୨୦୦ ସହରରେ ପେଟିମ୍‌ ଦେବ ୫୦ କୋଟିର କ୍ୟାସ୍‌ବ୍ୟାକ୍‌…

ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅନ୍‌ଲାଇନ୍‌ରେ ଡିଜିଟାଲ କାରବାର କରିବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଏପରିସ୍ଥଳେ ପେଟିମ୍‌ ଏହାର ୟୁଜରମାନଙ୍କ ପାଇଁ ୫୦ କୋଟି ଟଙ୍କାର କ୍ୟାସ୍‌ବ୍ୟାକ୍‌ ଘୋଷଣା କରିବାକୁ ଯାଉଥିବା କମ୍ପାନୀର ସିଇଓ ବିଜୟ ଶେଖର ଶର୍ମା ସୂଚନା ଦେଇଛନ୍ତି। ଏହି ଯୋଜନା ଦେଶର ୨୦୦ଟି ଜିଲାର ବଛାକଛା ୨୦୦ ସହରରେ ଉପଲବ୍ଧ ହେବ। ତେବେ ସହରଗୁଡ଼ିକର ନାମ କମ୍ପାନୀ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇ ନାହିଁ। ଡିଜିଟାଲ ଇଣ୍ଡିଆର ୬ ବର୍ଷ ପୂର୍ତ୍ତି ଉପଲକ୍ଷେ ପେଟିଏମ୍‌ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ୨୦୧୫ ଜୁଲାଇ ୧ରେ ଦେଶରେ ପେଟିଏମ୍‌ ପକ୍ଷରୁ କାରବାର ଆରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟ ପୂରଣ ପାଇଁ ପେଟିମ୍‌ ଏହାର ୟୁଜରଙ୍କ ଲାଗି ଏଭଳି କ୍ୟାସ୍‌ବ୍ୟାକ୍‌ ବ୍ୟବସ୍ଥା କରିଥିବା ବିଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେନ୍‌କୋ ପକ୍ଷରୁ ବିବାହ ଅଭିଯାନ

ନୂଆଦିଲ୍ଲୀ,୧୪।୧୨: ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ପକ୍ଷରୁ ବଲିଉଡ୍‌ ଅଭିନେତ୍ରୀ କିଆରା ଆଡ୍‌ଭାନିଙ୍କୁ ନେଇ ଭାରତୀୟ ବିବାହ ଉପରେ ପର୍ଯ୍ୟବସିତ ଏକ ନୂତନ ଅଭିଯାନର ଶୁଭାରମ୍ଭ...

ସେନା ହେଲିକପ୍ଟରର ଜରୁରୀ ଅବତରଣ

ଜମ୍ମୁ,୨୪।୧୦: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର ମଣ୍ଡିରେ ଗୁରୁବାର ସେନାର ଆଡଭାନ୍ସ ଲାଇଟ୍‌ ହେଲିକପ୍ଟରକୁ ଜରୁରୀ ଅବତରଣ କରାଯାଇଛି। ଏଥିରେ ଥିବା ଉତ୍ତର ସେନାର ଲେପ୍ଟନାଣ୍ଟ ଜେନରାଲ...

ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୧୫।୩: ଜମ୍ମୁ -କଶ୍ମୀର ଅବନ୍ତିପୋରା ଜିଲା ଚାରସୋ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସେଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ...

ନା ସୁନା ନା ରୂପା; ଦୋକାନରୁ ହେଉଛି ଟମାଟୋ ଲୁଟ୍‌, ମାମଲା ରୁଜୁ

ଲକ୍ଷ୍ନୌ,୧୪।୭: ନା ସୁନା ନା ରୂପା। ୨୬ କିଲୋ ଟମାଟୋ, ୨୫ କିଲୋ ଲଙ୍କା ଏବଂ ୮ କିଲୋ ଅଦା ଲୁଟି ନେଇଛନ୍ତି ଲୁଟେରା। ଉତ୍ତରପ୍ରଦେଶର...

ଶାଶୁଘରେ ନିର୍ଯାତନା ପାଇଁ ସ୍ବାମୀ ଦାୟୀ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଳୀ,୯।୩: ଶାଶୁଘରେ ମହିଳାଙ୍କର ଯେ କୌଣସି ଶାରୀରିକ ଖଣ୍ଡିଆ ଖାବରା ପାଇଁ ସ୍ବାମୀ ହିଁ ଦାୟୀ ହେବେ। ଏହାକୁ ନିର୍ଯାତନା ଭାବେ ଗ୍ରହଣ କରାଯିବ ବୋଲି...

ନୋଏଡ଼ା ଅଗ୍ନିକାଣ୍ଡ: ୨ ଶିଶୁ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ, ୧୧ା୪- ନୋଏଡାର ସେକ୍ଟର ୬୩ରେ ରବିବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୩ ବର୍ଷର ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା...

ଭାରତର ବଜେଟ୍‌ ଉପରେ ସାରା ବିଶ୍ୱର ରହିଛି ନଜର:ମୋଦି

ନୂଆଦିଲ୍ଲୀ,୩୧।୧: ସଂସଦର ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ବୈଠକରେ ତାଙ୍କର ପ୍ରଥମ ଅଭିଭାଷଣ ପ୍ରଦାନ...

କେନ୍ଦ୍ର କ୍ୟାବିନେଟ୍‌ରେ ୨ଟି ଅଧ୍ୟାଦେଶକୁ ମିଳିଲା ମଞ୍ଜୁରୀ: କୃଷକଙ୍କ ପାଇଁ ‘ଗୋଟିଏ ଦେଶ, ଗୋଟିଏ ବଜାର’ ନୀତି

ନୂଆଦିଲ୍ଲୀ,୩।୬: କରୋନା ସଙ୍କଟ ବେଳେ ବୁଧବାର ପୁଣିଥରେ କେନ୍ଦ୍ର କ୍ୟାବିନେଟର ଦ୍ବିତୀୟ ବୈଠକ ବସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨ଟି...

Advertisement
Archives

Model This Week