Posted inରାଜ୍ୟ

ଡେବିଟ୍‌ କାର୍ଡ ଭେରିଫିକେଶନ ପାଇଁ କଲ୍‌ କରିଛୁ କହି, ଲୁଟିନେଲେ ୭.୭୪ ଲକ୍ଷ ଟଙ୍କା

ଭଦ୍ରକ ଅଫିସ,୬।୭- ଏସ୍‌ବିଆଇ ଡେବିଟ୍‌ କାର୍ଡ କମ୍ପାନୀରୁ ଭେରିଫିକେଶନ ପାଇଁ କଲ କରିଛୁ। ଆକାଉଣ୍ଟ ନମ୍ବର ଦିଅ। ମୋବାଇଲକୁ ଏକ ଓଟିପି ନମ୍ବର ଯାଇଥିବ, ତାହା କୁହନ୍ତୁ। କିଛି ଏଭଳି କହି ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାରୋ ଗଁାର ଅବସରପ୍ରାପ୍ତ କର୍ମଚାରୀ ପ୍ରହ୍ଲାଦ ଖିଲାର(୬୮)ଙ୍କ ଆକାଉଣ୍ଟରୁୁ ଲୁଟି ନେଇଛନ୍ତି ୭ ଲକ୍ଷ ୭୪ ହଜାର ଟଙ୍କା। ଫୋନ କଲ ଆସିବାର ଦୁଇ ଦିନ ପରେ ବ୍ୟାଙ୍କକୁ ଯିବାରୁ ଠକେଇ ସମ୍ପର୍କରେ ଜାଣିବାକୁ ପାଇଥିଲେ ପ୍ରହ୍ଲାଦ। ଏ ନେଇ ତିହିଡ଼ି ଥାନାରେ ଅଭିଯୋଗ ପରେ ପୋଲିସ ମାମଲା (ନଂ.୨୬୭/୨୧) ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଦ୍ଦିନରେ ୩୭ ଆବାସ ମିତ୍ର

ଖଇରା, ୨୮।୧(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ୨୦୧୭ ମସିହାରେ ଗ୍ରାମୀଣ ଗୃହ ଯୋଜନାର ସଫଳ ରୂପାୟନ ତଥା ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ...

ବାହାରୁ ଆସୁଥିବା ଲୋକଙ୍କ ପାଇଁ ୧୦୦ ମନିଟରିଂ ଟିମ୍‌ ମୁତୟନ: ସଂଗରୋଧ ସହ ସ୍ବାସ୍ଥାବସ୍ଥା ଉପରେ ନଜର ରଖିବାକୁ କରୁଛନ୍ତି ଯୋଗାଯୋଗ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): କରୋନା କବଳରେ ଏବେ ବିଶ୍ୱର ୧୮୯ ଦେଶ । ଗୁରୁବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୭୪ ହଜାର ୯୬୮ ଥିବା ବେଳେ...

ଓଡ଼ିଶାର ବାନ୍ଧକଳା ହେବ ବିଶ୍ୱବ୍ରାଣ୍ଡ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଜାତୀୟସ୍ତରରେ ଏକ ଉତ୍କୃଷ୍ଟ ପାରମ୍ପରିକ ହସ୍ତତନ୍ତର ମାନ୍ୟତା ହାସଲ କଲାପରେ ଓଡ଼ିଶାର ବାନ୍ଧକଳା(ଇକାତ୍‌) ଏବେ ଏକ ବିଶ୍ୱବ୍ରାଣ୍ଡ ହେବାକୁ ଯାଉଛି। ମୁଖ୍ୟ ଶାସନ...

‘ୟାସ୍‌’ ପାଇଁ କଟକଣା: ଚଣ୍ଡିଖୋଲରୁ ବାଲେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ

ଯାଜପୁର ଅଫିସ,୨୫।୫: ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ଏବେ ଉପକୂଳମୁହାଁ। ଏହାର ବିଶେଷ ପ୍ରଭାବ ଭଦ୍ରକ ଓ ବାଲେଶ୍ୱରରେ ପଡ଼ିବ। ଏହି ସମୟରେ ପ୍ରବଳ ବର୍ଷା ହେବା...

ଅଦରକାରୀ, ପୁରୁଣା ସାମଗ୍ରୀରେ ବାଇକ୍‌ ତିଆରି କଲେ ନବମ ଶ୍ରେଣୀ ଛାତ୍ର

ଆନନ୍ଦପୁର : ଜଣେ ନବମ ଶ୍ରେଣୀ ଛାତ୍ର ନିଜସ୍ବ ଜ୍ଞାନକୌଶଳ ବଳରେ ତିଆରି କରିଛନ୍ତି ଏକ ବାଇକ୍‌। ଏହି ବାଇକ୍‌କୁ ନେଇ ସମଗ୍ର କେନ୍ଦୁଝର ଜିଲା...

ପାଣିଝରା ଦେଇଛି ପରିଚୟ

ଚମ୍ପୁଆ, ୭ା୧୨ (ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତର ଶଶାଙ୍କ ଗ୍ରାମ ବାଲିସାହି। ପାଣିଝରା ନିର୍ମାଣ ଓ ବିକ୍ରୟ କରି ଏଠାକାର ଆଦିବାସୀ ପାଇପାରିଛନ୍ତି...

ସର୍ଭିସ୍‌ ଓ ଫିଡ୍‌ବ୍ୟାକ୍‌ ପରିପୂରକ: ‘ସ୍କୁଲ ବ୍ୟାଗ୍‌ ନେଇଥିବା ପିଲା ବାହାଘର ବେଳେ ପୁଣି କିଣାକିଣି କରିବାକୁ ଆସନ୍ତି।’

ସମୟ ଗଡ଼ିଯାଏ ଜୁଆର ଫେରିଯାଏ, ରହିଯାଏ ଅଲିଭା ସନ୍ତକ। ୧୯୭୬ରେ ଭୁବନେଶ୍ୱର ପୁରୁଣା ବସ୍‌ଷ୍ଟାଣ୍ଡରେ ଗଢ଼ିଉଠିଥିବା ‘ପଣ୍ଡା ଏଣ୍ଟରପ୍ରାଇଜେସ୍‌’ର ପରିବର୍ତ୍ତିତ ସଂସ୍କରଣ ‘ପଣ୍ଡା ଟ୍ରାଭେଲ ମାର୍ଟ’...

ଗ୍ରାମାଞ୍ଚଳରେ ନିଷେଧ ହେବ ପ୍ଲାଷ୍ଟିକ

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ଆସନ୍ତାବର୍ଷରୁ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ୫୦ ମାଇକ୍ରନରୁ କମ୍‌ ମୋଟେଇ ପଲିଥିନ ଓ ପ୍ଲାଷ୍ଟିକକୁ ନିଷେଧ କରାଯିବ। ଏ ନେଇ ପଞ୍ଚାୟତିରାଜ ଓ...

Advertisement


Archives

Model This Week