ବଲିଉଡ୍ରେ କୁମାର ବିଶ୍ୱାସ
ନୂଆଦିଲ୍ଲୀ, ୨୪ା୨: କବି ଓ ରାଜନେତା ଭାବେ ଜଣାଶୁଣା କୁମାର ବିଶ୍ୱାସ ଏବେ ଫିଲ୍ମ ଦୁନିଆରେ ପାଦ ଥାପିଛନ୍ତି। ସାହିତି୍ୟକ ମଞ୍ଚରେ କବିତା ପାଠ, ଆନ୍ନା ହାଜାରେ ଆନ୍ଦୋଳନର ପ୍ରମୁଖ ଚେହେରା ପାଲଟିବା ପରେ ରାଜନୀତିରେ ପଶି ଭାଷଣ ଓ ମନ୍ତବ୍ୟ…
ଜେଲ ଗଲେ ଫୁଲବାଣୀର ପୂର୍ବତନ ବିଧାୟକ
ଫୁଲବାଣୀ ଅଫିସ,୨୪ା୨: ପଥଚାରୀଙ୍କୁ ମାଡ଼ ମାରିବା ସହ ଟଙ୍କା ଲୁଟ ଅଭିଯୋଗରେ ମଙ୍ଗଳବାର ଫୁଲବାଣୀର ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର ଗିରଫ ହୋଇଛନ୍ତି। ସେ ୨୦୦୯ରେ ଫୁଲବାଣୀରୁ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ…
ବ୍ରିଟିଶ ରାଣୀଙ୍କ ସମ୍ପର୍କୀୟଙ୍କୁ ଜେଲ
ଲଣ୍ଡନ, ୨୪।୨ : ବ୍ରିଟିଶ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଜଣେ ସମ୍ପର୍କୀୟଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ୧୦ ମାସ ଜେଲ୍ ଦଣ୍ଡାଦେଶ ଦିଆଯାଇଛି। ଗତବର୍ଷ ଫେବୃୟାରୀରେ ଷ୍ଟ୍ରାଥ୍ମୋରର ୟର୍ଲ ସାଇମନ ବୋଓ୍ବେସ୍-ଲିଓନ୍ ସ୍କଟଲାଣ୍ଡସ୍ଥିତ ତାଙ୍କ ପୈତୃକ ଦୁର୍ଗରେ ଜଣେ ମହିଳାଙ୍କୁ ଯୌନ…
ଇଡି, ସିବିଆଇକୁ ଅସ୍ତ୍ର କରୁଛି କେନ୍ଦ୍ର
ନୂଆଦିଲ୍ଲୀ, ୨୪।୨ (ଆଇଏଏନ୍ଏସ୍): ପୁଡ଼ୁଚେରୀରେ କଂଗ୍ରେସ ସରକାର ଭାଙ୍ଗିବା ପରେ ବର୍ଷକ ମଧ୍ୟରେ ଏହି ଦଳ ଦୁଇଟି ରାଜ୍ୟରେ କ୍ଷମତା ହରାଇଛି। ଏହା ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସ ହାତରୁ କ୍ଷମତା ଯାଇଥିଲା। ଉଭୟ ରାଜ୍ୟରେ ଦଳୀୟ ବିଧାୟକମାନଙ୍କ ଇସ୍ତଫା ଯୋଗୁ ସରକାର…
ବିଜେଡି-ଭାଜପା ଟଣାଓଟରା
ଭୁବନେଶ୍ୱର,୨୪।୨(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଦେଶର କେତେକ ରାଜ୍ୟରେ ପେଟ୍ରୋଲ ୧୦୦ ଟଙ୍କା ଛୁଇଁଲାଣି। ଓଡ଼ିଶାର କେତେକ ସ୍ଥାନରେ ମଧ୍ୟ ପ୍ରିମିୟମ ପେଟ୍ରୋଲ ଦର ୧୦୦ ଟଙ୍କା ଟପିଗଲାଣି। ଜନସାଧାରଣ ତ୍ରାହି ତ୍ରାହି ଡାକିଲେଣି।…
ସୁନ୍ଦର ପୁଅଙ୍କୁ ପାଖରେ ଦେଖି କ’ଣ ଭାବନ୍ତି ଝିଅ…
ଅନେକ ସମୟରେ ପାଖରେ ସୁନ୍ଦର ପୁଅକୁ ଦେଖିଲେ ଝିଅମାନେ ଅନେକ କିଛି ଭାବିଥାନ୍ତି। ତେବେ ସେମାନେ କ’ଣ ଭାବିଥାନ୍ତି ଏହା ସମସ୍ତଙ୍କ ଜାଣିବାକୁ ଇଚ୍ଛା ଥାଏ। କେବଳ ପୁଅମାନେ ଆଗେ କଥା ହୁଅନ୍ତି ତାହା ନୁହେଁ, ବଂର ଝିଅମାନେ ବହୁତ କିଛି…
ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ମୁକାବିଲା: ଜାଣନ୍ତୁ କେବେ ଆଉ କେଉଁଠି ଦେଖିପାରିବେ ଏହି ଦିବାରାତ୍ର ମ୍ୟାଚ୍
ଅହମ୍ମଦାବାଦ,୨୩।୨: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ ଉଭୟ ଦଳ ମଧ୍ୟରେ ଟେଷ୍ଟ ସିରିଜ୍ ଶେଷ ହେବା ପରେ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲର ଦ୍ୱିତୀୟ ଟିମ୍ ବିଷୟରେ ଜଣାପଡ଼ିବ। କାରଣ ଏଥିପାଇଁ ଭାରତକୁ ନିହାତି ପକ୍ଷେ ଗୋଟିଏ…
ଭାଷଣ ଅଧାରୁ ମଞ୍ଚ ଛାଡ଼ିଲେ ପ୍ରିୟଙ୍କା
ନୂଆଦିଲ୍ଲୀ,୨୪।୨- ଉତ୍ତର ପ୍ରଦେଶର ମଥୁରାଠାରେ ମଙ୍ଗଳବାର କୃଷକ ଆନ୍ଦୋଳନକୁ ସମ୍ବୋଧିତ କରୁଥିବାବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଷଣ ଅଧାରୁ ମଞ୍ଚ ଛାଡ଼ି ଦେଇଛନ୍ତି। ସେ ଭାଷଣ ଦେଉଥିବାବେଳେ ଜଣେ ମହିଳା ନ୍ୟାୟ ଦାବି କରି ସ୍ଲୋଗାନ ଦେଇଥିଲେ। ଉକ୍ତ…
ପଖାଳ ଶରୀରକୁ ରଖେ ସ୍ଲିମ୍…
ଓଡ଼ିଶାର ଘରେ ଘରେ ପଖାଳ ଅତି ଆପଣାର। ସକାଳେ ପଖାଳ କଂସାଏ ସହିତ ଶାଗ, ଆଳୁ ବାଇଗଣ ପୋଡ଼ା, ବଡ଼ିଚୁରା ଖାଇଲେ ଦିନସାରା ମନ ପୁରା ଖୁସ୍ ରହିଥାଏ। ସେହିପରି ଏହାଦ୍ୱାରା ବହୁବିଧ ଶାରୀରିକ ସମସ୍ୟା ଦୂର ହୋଇଥାଏ ବୋଲି ବିଶେଷଜ୍ଞମାନେ…
ରାଜନୀତିରେ ପାଦ ଦେଇପାରନ୍ତି ଅଭାଗା କ୍ରିକେଟର
କୋଲକାତା,୨୪ା୨- ରାଜନୀତିରେ ପାଦ ଦେବାକୁ ଯାଉଛନ୍ତି ଭାରତୀୟ କ୍ରିକେଟର ମନୋଜ ତିଓ୍ବାରୀ। ଭାରତୀୟ କ୍ରିକେଟର ଅଭାଗା କ୍ରିକେଟର କୁହାଯାଉଥିବା ତିଓ୍ବାରୀ ବୁଧବାର ହୁଗଲି ଜିଲାର ଚିନସୁରରେ ହେବାକୁ ଥିବା ରାଲିବେଳେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ…
ଭାତୁଡ଼ି ଥିଲେ ଆପଣାନ୍ତୁ ଏହି ଉପାୟ, ମିଳିବ ମୁକ୍ତି
ଶରୀରରେ ଭାତୁଡ଼ି ହେଉଥିଲେ ବିନା ଅସ୍ତ୍ରୋପଚାରରେ ମଥି ଦୂର ଏହାକୁ କରିହେବ। କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରି ଏହି ସମସ୍ୟାରୁ ମୁକ୍ତି ପାଆନ୍ତୁ। ରସୁଣ: ରସୁଣର କିଛି ପାଖୁଡ଼ା ଛଡ଼ାଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ଭାତୁଡ଼ି ହୋଇଥିବା…
ପିଅନ୍ତୁ ହଳଦୀ-ତୁଳସୀ କାଢା
ପକୃତିର ଅବଦାନ ମଣିଷ ପାଇଁ ଅନେକ । ପ୍ରାକୃତିକ ଜିନିଷ ବ୍ୟବହାର କରି ମଣିଷ ଅନେକ ପ୍ରକାର ଶାରୀରିକ ସମସ୍ୟାକୁ ସହଜରେ ଦୂରେଇ ଦେବ । ତେବେ ହଳଦୀ ଓ ତୁଳସୀ ପତ୍ରରେ ପ୍ରସ୍ତୁତ କାଢା ପିଇଲେ ଏହା ଶରୀରର ରୋଗ…
Archives


