Posted inଜାତୀୟ

ବଜେଟ ଅଧିବେଶନ ଆରମ୍ଭରୁ ବିଧାୟକଙ୍କ ହଟ୍ଟଗୋଳ, ରାଜ୍ୟପାଳ ପଢିପାରିଲେନି ଅଭିଭାଷଣ

କୋଲକାତା,୨ ।୭: ପଶ୍ଚିମବଙ୍ଗ ନିର୍ବାଚନ ପରେ ଶୁକ୍ରବାର ପ୍ରଥମ କରି ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ହେଲେ ଆରମ୍ଭରୁ ବିଧାୟକଙ୍କ ବିରୋଧ ଫଳରେ ଗୃହକୁ ୱାର୍କ ଆଉଟ୍ କରି ଦିଆଯାଇଥିଲା । ରାଜ୍ୟପାଳ ଜଗଦୀପ ଧନଖଡ ତାଙ୍କର ଅଭିଭାଷଣ ଆରମ୍ଭ କରିବା ମାତ୍ରେ ଗୃହରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି) ବିଧାୟକଙ୍କ ମଧ୍ୟରେ ହଙ୍ଗାମା ଆରମ୍ଭ ହୋଇ ଯାଇଥିଲା । ଫଳରେ ରାଜ୍ୟପାଳ ବିନା ଅଭିଭାଷଣରେ ଗୃହ ବାହାରକୁ ଚାଲି ଯାଇଥିଲେ । ଗୃହ ବାହାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କିଛି ସମୟ କଥା ହୋଇଥିଲେ ରାଜ୍ୟପାଳ । ଏହାପୂର୍ବରୁ ରାଜ୍ୟପାଳ ସ୍ପଷ୍ଟ କରିଥିଲେ କି ସରକାରଙ୍କ ସମସ୍ତ ଲିଖିତ କଥାକୁ ସେ ଗୃହରେ ପ୍ରକାଶ କରିପାରିବେ ନାହିଁ । ମିଳିଥିବା ସୂଚନାରୁ ଜଣାପଡିଛି ରାଜ୍ୟପାଳ ଯେତେବେଳେ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ ସେତେବେଳେ ଭାଜପା ବିଧାୟକମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ । ଏହାସହ ଗୃହ ମଧ୍ୟରେ ଜୟ ଶ୍ରୀରାମ ସ୍ଲୋଗାନ ଦେଇ ବାହାରକୁ ବାହାରି ଯାଇଥିଲେ । ଏହାପରେ ବି ରାଜ୍ୟପାଳ ବିନା ଅଭିଭାଷଣରେ ବାହାକୁ ବାହାରି ଯାଇଥିଲେ । ନିୟମ ଅନୁଯାୟୀ ବିଧାନସଭାର ବଜେଟ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ହିଁ ଆରମ୍ଭ ହୋଇଥାଏ । ଯାହାକୁ ରାଜ୍ୟ ସରକାର ପ୍ରସ୍ତୁତ କରି ଥାଆନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କବରରୁ ବାହାର କରାଯିବ ନାହିଁ ଆମିରଙ୍କ ମୃତଦେହ, ୯ ମାସ ତଳେ ହୋଇଥିବା ଏନ୍‌କାଉଣ୍ଟର ମାମଲାରେ ଏସ୍‌ସିଙ୍କ ବଡ଼ ଫଇସଲା…

ନୂଆଦିଲ୍ଲୀ, ୧୨।୯ : ଶ୍ରୀନଗରର ଚର୍ଚ୍ଚିତ ତଥା ବିବାଦୀୟ ହୈଦରପୋରା ଏନକାଉଣ୍ଟର ମାମଲାରେ ସୁପ୍ରିମକୋର୍ଟ (ଏସ୍‌ସି)  ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ୯ ମାସ...

ନଦୀରେ ଓଲଟିଲା ଡଙ୍ଗା:୭ ମୃତ, ୨୦ ନିଖୋଜ

ପାଟନା,୪।୧୦:ବିହାରର କଟିହାରରେ ଏକ ଅଭାବନୀୟ ଘଟଣା ଘଟିଛି। ମହାନନ୍ଦା ନଦୀରେ ଏକ ଡଙ୍ଗା ବୁଡି ଯିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ନିଖୋଜ...

ପଞ୍ଜାବରେ ନିଜ ଦମ୍‌ରେ ଏକେଲା ୨୦୨୪ ଲୋକ ସଭା ନିର୍ବାଚନ ଲଢିବ ଭାଜପା: ଅଶ୍ୱିନି ଶର୍ମା

ମାଲୋଟ,୮ ।୧: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ଭାରତୀୟ ଜନତା ପାର୍ଟି(ଭାଜପା) ପଞ୍ଜାବରେ ନିଜ ଦମରେ ଲଢିବ । ପଞ୍ଜାବରେ ଥିବା ସମସ୍ତ ୧୩ଟି...

କୌଣସି ଟିଭି ବିତର୍କରେ ଭାଗ ନେବେନି ବିଏସ୍‌ପି ମୁଖପାତ୍ର

ଲକ୍ଷ୍ନୌ,୧୨।୩: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସ୍‌ପି ସୁପ୍ରିମୋ ମାୟାବତୀ ଗଣମାଧ୍ୟମ ଉପରେ ଜାତିଗତ ମନୋଭାବ ଆପଣାଉଥିବାର ଅଭିଯୋଗ କରିଛନ୍ତି। ଏଣୁ ବର୍ତ୍ତମାନଠାରୁ ତାଙ୍କ...

ନାଥୁରାମ ଗଡ୍‌ସେଙ୍କୁ ପ୍ରଶଂସା କରିଥିବା ଆଇଏଏସ୍‌ ଅଧିକାରୀଙ୍କ ଉପରେ ଖପ୍ପା ହେଲା କଂଗ୍ରେସ

ନୂଆଦିଲ୍ଲୀ,୨।୬: କଂଗ୍ରେସ ପ୍ରବକ୍ତା ରଣଦୀପ ସିଂ ସୁରଜଓ୍ବୋଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କୁ ଆଇଏଏସ୍‌ ଅଧିକାରୀ ନିଧି ଚୌଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।...

ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଶପଥ ନେଲେ ଲାଲଜି ଟଣ୍ଡନ

ଭୋପାଳ,୨୯।୭: ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଲାଲଜି ଟଣ୍ଡନ ସୋମବାର ଶପଥ ଗ୍ରହଣ କରିଛନ୍ତି। ମଧ୍ୟପ୍ରଦେଶର ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରବି ଶଙ୍କର ଝା ରାଜଭବନରେ...

ନାମାଙ୍କନ ଦାଖଲ ପୂର୍ବରୁ ୩୦ଲକ୍ଷ ଜରିମାନା ଦେଲେ ଆଜମଙ୍କ ସ୍ତ୍ରୀ

ରାମପୁର,୧।୧୦: ଉତ୍ତରପ୍ରଦେଶ ରାମପୁରରୁ ସମାଜବାଦୀ ପାର୍ଟି (ଏସ୍‌ପି)ର ଏମ୍‌ପି ଥିବା ଆଜମ ଖାନ୍‌ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଏବେ ସେ ନିଜ ପାଇଁ...

ରାଜସ୍ଥାନ ହାଇକୋର୍ଟରେ ୨ ଜଜ୍‌ ଦମ୍ପତି

ଜୟପୁର,୧୮।୧: ରାଜସ୍ଥାନ ହାଇକୋର୍ଟରେ ସୋମବାର ୯ ନୂଆ ବିଚାରପତି ଦାୟିତ୍ୱ ଗ୍ରହଣ କରିବା ପରେ ଏବେ ୨ ଜଜ୍‌ ଦମ୍ପତି କୋର୍ଟରେ କାର୍ଯ୍ୟରତ ଅଛନ୍ତି। ସେମାନେ...

Advertisement
Archives

Model This Week