତ୍ରା ସହ ଭଲ ଲୋକଙ୍କ ସହ ସମ୍ପର୍କରେ ରହିବା ଉଚିତ। ମହାନ ଅର୍ଥଶାସ୍ତ୍ରୀ ତଥା ରାଜନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ...

ନିଦ୍ରାହୀନତା ଭଳି ବଡ଼ ବଡ଼ ସମସ୍ୟାରୁ ମୁକ୍ତି ଚାହୁଁଥିଲେ

ସ୍ବାସ୍ଥ୍ୟ ହିଁ ସମ୍ପଦ। ନିଜକୁ ସୁସ୍ଥ ରଖିବା ଲାଗି ମଣିଷ ସର୍ବଦା ତତ୍ପର। ତେବେ ଏପରି କିଛି ଜିନିଷ ଅଛି, ଯାହାକୁ ଖାଇବା ଫଳରେ ଅନେକ...

ରୋଗ ପ୍ରତିରୋଧକ ଶକ୍ତି ଓ ଡାଇବେଟିସ

ଡାଇବେଟିସ ଏପରି ଏକ ସମସ୍ୟା ଯାହା ଥରେ ଦେଖାଦେଲେ ତାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ଯଦି ଦୀର୍ଘ ମାସ ଧରି ଆପଣଙ୍କର ସୁଗାର...

ସାବିତ୍ରୀ

ସତ୍ୟବାନ ଅର୍ଥ ଯିଏ ସତ୍ୟରେ ଅଧିଷ୍ଠିତ ଆଉ ସାବିତ୍ରୀ ଅର୍ଥ ଯିଏ ସମର୍ପିତା। ସତ୍ୟ ପ୍ରତି ସମର୍ପିତ ହେଲେ ମଣିଷ ମୃତ୍ୟୁକୁ ବି ଜୟ କରିପାରେ।...

ସହଜରେ ଛଡ଼ାନ୍ତୁ ଟାଟୁ ଦାଗ

ଟେମ୍ପରାରୀ ଟାଟୁ ସାଧାରଣତଃ କିଛି ଦିନ ପରେ ଆପେ ଆପେ ଛାଡ଼ି ଯାଇଥାଏ। କିନ୍ତୁ ଏହାକୁ ଅତିଶୀଘ୍ର ଛଡ଼ାଇବା ପାଇଁ ଚାହୁଁଥିଲେ ଜାଣି ରଖନ୍ତୁ କିଛି...

ପୋଟଳରେ ରହିଛି ଏହିସବୁ ଔଷଧୀୟ ଗୁଣ

୧. ପୋଟଳ ଖାଇଲେ ପେଟ ଦରଜ ଭଲ ହେବା ସହ ପାଣି ଜମିବା ସମସ୍ୟାରୁ ମୁକ୍ତି ମିଳିଥାଏ। ୨. ଏଥିରେ ମ୍ୟାଗ୍ନେସିୟମ, ଫସଫରସ୍‌ ଭଳି ପୋଷକତତ୍ତ୍ୱ...

ତମାଖୁ ସେବନ, ମହିଳାଙ୍କ ସ୍ବାସ୍ଥ୍ୟ

ସାରା ପୃଥିବୀରେ ମେ ୩୧ ତାରିଖ ଦିନ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଓ ତା’ର ସହଯୋଗୀ ରାଷ୍ଟ୍ରମାନେ ‘ବିଶ୍ୱ ତମାଖୁ ବର୍ଜନ ଦିବସ’ ପାଳନ କରିଥା’ନ୍ତି...

Advertisement
Archives

Model This Week