ଦଶମ ଶ୍ରେଣୀ ପ୍ରଶ୍ନପତ୍ରକୁ ନେଇ ଉଠିଲା ବିବାଦ: ପ୍ରଦର୍ଶନକାରୀ କୃଷକଙ୍କୁ କୁହାଗଲା ହିଂସାକାରୀ
ଚେନ୍ନାଇ,୨୦ ।୨: କୃଷକ ଆନ୍ଦୋଳନକୁ ନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ଚେନ୍ନାଇର ଏକ ସିବିଏସ୍ଇ ସ୍କୁଲର ପ୍ରଶ୍ନପତ୍ରରେ ଆସିଥିବା ପ୍ରଶ୍ନ ଏବେ ଆଲୋଚନା ପରିସରକୁ ଚାଲି ଆସିଛି । ସାଧାରଣତନ୍ତ୍ର ଦିବସରେ କୃଷକମାନଙ୍କ ପକ୍ଷରୁ ଆୟୋଜିତ ଟ୍ରାକ୍ଟର…
ଅଷ୍ଟ୍ରେଲିୟ ଅଧିନାୟକଙ୍କୁ କିଣିଲେ ନାହିଁ କୌଣସି ଫ୍ରାଞ୍ଚାଇଜ୍, ରାଗିଯାଇ ଏଭଳି କହିଲେ ମାଇକେଲ କ୍ଲାର୍କ
ନୂଆଦିଲ୍ଲୀ,୨୦।୨: ନିକଟରେ ଶେଷ ହୋଇଛି ଆଇପିଏଲ୍ ୧୪ତମ ସଂସ୍କରଣ ଲାଗି ଖେଳାଳି ନିଲାମ ପ୍ରକ୍ରିୟା। ସମସ୍ତ ୮ ଫ୍ରାଞ୍ଚାଇଜ୍ ୨୨ ବିଦେଶୀ ଖେଳାଳିଙ୍କୁ କିଣିଛି। ହେଲେ ଅନେକ ବଡ଼ ଖେଳାଳି ଏଥିରୁ ବାଦ୍ ପଡ଼ିଛନ୍ତି। ସେଭଳି ଜଣେ ହେଲେ ଅଷ୍ଟ୍ରେଲିଆର ଦିନିକିଆ…
ବିଶ୍ୱର ସର୍ବବୃହତ ଷ୍ଟାଡିୟମ୍ରେ ଖେଳାଯିବ ଭାରତ-ଇଂଲଣ୍ଡ ମ୍ୟାଚ୍
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୪ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍ର ତୃତୀୟ ମ୍ୟାଚ୍ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍ରେ ଖେଳାଯିବ। ଏହା ହେଉଛି ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ୍। ୨୪ ଫେବୃୟାରୀରୁ ଏଠାରେ ହେବାକୁ ଥିବା ଦିବାରାତ୍ର ମ୍ୟାଚ୍ ପାଇଁ ଏଠାରେ…
ପ୍ରଥମ ଫିଲ୍ମ ହିଟ୍ ସତ୍ୱେ ଲାଇମଲାଇଟରୁ ଦୂରେଇ ଯାଇଥିଲେ ଏହି ଲୋକ ପ୍ରିୟ ଅଭିନେତା
ଏକଦା ବଲିଉଡର ହ୍ୟାଣ୍ଡସମ ହିରୋ ଥିବା ପ୍ରିୟାଂଶୁ ଚାଟାର୍ଜୀ ୨୦୦୧ରେ ‘ତୁମ ବିନ’ ଫିଲ୍ମରେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମରୁୁ ସେ ରୋମାଣ୍ଟିକ ଅଭିନୟ କରିଥିଲେ। ଆଜି ତାଙ୍କର ୪୮ ତମ ଜନ୍ମଦିନ। ଏକ ସମୟ ଥିଲା ତାଙ୍କ…
ବିହାର ଭଳି ପଶ୍ଚିମବଙ୍ଗରେ ମହିଳା ସାଜିବେ ଟ୍ରମ୍ପ୍ କାର୍ଡ: ଶାହାଙ୍କ ଯୋଜନା
କୋଲକାତା,୨୦।୨: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଭାଜପା ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ହଟାଇବା ପାଇଁ ଜୋର୍ ସୋର୍ ଉଦ୍ୟମ କରାଯାଉଛି। ବିହାର ଭଳି ପଶ୍ଚିମବଙ୍ଗରେ ମଧ୍ୟ ମହିଳା ଟ୍ରମ୍ପ୍ କାର୍ଡ ସାଜିବେ। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ…
ତୃଣମୂଳ ଆରମ୍ଭ କଲା ନୂଆ ସ୍ଳୋଗାନ୍
କୋଲକାତା,୨୦।୨: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଭାଜପା ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ଉଦ୍ୟମ ଜାରି ରଖିଛି। ଏପରିସ୍ଥଳେ ତୃଣମୂଳ ପକ୍ଷରୁ ନୂଆ ସ୍ଲୋଗାନ୍ ଆରମ୍ଭ କରାଯାଇଛି। ପଶ୍ଚିମବଙ୍ଗକୁ ନିଜ ଝିଅ…
କୃଷକ ନେତାଙ୍କ ସହ କଥା ହେବେ କେଜରିୱାଲ
ନୂଆଦିଲ୍ଲୀ,୨୦ ।୨: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ଫେରାଇ ନେବାକୁ ଦାବି କରି ପଞ୍ଜାବ ଓ ହରିୟାଣାର କୃଷକମାନେ ଦିଲ୍ଲୀର ସିନ୍ଧୁ ବର୍ଡରରେ ଧାରଣାରେ ବସିଛନ୍ତି । ଶନିବାର ଏହି ଧାରଣା ୮୭ ଦିନ ପୂରଣ କରିଥିଲେ ବି ଏହାର…
ମାଟ୍ରିକ୍ ପରୀକ୍ଷା ବାତିଲ: ରାସ୍ତାରେ ଭଙ୍ଗାରୁଜା କଲେ ଶିକ୍ଷାର୍ଥୀ
ପାଟନା,୨୦।୨: ବିହାର ବିଦ୍ୟାଳୟ ପରୀକ୍ଷା ସମିତି ପକ୍ଷରୁ ସାମାଜିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ପରେ ଏହାକୁ ବାତିଲ କରାଯାଇଛି। ଏହି ପରୀକ୍ଷା ୨୦୨୧ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବ ବୋଲି ବିହାର ବୋର୍ଡ ପକ୍ଷରୁ କୁହାଯାଇଛି। ଜମୁଇ ଜିଲାର ଭାରତୀୟ…
ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଆଯାଉ, ମହିଳା ସଂରକ୍ଷଣ ନ କଲେ ଇତିହାସ କ୍ଷମା ଦେବନି : ନବୀନ
ଭୁବନେଶ୍ୱର,୨୦।୨(ବ୍ୟୁରୋ): ଶନିବାର ନୀତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଆଯାଉ ବୋଲି କହିଛନ୍ତି। ଏହାଛଡ଼ା ଏବେ ପ୍ରତ୍ୟେକ ଅପରାଧକୁ ରାଜନୀତିକରଣ କରାଯାଉଛି। ନିର୍ବାଚିତ ସରକାରର ପ୍ରତି କାମକୁ…
ଅନନ୍ତ ନାୟକ ହେଲେ ଜାତୀୟ ଏସ୍ଟି କମିଶନ ସଦସ୍ୟ
କେନ୍ଦୁଝର,୨୦।୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ପୂର୍ବତନ ଭାଜପା ଏମ୍ପି ଅନନ୍ତ ନାୟକଙ୍କୁ ଜାତୀୟ ଅନୁସୂଚିତ ଜନଜାତି କମିଶନ ଭାବେ ନିଯୁକ୍ତି ମିଳିଛି। ଏହାକୁ ନେଇ ଜିଲାରେ ଖୁସିର ଲହରୀ ଖେଳିଯାଇଛି। ଭାରତର ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏହି ମର୍ଯ୍ୟାଦାପୂର୍ଣ୍ଣ ପଦବୀ ମିଳିଛି।…
ପୁଣି ଘାରିଲା କୋଭିଡ୍ ଭୟ: ଓଡ଼ିଶାରେ ଲକ୍ଡାଉନ୍ ସମ୍ଭାବନାକୁ ଏଡାଇ ହେବନି ବୋଲି କହିଲେ ଡିଏମ୍ଇଟି
ଭୁବନେଶ୍ୱର,୨୦।୨(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ କୋଭିଡ କେସ୍ ସଂଖ୍ୟା କମୁଛି। ଏବେ ଲକ୍ଡାଉନ୍ର ସମ୍ଭାବନା ନାହିଁ, ମାତ୍ର ସମ୍ଭାବନାକୁ ଏଡାଇ ହେବନି। କୋଭିଡ୍ର ସାମ୍ପ୍ରତିକ ସ୍ଥିତିକୁ ନେଇ ଏଭଳି କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି। ଲୋକେ ନିଜେ ସଚେତନ ରହିଲେ, ଲକ୍ଡାଉନ୍କୁ ଏଡାଇ…
ମାଇକ୍ ଅନ୍ କରି ଶୋଇପଡ଼ିଲେ ମୌଲବୀ, ପରେ ଯାହା ଘଟିଲା ଶୁଣିଲେ ହସିହସି ଗଡ଼ିବେ
ସୋସିଆଲ ମିଡିଆରେ ହାସ୍ଟ୍ୟାଗ୍ ଶ୍ୱେତା ନାମରେ ଏକ ଅଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ଯୁବତୀ ଅନ୍ଲାଇନ ମିଟିଂ ପରେ ମାଇକ୍ ବନ୍ଦ କରିବାକୁ ଭୁଲି ଯାଇଥିଲେ। ଏହା ପରେ ତାଙ୍କର ଜଣେ ବନ୍ଧୁଙ୍କ ଦ୍ୱାରା ତାଙ୍କର ସମସ୍ତ ବ୍ୟକ୍ତିଗତ କଥା…
Archives


