ଆଜି ଭାରତ ବନ୍ଦ
ଭୁବନେଶ୍ୱର, ୨୬ା୨(ବ୍ୟୁରୋ): ବ୍ୟବସାୟୀ ସଂଘ ପକ୍ଷରୁ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଛି। କଟକ ନଗର ବ୍ୟବସାୟୀ ସଂଘ ଏହାକୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ଜିଏସ୍ଟି ଜଟିଳତା ଦ୍ୱାରା ବ୍ୟବସାୟୀମାନେ ଆର୍ଥିକ ଓ ମାନସିକସ୍ତରରେ ଅତିଷ୍ଠ ହେଲେଣି। ଏହାଛଡ଼ା…
ଲିଙ୍ଗ ପରିବର୍ତ୍ତନ କରି ଭଉଣୀ ହେଲେ ଯାଆଁଳା ଭାଇ
ବ୍ରାଜିଲରେ ରହୁଥିବା ୨ ଯାଆଁଳା ଭାଇ ସେମାନଙ୍କର ଅଧିକାଂଶ କାମ ଏକାଠି କରିଥାନ୍ତି। ଏବେ ଏହି ୨ ଭାଇ ଏକତ୍ରି ଟ୍ରାନ୍ସଜେଣ୍ଡର ଅପରେଶନ କରି ରେକର୍ଡ କରିଛନ୍ତି। ୧୯ ବର୍ଷୀୟ ଏହି ୨ ଭାଇ ଲିଙ୍ଗ ଅସ୍ତ୍ରୋପଚାର କରି ଝିଅ ହୋଇଛନ୍ତି।…
ଭାଇରାଲ ହେଉଛି ‘ବ୍ୟାଟେଲ୍ ଅଫ୍ ପ୍ରତାପଗଡ଼’ ଭିଡିଓ
ପ୍ରତାପଗଡ଼,୨୬।୨: ସୋସିଆଲ ମିଡିଆରେ ୟୁଜର୍ସ ଉତ୍ତର ପ୍ରଦେଶର ବାଗପଟଠାରେ ଚାଟ ବିକାଳିଙ୍କ ମଧ୍ୟରେ ହୋଇଥିବା ଛଟ ଫାଇଟ୍ ଭିଡିଓର ମଜା ନେଉଥିବାବେଳେ ସାମ୍ନାକୁ ଆସିଛି ଆଉ ଏକ ଷ୍ଟ୍ରିଟ୍ ଫାଇଟ୍ର ଫୁଟେଜ। ଏଥର ମଧ୍ୟ ରାଜ୍ୟ ସମାନ। କିନ୍ତୁ ଯୁଦ୍ଧ ପୁରୁଷଙ୍କ…
କୋକୋ ଗଫ୍ ସେମିଫାଇନାଲରେ
ଆଡିଲେଡ୍, ୨୬ା୨ (ଏପି)-କୋକୋ ଗଫ୍ ଓ ଜିଲ୍ ଟିଚ୍ମ୍ୟାନ ଗୁରୁବାର ଆଡିଲେଡ୍ ଇଣ୍ଟରନ୍ୟାଶନାଲ ଟେନିସ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୧୬ ବର୍ଷୀୟା ଗଫ୍ ୨-୬, ୬-୪, ୬-୪ ସେଟ୍ରେ ସେଲ୍ବି ରୋଜର୍ସଙ୍କୁ ପରାସ୍ତ କରିଥିବା ବେଳେ ଟିଚ୍ମ୍ୟାନ ୬-୪, ୬-୭…
କଲେଜରେ ରାଗିଂ ବଦଳାଇ ଦେଲା ଏହି ଅଭିନେତ୍ରୀଙ୍କ ଜୀବନ
ବଲିଉଡ୍ର ଜଣେ ସଫଳ ତଥା ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ଚିତ୍ରଙ୍ଗଦା ସିଂ। ନିଜର ଅଭିନୟ ମାଧ୍ୟମରେ ସେ ପ୍ରଶଂସକଙ୍କ ହୃଦୟ ଜିତି ପାରିଛନ୍ତି। ତାଙ୍କର ଆଗାମୀ ଫିଲ୍ମ ‘ବବ୍ ବିଶ୍ୱାସ’। ଏଥିରେ ସେ ଅଭିଷେକ ବଚ୍ଚନଙ୍କ ସହ ନଜର ଆସିବେ। କଲେଜ…
ସୁରକ୍ଷିତ କରିପାରୁନି ସିସିଟିଭି
ଅନୁଗୋଳ ଅଫିସ, ୨୬।୨ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର କଳେବର ବଢ଼ୁଛି। ନୂଆ ନୂଆ ବିଭାଗ ସଂଯୋଗ ହେଉଥିବାବେଳେ ପୂରା ବ୍ୟବସ୍ଥା ଉପରେ ନଜର ରଖିବାକୁ ଶତାଧିକ ସିସିଟିଭି ଲଗାଯାଇଛି। କିନ୍ତୁ ସେଥିରୁ ଅନେକ ଅଚଳ ହୋଇପଡ଼ିଥିବାରୁ ଏହାର ସୁଯୋଗ ନେଉଛନ୍ତି…
ନେପାଳ ଯିବେ ୩ ବର୍ଷୀୟ ସାଇ ଶ୍ରେୟାଂସୁ
ଭଦ୍ରକ ଅଫିସ, ୨୬।୨- ୩ ବର୍ଷ ବୟସରେ ସ୍ବତନ୍ତ୍ର ମଡେଲ ପାଇଁ ଜିଲା, ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ଆସନ୍ତା ଜୁଲାଇରେ ନେପାଳରେ ହେବାକୁ ଥିବା ଅନ୍ତର୍ଜାତୀୟ ମଡେଲ ପ୍ରତିଯୋଗିତା ନିମନ୍ତେ ସର୍ବଭାରତୀୟ ଶିଶୁ ବର୍ଗରୁ ଚୟନ ହୋଇଛନ୍ତି।…
ବିରଳ ହ୍ବେଲ୍ ସାର୍କର ଜୀବନ ବଞ୍ଚାଇଲେ ପର୍ଯ୍ୟଟକ
ଚିକିଟି,୨୬ା୨: ଗଞ୍ଜାମ ଜିଲା ଚିକିଟି ବ୍ଲକ ସୁନୁପୁର ସ୍ଥିତ ସମୁଦ୍ର ଉପକୂଳରେ ଏକ ବିରଳ ପ୍ରଜାତିର ହ୍ବେଲ୍ ସାର୍କ ଦେଖିବାକୁ ମିଳିଛି। ପର୍ଯ୍ୟଟକମାନେ ବେଳାଭୂମିରେ ବୁଲୁଥିବା ବେଳେ ହଠାତ୍ ସାର୍କଟି କୂଳକୁ ଆସିଥିବା ଦେଖିଥିଲେ। ଖବର ପ୍ରଚାର ହେବା ପରେ ବେଳାଭୂମିରେ…
୧୦୦ ଟଙ୍କାରୁ ମିଳିଲା ୧ କୋଟି
ପଞ୍ଜାବର ଅମ୍ରିତସରର ଜଣେ ମହିଳା ୧୦୦ ଟଙ୍କା ଦେଇ କିଣିଥିଲେ ଏକ ଲଟେରି। ଆଉ ପ୍ରଥମ ପୁରସ୍କାର ବାବଦକୁ ଜିତିଛନ୍ତି ୧ କୋଟି ଟଙ୍କା। ରାଜ୍ୟ ସରକାରଙ୍କ ପକ୍ଷରୁ ରଖାଯାଇଥିବା ବିବୃତି ଅନୁଯାୟୀ, ଲଟେରିର ପ୍ରଥମ ପୁରସ୍କାର ବିଜେତା ରେଣୁ ଚୌହ୍ବାନ…
ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ
ସଇଁତଲା,୨୬।୨: ବଲାଙ୍ଗୀର ଜିଲା ସଇଁତଲା ବ୍ଳକ ବଡ଼ମାଳ ଗୋଳାବାରୁଦ କାରଖାନାରେ ଜଣେ ସୁରକ୍ଷା କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କ ସର୍ଭିସ ବନ୍ଧୁକରୁ ୫ ରାଉଣ୍ଡ ଗୁଳି ଫୁଟିଥିବା ଓ ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ମଧ୍ୟ ପୋଲିସ…
ପ୍ରେମ ପାଇଁ ହାତରେ ନାହିଁ ସମୟ…
ମୁମ୍ବାଇ: ଛୋଟ ପରଦାରେ ନିଜର ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ଥିବା ସୃତି ଝାଙ୍କୁ ଶୁକ୍ରବାର ୩୫ବର୍ଷ ପୂରଣ ହୋଇଛି। ୧୯୮୬ ଫେବୃୟାରୀ ୨୬ରେ ସେ ବେଗୁସରାଇଠାରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀର ଭେଙ୍କଟେଶ୍ୱର କଲେଜରୁ ଇଂଲିଶରେ ବିଏ ପାସ୍ କରିବା ପରେ…
କଲରାର ଉପକାରୀ ଗୁଣ
କଲରା ପାଟିକୁ ପିତା ଲାଗୁଥିଲେ ବି ଏହା ଶରୀର ପାଇଁ ଖୁବ୍ ଉପକାରୀ । ଏଥିରେ ପ୍ରୋଟିନ, କ୍ୟାଲସିୟମ, କାବ୍ରୋହାଇଡ୍ରେଟ୍ସ, ଫସଫରସ୍ ଓ ଭିଟାମିନ୍ ମିଳିଥାଏ । ତେଣୁ ଏହା ଶରୀର ପାଇଁ ଲାଭଦାୟକ ବୋଲି ଆୟୁର୍ବେଦରେ କୁହାଯାଇଛି । -କଫ…
Archives


