Home Left

ତ୍ରିବେଣୀ ମଠ ଛକରେ ବିକ୍ରି ହେଉଛି ଅପମିଶ୍ରିତ ପେଟ୍ରୋଲ, ଡିଜେଲ; ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

ଗଞ୍ଜାମ, ୨୪।୨(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରେ ଗତ କିଛିମାସ ହେବ ଅପମିଶ୍ରିତ ଡିଜେଲ ଓ ପେଟ୍ରୋଲ ବିକ୍ରି ହେଉଥିବା ଅଭିଯୋଗ ହେଉଛି l ଅସାଧୁ ବେପାରୀମାନେ ବିଭିନ୍ନ ଉର୍ଣ୍ଣୟନ କାର୍ଯ୍ୟରେ ଲାଗୁଥିବା ଟିପର ଓ ଟ୍ରାକ୍ଟରଗୁଡିକରୁ ଶାଗ ମାଛ…

ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ବାପା

ବଲିଉଡ୍‌ ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଅଭିନେତ୍ରୀ ଝିଅ ପୂଜା ଭଟ୍ଟ ଇତିମଧ୍ୟରେ ୪୯ ବର୍ଷର ହୋଇଯାଇଛନ୍ତି। ୨୪ ଫେବୃୟାରୀ, ୧୯୭୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ପୂଜା ପ୍ରଥମରୁ ହି ବିବାଦରେ ରହିଆସିଛନ୍ତି। ୧୯୮୯ରେ ରିଲିଜ୍‌ ଫିଲ୍ମ ‘ଡାଡି’ରୁ ପୂଜା…

ନାତୁଣୀଙ୍କୁ ପଢାଇବା ପାଇଁ ଘର ବିକ୍ରି କଲେ ଅଟୋଚାଳକ

ମୁମ୍ବାଇ,୨୪।୨: ସମୟ ସହିତ ସୋସିଆଲ ମିଡିଆ ଏପରି ଏକ ମାଧ୍ୟମ ପାଲଟିଛି, ଯାହା ମାଧ୍ୟମରେ ସାହାଯ୍ୟ ମଧ୍ୟ ଅଭାବୀ ଲୋକଙ୍କ ନିକଟରେ ପହଞ୍ଚୁଛି । ଏହିପରି ଅନେକ ଉଦାହରଣ ପୂର୍ବରୁ ଦେଖାଯାଇଛି। ଏବେ ଏଭଳି ଏକ ମାମଲା ମୁମ୍ବାଇରୁ ଆସିଛି। ଏଠାରେ…

ଯୌତୁକରେ ମିଳିଲା ୧୧ ଲକ୍ଷ ଟଙ୍କା: ବରର ପିତା ଟଙ୍କା ନେଇ କଲେ ଏମିତି କାମ

ଜୟପୁର,୨୪।୨: ଆଜିବି ସମାଜରେ ଯୌତୁକ ଏକ ବ୍ୟାଧି ଭାବେ ପରିଗଣିତ ହେଉଛି। କେଉଁଠି ଯୌତୁକ ଯୋଗୁ ବଧୂହତ୍ୟା ହେଲାଣି ତ ଆଉ କେଉଁଠି ଯୌତୁକ ପାଇଁ ମହିଳାଙ୍କୁ ଘରୁ ତଡି ଦିଆଯାଉଛି। ତେବେ ରାଜସ୍ଥାନର ବୁନ୍ଦି ଜିଲାର ପିପରୱାଲା ଗାଁର ଅବସରପ୍ରାପ୍ତ…

ମୃତ୍ୟୁ ପୂର୍ବରୁ ଶ୍ରୀଦେବୀ ଶେୟାର କରିଥିଲେ ଏହି ଫଟୋ, ଆଜି ବି ଲୋକେ କରୁଛନ୍ତି ଏମିତି କମେଣ୍ଟ

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ଆଜକୁ ୩ ବର୍ଷ ତଳେ ହୋଇଥିଲା। ୨୪ ଫେବୃୟାରୀ ୨୦୧୮ରେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା। ଅଚାନକ ମୃତ୍ୟୁ ଖବର ପୂରା ଦୁନିଆକୁ ଚକିତ କରିଦେଇଥିଲା। ଶ୍ରୀଦେବୀଙ୍କ ମୃତ୍ୟୁକୁ ଲୋକେ ଆଜି ବି ସହଜରେ…

ଗେହଲଟ୍‌ଙ୍କ ସ୍ବତନ୍ତ୍ର କୋଭିଡ୍‌ ପ୍ୟାକେଜ୍‌: ୫୦ ହଜାର ଟଙ୍କାର ସୁଧମୁକ୍ତ ଋଣ

ଜୟପୁର,୨୪।୨: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ସରକାର ବୁଧବାର ବଜେଟ ଉପସ୍ଥାପନା କରିଛନ୍ତି। ରାଜ୍ୟରେ କୋବିଡ୍‌ ମୁକାବିଲା ପାଇଁ ବଜେଟରେ ସ୍ବତନ୍ତ୍ର ପ୍ୟାକେଜ୍‌ ଆବଣ୍ଟିତ କରାଯାଇଛି। ସେହିପରି ବେକାରଙ୍କ ରୋଜଗାର ପାଇଁ ୫୦ ହଜାର ଟଙ୍କାର ସୁଧମୁକ୍ତ ଋଣ ଘୋଷଣା କରାଯାଇଛି।…

କ୍ରିକେଟ୍‌ରେ କେମିତି ମିଳିବ ପରିଚୟ,ସଚିନ କଲେ ଖୁଲାସା

ମୁମ୍ବାଇ,୨୪।୨: କ୍ରିକେଟର୍‌ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ବିଶ୍ୱାସ କରନ୍ତି ଯେ, ଜଣେ ଖେଳାଳି ତାଙ୍କ ପୃଷ୍ଠଭୂମି ଦ୍ୱାରା ନୁହେଁ ବରଂ ପଡ଼ିଆରେ ପ୍ରଦର୍ଶନ ଦ୍ୱାରା ଖେଳରେ ନିଜର ପରିଚୟ ସୃଷ୍ଟି କରିଥାଏ। ଅନଲାଇନ ଶିକ୍ଷା ପ୍ଲାଟଫର୍ମ ଅନ୍‌ଏକାଡେମୀର ବ୍ରାଣ୍ଡ ଆମ୍ବାସାଡର…

ରୁଜିରା-ପାମେଲାଙ୍କୁ ନେଇ ଟିଏମ୍‌ସି-ଭାଜପା ମୁହାଁମୁହିଁ

କୋଲକାତା,୨୪।୨: ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ। ରାଜ୍ୟରେ କ୍ଷମତା ଦଖଲ ପାଇଁ ତୃଣମୂଳ କଂଗ୍ରେସ( ଟିଏମ୍‌ସି) ଏବଂ ଭାଜପା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ତେବେ ଦୁଇ ରାଜନୈତିକ ଦଳ ରୁଜିରା ନରୁଲା ଏବଂ ପାମେଲା ଗୋସ୍ବାମୀଙ୍କୁ ନେଇ ପରୋକ୍ଷ…

‘ଏମିତି କିଛି କାମ ଅଛି କି ଯାହା ବିରାଟ କୋହଲି କରିପାରିବେ ନାହିଁ’

ଅହମଦାବାଦ୍‌,୨୪।୨:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ‘ରନ ମେସିନ’ ଭାବରେ ଜଣାଶୁଣା। ବିରାଟ କୋହଲି ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ବଡ଼ ସଫଳତା ହାସଲ କରିଛନ୍ତି। ବିରାଟ କୋହଲି ଜଣେ ମହାନ ଅଧିନାୟକ, ବ୍ୟାଟ୍ସମ୍ୟାନ ଏବଂ ଫିଲ୍ଡର। ଏହା ସହିତ…

ପୁଣି ବିଶ୍ୱରେକର୍ଡ କଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ଓ୍ବେଷ୍ଟଇଣ୍ଡିଜର ଭେଟେରାନ କ୍ରିସ ଗେଲ ବିଶ୍ୱର ସମସ୍ତ ଟି -୨୦ ଲିଗରେ ନିଜର ଧମାକା ଦେଖାଇସାରିଛନ୍ତି। ନିକଟରେ ସେ ପାକିସ୍ତାନ ସୁପର ଲିଗ (ପିଏସଏଲ)ରେ ଅର୍ଦ୍ଧଶତକ ହାସ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ପାକିସ୍ତାନରେ ଟି -୨୦ରେ ଏହା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ

ନୋଏଡା,୨୪।୨: ଯମୁନା ଏକ୍ସପ୍ରେସ୍‌ଓ୍ବେରେ ମଙ୍ଗଳବାର-ବୁଧବାର ମଧ୍ୟରାତ୍ରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୭ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ବୃନ୍ଦାବନ ଦର୍ଶନ ସାରି ଇନୋଭାରେ ଘରକୁ ଫେରୁଥିଲେ। ତେବେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ଇନୋଭା…

ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିଲା ଗୋରୁ: ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ

ଭଦ୍ରକ ଅଫିସ, ୨୪।୨: ବେଆଇନ୍‌ ଭାବେ ବାହର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ୍‌କୁ ଜବତ କରାଯାଇଛି। ୨୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ବଜରଙ୍ଗ ଦଳର କର୍ମୀ ଓ ସ୍ଥାନୀୟ ଲୋକେ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri