ପ୍ରେମିକ ସହ ବୋହୂଙ୍କୁ ଧରିଲେ ଶାଶୁ, ତାପରେ…
ରାଇଘର, ୨୫।୨: ପରକୀୟା ପ୍ରୀତିର କରୁଣ ଦୃଶ୍ୟ। ରାସ୍ତାରେ ବାନ୍ଧି ମହିଳା ଓ ତାଙ୍କ ପ୍ରେମିକଙ୍କୁ ଶାଶୁଘର ଲୋକ ନିର୍ଧୂମ୍ ପିଟିଛନ୍ତି। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରୁଛି। ସୂଚନା ଯୋଗ୍ୟ ନବରଙ୍ଗପୁର…
ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ଗଣବଳାତ୍କାର
କୁରୁକ୍ଷେତ୍ର,୨୫।୨ : ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ଅଭିଯୋଗ ହରିୟାଣାର କୁରୁକ୍ଷେତ୍ରରୁ ଜିଲାରୁ ଆସିଛି। ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଏ ନେଇ ଗୁରୁବାର ପୋଲିସ…
କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ପରେ ପୁଅ ହେଲେ ସରପଞ୍ଚ
ଜୁନାଗଡ଼,୨୫।୨: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭଇଁରୀଗୁଡ଼ା ପଞ୍ଚାୟତ ଉପନିର୍ବାଚନର ଗୁରୁବାର ଫଳାଫଳ ଘୋଷଣା ହୋଇଛି। ଭଇଁରୀଗୁଡ଼ାର ନୂତନ ସରପଞ୍ଚ ଭାବେ ମୃତ କୋଭିଡ୍ ଯୋଦ୍ଧା ସରପଞ୍ଚ ଲକ୍ଷ୍ମୀଧର ପାତ୍ରଙ୍କ ପୁଅ ପଞ୍ଚାନନ ପାତ୍ର ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ…
କାଳିଆ ପରେ ବଳରାମ ଯୋଜନାରେ ମିଳିବ ଟଙ୍କା
ବରଗଡ଼ ଅଫିସ୍,୨୫।୨: ରାଜ୍ୟ ସରକାରଙ୍କ ବଳରାମ ଯୋଜନା ଗୁରୁବାର ବରଗଡ଼ ଜିଲାରେ ଆରମ୍ଭ ହୋଇଛି। ଅତାବିରା ସମବାୟ କେନ୍ଦ୍ର ବ୍ୟାଙ୍କ ଶାଖାରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଅତାବିରା ବ୍ଳକ ଅନ୍ତର୍ଗତ ମନାପଡ଼ା ଗ୍ରାମର ମହାଲକ୍ଷ୍ମୀ ଯୁଗ୍ମଦେୟ ଗୋଷ୍ଠିକୁ ୧ ଲକ୍ଷ ୬୦…
ବଧୂ ହତ୍ୟା ଅଭିଯୋଗ: ଶାଶୁ, ଶ୍ୱଶୁର ଗିରଫ
ଔପଦା, ୨୫।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ରାଏରାମଚନ୍ଦ୍ରପୁର ପଞ୍ଚାୟତ ଶୋରିଷପାଳ ଗ୍ରାମରେ ବଧୂ ହତ୍ୟା ଅଭିଯୋଗରେ ଶାଶୁ ସୁକାନ୍ତି ରାଉତ ଓ ଶ୍ୱଶୁର ସୁକାନ୍ତ ରାଉତ (ଅଗଣି)ଙ୍କୁ ଔପଦା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ ସୂଚନା ଅନୁଯାୟୀ, ୨୦୧୫ ମସିହାରେ…
ବିବାହରେ ଆୟୋଜିତ ହେଲା ରକ୍ତଦାନ ଶିବିର
ଦେଓଗାଁ,୨୫ା୨: ଅନ୍ୟର ଜୀବନ ବଞ୍ଚାଇବା ପାଇଁ ରକ୍ତର ଆବଶ୍ୟକତା ଉପରେ ସଚେତନତା ଲାଗି ଏକ ନବଦମ୍ପତ୍ତି ନିଜ ବାହାଘରେ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଗାଇବାହାଲ ପଞ୍ଚାୟତ ଅନ୍ତର୍ଗତ ରାଏପାଲିରେ ଦିବଂଗତ ଶ୍ରମିକ ନେତା ଲଲିତ…
ଠାକୁରଙ୍କ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
ସଜନାଗଡ଼,୨୫।୨: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଖଡ଼ିପଦା ଗ୍ରାମରେ ଥିବା ଶନି ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଠାକୁରଙ୍କ ରୂପା ମୁକୁଟ ସହ ଅନ୍ୟାନ୍ୟ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ବୁଧବାର ସନ୍ଧ୍ୟାରେ ଆଳତୀ ପରେ ପୂଜକ ମନ୍ଦିରରେ ତାଲା…
ଭାରତ ଆଗରେ ୪୯ ରନ୍ର ବିଜୟ ଲକ୍ଷ୍ୟ
ଅହମ୍ମଦାବାଦ,୨୫।୨ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ତୃତୀୟ ତଥା ଦିବାରାତ୍ର ଟେଷ୍ଟକୁ ଦୁଇ ଦିନରେ ହିଁ ଜିତି ନେଇପାରେ ଟିମ୍ ଇଣ୍ଡିଆ। ଅକ୍ଷର ପଟେଲ ଓ ଭେଟେରାନ ରବିଚନ୍ଦ୍ରନ ଅଶ୍ୱିନଙ୍କ କାରଣରୁ ସୃଷ୍ଟି ହୋଇଛି ଏଭଳି ସମ୍ଭାବନା। ଏହି ଦୁଇ…
କଂଗ୍ରେସ ନେତାଙ୍କ ଭିନ୍ନ ପ୍ରତିବାଦ
ନୂଆଦିଲ୍ଲୀ,୨୫।୨: ଦିନକୁ ଦିନ ପେଟ୍ରୋଲ, ଡିଜେଲ ମହଙ୍ଗା ହେଉଥିବା ବେଳେ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ବଢ଼ିବାରେ ଲାଗିଛି। ଏହାକୁ ବିରୋଧ କରି କଂଗ୍ରେସ ନେତା ଭିନ୍ନ ଏକ ପ୍ରତିବାଦ କରିଛନ୍ତି। ଦିଲ୍ଲୀରେ କଂଗ୍ରେସ ନେତା ଗୁରୁବାର ଦଳୀୟ କାର୍ଯ୍ୟାଳୟରେ ଗ୍ୟାସ…
କୁମ୍ବଲେଙ୍କୁ ପଛରେ ପକାଇଲେ ଅଶ୍ୱିନ
ଅହମ୍ମଦାବାଦ,୨୫।୨ : ଏଠାରେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚ୍ରେ ଭେଟେରାନ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ହାସଲ କରିଛନ୍ତି ୪୦୦ ଉଇକେଟ। କ୍ୟାରିୟରର ୭୭ତମ ଟେଷ୍ଟରେ ଅଶ୍ୱିନ ସ୍ପର୍ଶ କରିଛନ୍ତି ଏହି ମାଇଲଷ୍ଟୋନ। ଏହି ଧାରାରେ ସେ ମହାନ…
କୋଭିଡ୍ ନିୟମ ଭାଙ୍ଗି ପଡ଼ିଆରେ ପଶିଲେ କୋହଲିଙ୍କ ଫ୍ୟାନ
ଅହମ୍ମଦାବାଦ,୨୫।୨ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିବାରାତ୍ର ଟେଷ୍ଟ ମ୍ୟାଚ୍ ପ୍ରଥମ ଦିବସରେ ବିରାଟ କୋହଲିଙ୍କ ଜଣେ ପ୍ରଶଂସକ କୋଭିଡ୍ ନିୟମ ଭାଙ୍ଗି ସୁରକ୍ଷା ବଳୟ ଡେଇଁ ଗ୍ରାଉଣ୍ଡରେ ପ୍ରବେଶ କରିଥିଲେ। ତେବେ ଏହି…
କାରଖାନାରେ ବିସ୍ଫୋରଣ: ୩ ଶ୍ରମିକଙ୍କ ଜୀବନଗଲା
ସିଙ୍ଗାପୁର,୨୫।୨: ସିଙ୍ଗାପୁରର ଏକ କାରଖାନାରେ ବିସ୍ଫୋରଣ ଘଟି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଘଟଣାରେ ଅନ୍ୟ ୫ ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଶରୀରର ପ୍ରାୟ ଭାଗ ପୋଡି ଯାଇଥିବା ବେଳେ ତାଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ…
Archives


